ସୋନପୁରରେ ସରସ୍ୱତୀ ନର୍ସିଂହୋମର ଶୁଭ ଉଦଘାଟନ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସହରରେ ସରସ୍ଵତୀ ନର୍ସିଂ ହୋମ ଉଦଘାଟିତ ହୋଇଯାଇଛି । ସୋନପୁରର ନୂତନ ମୂଖ୍ୟ ଚିକିତ୍ସାଳୟ ପାଖ ବାଏପାସ୍ ରାସ୍ତାରେ ଶୁଭାରମ୍ଭ ହୋଇଥିବା ଏ କାର୍ଯ୍ୟକ୍ରମରେ ଗତକାଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ!-->…
Read More...
Read More...