ସୁବର୍ଣ୍ଣପୁରରେ ଆସନ୍ତା ୧୫ ତାରିଖରେ ହେବନାହିଁ ଟୀକାକରଣ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସରକାରଙ୍କ କୋଭିଡ ଟୀକାକରଣ ନିମନ୍ତେ ନୂତନ ନିର୍ଦେଶନାମା ଅନୁଯାୟୀ ଜିଲ୍ଲାରେ ତା୧୫/୦୫/୨୧ରେ ହେବାକୁ ଥିବା ଦ୍ଵିତୀୟ ଡୋଜ ଟୀକାକରଣକୁ ସାମୟିକ ଭାବେ ବାତିଲ କରାଯାଇଛି । ପ୍ରକାଶ ଥାଉ କି, ତା୧୩/୦୫/୨୧ରେ ପ୍ରଶାସନ ତରଫରୁ ଦ୍ଵିତୀୟ ଡୋଜ ଟୀକାକରଣ!-->…
Read More...
Read More...