ସିନାପାଲିରେ ବିଶିଷ୍ଟ କବି ଚଣ୍ଡୀଚରଣ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି
ସିନାପାଲି, (ନିରାକାର ମେହେର) : ଓଡ଼ିଆ ସାହିତ୍ୟ ଜଗତର ଉଜ୍ଜଳ ଜ୍ୟୋତିଷ୍କ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ଚଣ୍ତୀଚରଣ ବିଶିଙ୍କ ପରଲୋକରେ ସିନାପାଲିଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତିର ଆହ୍ୱାନରେ ଅନୁଷ୍ଠିତ ସଭାରେ!-->…
Read More...
Read More...