ଟ୍ରେନ୍ରେ ମହିଳାଙ୍କ ମୃତ୍ୟୁ
ସମ୍ବଲପୁର : ଆେଏପି-ଧାନବାଦ ଏକ୍ସପ୍ରେସ୍ରେ ଜଣେ ଭହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ଝାରଖଣ୍ଡ ବୋକାରୋର ନିମିଶା ଦେବୀ(୩୭) । ସେ କିଡ୍ନି ରୋଗରେ ପୀଡିତ ଥିଲେ । ତାଙ୍କ ସ୍ୱାମୀ ରୋଶନ ସିଂହଙ୍କ ସହ ଚିକିତ୍ସା ପାଇଁ ଭେଲୋର ଯାଉଥିଲେ ।!-->…
Read More...
Read More...