Browsing Tag

saintala news

ସଇଁନ୍ତଲା ବିଜେଡି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ସଇଁନ୍ତଲା, ( ଅଜିତ କୁମାର ସାହୁ) : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର କାର୍ଯ୍ୟକାରିଣୀ ବୈଠକ ଛାତ୍ର ବିଜେଡି ସଭାପତି ଆଲୋକ ବୁଡ଼େକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଗୁଞ୍ଜ ଖାନ, ପର୍ଯ୍ୟବେକ୍ଷକ ଅଭିଳାଶ ଦାସ,
Read More...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରଧାନ ଶିକ୍ଷୟତ୍ରୀ ଭୀମସେନ ଦେହେରି, ଝସକେତନ ମନହୀରା,
Read More...

କୋଶଳୀ ଫିଲ୍ମ ‘କାନ୍ଦୁଛେ ରାକ୍ଷୀ’ର ସୁଟିଙ୍ଗ ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଜୀବିକା ଠପ୍‌ ହୋଇ ପଡ଼ିଥିଲା, ଯାହା ଫଳରେ ପରେ ପରେ ଲୋକେ ଦାଦନ ଖଟିଯିବା ପାଇଁ ବାଧ୍ୟ ହୋଇଥିଲେ । ଅନ୍ୟପଟେ କଳାକାର ମଧ୍ୟ ତାର ପରିବାର ପୋଷଣ କରିବା ପାଇଁ କାଠିକର ହୋଇ ପଡ଼ିଥିଲା । କିନ୍ତୁ ଧୀରେ ଧୀରେ ରାଜ୍ୟ
Read More...

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବଙ୍କ ରାଜ୍‌ : ସଇଁନ୍ତଲା ହାଇସ୍କୁଲରେ ବେଆଇନ ଗଛ କଟା ନେଇ ଚଢ଼ାଉ କଲା ବନ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : 'ଗଛ ଲଗାଅ ଦେଶ ବଞ୍ଚାଅ' ବୋଲି ରାଜ୍ୟ ସରକାର ନାରା ଦେଇ ପ୍ରତ୍ୟେକ ବର୍ଷ ହଜାର ହଜାର ଗଛର ବୃକ୍ଷ ରୋପଣ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳକ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିପରୀତ ଦେଖା ଦେଇଛି । ବେଆଇନ ଭାବେ ଗଛ କଟାଯାଇଥିବାକୁ ନେଇ
Read More...

ଭାରସାମ୍ୟ ହରାଇ ବାଇକ୍‌ ର୍ଦୁଘଟଣା : ଯୁବକ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନମ୍ବର ବରଗାଁଠାରେ ଭାରସାମ୍ୟ ହରାଇ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାନୁସାରେ ସ୍ଥାନୀୟ ଲୋକେ ଦେଖିବା ପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସିବା ପରେ ସଇଁନ୍ତଲା
Read More...

ସଇଁନ୍ତଲା ତହସିଲ ପକ୍ଷରୁ ପଲିଥିନ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ କିଛି ଦିନ ତଳେ ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନକେ ଲୋକଙ୍କ ଘର ଭାଙ୍ଗି ଯାଇଥିଲା । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ତହସିଲଦାର ଯୁଗେଶ୍ଵର ଧରୁଆ ବ୍ଳକର ବିଭିନ୍ନ ଗ୍ରାମକୁ ଯାଇ ତଦାରଖ ମଧ୍ୟ କରିଥିଲେ । ସଇଁନ୍ତଲା ଆର୍‌ଆଇ ଅଶ୍ୱିନୀ କୁମାର
Read More...

ମାନବିକତା ଦେଖାଇ ମାଙ୍କଡ଼ର ଜୀବନ ବଞ୍ଚାଇଲେ ଭେକ୍ସିନେଟର କାହ୍ନୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମରେ ମାଙ୍କଡ଼ର ଜୀବନ ବଞ୍ଚିଯାଇ ଥିବା ବେଳେ ତାର ଛୁଆର ମୃତ୍ୟୁ ହୋଇଥିଲା ହେଲେ ମାନବିକତା ଦେଖାଇ ମାଙ୍କଡ଼ର ଜୀବନ ବଞ୍ଚାଇଲେ ଭେକ୍ସିନେଟର କାହ୍ନୁ ଚରଣ ମିଶ୍ର । ତେବେ ଏଭଳି
Read More...

କଅଁସରରୁ ବରାହ ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ବନଖଣ୍ଡ କଅଁସର ଗ୍ରାମରୁ ଏକ ବରାହକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଛି ବନ ବିଭାଗ । ସୂଚନା ମତେ କଅଁସର ଗ୍ରାମର ବିଦେଶୀ ମାଝୀଙ୍କ ଘରେ ଏକ ବରାହ ରହିଥିବା ବେଲଗାଁ ବନ ବିଭାଗ ଫରେଷ୍ଟର ଜନାର୍ଦ୍ଦନ ଠାକୁର
Read More...

୫ ଫୁଟର ଦୁଇଟି ଗୋଖରାନାଗ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଘଣ୍ଟାବାହାଲି ଓ ଶିଷକେଲା ଗ୍ରାମରୁ ୫ ଫୁଟରୁ ଅଧିକ ଲମ୍ବା ଥିବା ଗୋଖରାନାଗକୁ ଉଦ୍ଧାର କରିଛନ୍ତି ବିକି ଜି ନାଗ । ସାପକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ମଧ୍ୟ ଛାଡି ଦେଇଥିବା ପ୍ରକାଶ କରିଛନ୍ତି ।
Read More...

ଅନ୍ଧାରରେ ଟିକ୍ରାପଡ଼ା : ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିବ କେବେ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ବିଦ୍ୟୁତର ଲୁଚକାଳି ଖେଳ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ଫାଣ୍ଡି ସମ୍ମୁଖରେ ଦୀର୍ଘ ଦିନ ହେଲାଣି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇଥିବା ବେଳେ ସ୍ଥାନୀୟ ଜନ ସାଧାରଣ ସମେତ ବିଭିନ୍ନ
Read More...