Browsing Tag

saintala news

ପେଟ୍ରୋଲିଂ ବେଳେ ଚାଉଳ ଗାଡି ଅଟକାଇଲା ପୁଲିସ : ୬୪ ବସ୍ତା ଚାଉଳ ଜବତ କଲା ଯୋଗାଣ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାର ଗରିବ ଲୋକମାନଙ୍କୁ ମାଗଣାରେ ଚାଉଳ ଯୋଗାଉଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲାରେ ହିତାଧିକାରୀଙ୍କ ଚାଉଳ ହରିଲୁଟ ହେଉଥିବା ଅନେକ ଥର ବାଟରେ ପଡି ଦାଣ୍ଡରେ ଗଡୁଛି । କିନ୍ତୁ ଆଜି ସଇଁନ୍ତଲା ପୁଲିସ ଓ ଯୋଗାଣ ବିଭାଗକୁ ବଡ଼ ସଫଳତା ମିଳିଛି । ୬୪ରୁ
Read More...

ଟ୍ରାକ୍ଟର ଜବତ କରି ୧୦ ହଜାର ଫାଇନ୍‌ ଆଦାୟ କଲେ ତହସିଲଦାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ତହସିଲ ଅଧିନସ୍ଥ କଳାହାଣ୍ଡି ଛକ ନିକଟରେ ବେଆଇନ ଭାବେ ବାଲି ଟ୍ରାକ୍ଟର ଯୋଗେ ଚାଲାଣ ହେଉଥିବା ନେଇ ତହସିଲଦାର ଯୋଗେଶ୍ୱର ଧରୁଆ ଓ ଆର୍‌ଆଇ ଅଶ୍ୱିନୀ କୁମାର ଜାଲ ପେଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତାରେ ଯାଉ ଥିବା
Read More...

ଆମ୍ବୁଲାନ୍ସକୁ ପିଟିଲା ବାଇକ : ୩ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବୁର୍ଡା ଛକ ଠାରେ ଆମ୍ବୁଲାନ୍ସକୁ ଏକ ବାଇକ ପିଟି ନେଇଛି । ଫଳରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମତେ ଦେଓଗାଁ ବିଳାପୁର ଠାରୁ କୁମ ଦିନି ଖାଡିଆ, ପ୍ରଦୀପ
Read More...

ଡ଼ଙ୍ଗାବାହାଲ ଗାଁରେ ବିଶ୍ୱ ଆଦିବାସୀ ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁଇକେଡା ପଞ୍ଚାୟତ ଅଧିନସ୍ଥ ଡଙ୍ଗାବାହାଲ ଗ୍ରାମ ସ୍ଥିତ ସ୍ଥାନୀୟ କ୍ଲବ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବାକାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଆଦିବାସୀ ନେତା
Read More...

କରମତଲା ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ବୁଢାରଜା ହାଇସ୍କୁଲକୁ ନୂତନ ପ୍ରଧାନ ଶିକ୍ଷକ ଦୂତିକୃଷ୍ଣ ପଧାନ ଯୋଗଦାନ କରିଥିବା ବେଳେ ଅଭିଭାବକ ମହଲରେ ଉତ୍ସାହିତ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେବ ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିଲା
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଜାତୀୟ ରାଜପଥ ଜାମପଦର ଛକ ଠାରେ ଏକ ଅଜଣା ଗାଡି ଧକ୍କାରେ ମହଗାଁର ଜଳନ୍ଧର ରଣା(୬୦) ଆହତ ହୋଇଛନ୍ତି । ସେ ସଇଁନ୍ତଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗାଡିଟି ବୃଦ୍ଧଙ୍କୁ ଧକ୍କା ଦେଇ ଫେରାର ମାରି ଥିବା ଜଣାପଡିଛି ।
Read More...

ବିଦ୍ୟାଳୟ ପାଇଲା ସ୍ଥାୟୀ ପ୍ରଧାନ ଶିକ୍ଷକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସରକାରଙ୍କ ନିର୍ଦ୍ଦେଶାନାମା ଅନୁସାରେ ୨୦୦୮ ମସିହାରୁ ଖୋଲାଯାଇ ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲୁଥିଲା । ଦୀର୍ଘ ୧୩ ବର୍ଷରୁ ଅଧିକ ବିତିଯାଇଥିଲେ ସୁଦ୍ଧା ବିଦ୍ୟାଳୟରେ ସ୍ଥାୟୀ
Read More...

ବ୍ଳକର ବିଭିନ୍ନ ସ୍କୁଲରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଅବହେଳା ଯୋଗୁଁ ଦୀର୍ଘ ବର୍ଷ ହେବ ଅନେକ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପଦବୀ ଖାଲି ପଡ଼ିଛି ଯାହା ଫଳରେ ଅନେକ ଥର ସ୍ଥାନୀୟ ଜନସାଧାରଣ ଜିଲ୍ଲା ପ୍ରଶାସନଙ୍କୁ ଅନକେ ଥର ଦାବୀ ମଧ୍ୟ କରି ଆସୁଥିଲେ ।
Read More...

ନାବାଳିକା ଝିଅକୁ ରାଜସ୍ଥାନୀ ବର : ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ସ୍ଥିତ ସାଉନ୍ତଉପେର ଗ୍ରାମରେ ନାବାଳିକା ଝିଅକୁ ରାଜସ୍ଥାନୀ ବର ସାଙ୍ଗରେ ବିବାହ କରିବା ପାଇଁ ପରିବାର ଲୋକେ ଉଦ୍ୟମ କରୁଥିଲେ । ଖବର ପାଇବା ପରେ ପ୍ରଶାସନ ପହଞ୍ଚି ବିବାହକୁ ବନ୍ଦ କରିବାରେ ସଫଳତା ହାସଲ
Read More...

କଅଁସରରୁ ୩ ଫୁଟ ୫ ଇଞ୍ଚର ନାଗସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅଁସର ଗ୍ରାମ ସେମେଲ ପଡ଼ାର ବିପିନ ଭୋଇଙ୍କ ଘରରେ ସାପ ପସିଯାଇ ଥିବା ପରିବାର ଲୋକେ ଓ ରଞ୍ଜିତ ସାହୁ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ବିକି ଉକ୍ତ ଘରକୁ
Read More...