Browsing Tag

saintala news

ପେସାରେ ଶିକ୍ଷୟତ୍ରୀ, ନିଶାରେ କଣ୍ଠଶିଳ୍ପୀ ପ୍ରିୟଦର୍ଶିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମଣିଷ ବେଳେ ବେଳେ ଅନେକ ସପନ ମଧ୍ୟ ଦେଖି ଥାଏ କେତେ ବେଳେ କେଉଁ ସ୍ୱପ୍ନ ସତ ହୁଏ ଆଉ କେତେ ବେଳେ ମିଛ ହୋଇଥାଏ ତାହା ମଧ୍ୟ କହି ହୁଏ ନାହିଁ । ଯଦିଓ ପିଲାଦିନରୁ ବାପା ମାଆଙ୍କଠାରୁ ସଙ୍ଗୀତ କ୍ଷେତ୍ରରେ ପ୍ରୋତ୍ସାହନ ମିଳିଥିଲା । କିନ୍ତୁ ସ୍କୁଲରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଦୀପାଙ୍କ ଟୁଇଟ ପରେ ଦଶରଥଙ୍କୁ ମିଳିଲା ଚିକିତ୍ସା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ଆଦିବାସୀପଡ଼ାରେ ବସବାସ କରନ୍ତି ଦଶରଥ ଦେବଗୁରୁ । ସେ ଅଜଣା ରୋଗରେ ପୀଡିତ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ବୋଲି ଏନେଇ ଗତ ୯/୧୧ ତାରିଖ ଦିନ 'କୋଶଳ ପ୍ରବାହ' ପ୍ରୋଟାଲରେ
Read More...

ବିବିନା ପେଟ୍ରୋଲ ପମ୍ପ ନିକଟରେ ଗଛକୁ ପିଟିଲା ଟ୍ରକ : ଗୁରୁତର ଅବସ୍ଥାରେ ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନିକଟ ବିବିନା ପେଟ୍ରୋଲ ପମ୍ପଠାରେ ଗଛକୁ ପିଟିଲା ଟ୍ରକ । ସୂଚନା ମତେ ଟ୍ରକ ଗାଡିଟି ଦୃତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ ରହିଥିବା
Read More...

ମହିଳା ଗୋଷ୍ଠୀ କଲେ ଗାଁ ସଫେଇ

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାର ଗାଁ ଗାଁରେ ସ୍ୱଚ୍ଛତା ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏବେ ବି ଅନେକ ଗାଁରେ ସ୍ଵଚ୍ଛ ଭାରତ ମିଶନ ଫେଲ ମାରିଛି ଯାହା ଫଳରେ ଗାଁ ଗାଁର ପ୍ରତ୍ୟେକ ରାସ୍ତାରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳିଛି । ତେବେ
Read More...

ଘୁନସର ଆଦିଶକ୍ତି ପୀଠରେ ନିଶାନ ଯାତ୍ରା ଉଦ୍‌ଯାପିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଆଦିଶକ୍ତି ପୀଠରେ ଜିଲ୍ଲା ଆଦିବାସୀ କଲ୍ୟାଣ ତରଫରୁ ନିଶାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଦୀମାତା ଧରନି ପେନୁଙ୍କୁ ପୂଜାର୍ଚ୍ଚନା ପରେ ଆଦିବାସୀମାନେ ପାରମ୍ପାରିକ ନୃତ୍ୟ, ବାଦ୍ୟ, ଗୀତ ତାଳେ ତାଳେ ଘୁନସର
Read More...

ସଇଁନ୍ତଲାରେ ନୂତନ ରେଞ୍ଜର ଭାବେ ଯୋଗଦେଲେ ସଙ୍ଘମିତ୍ରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନ ବିଭାଗରେ ରେଞ୍ଜର ଭାବେ ରାଜକିଶୋର ହରପାଲ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତାଙ୍କର ବଦଳି ହେବା ପରେ ଆଜି ସଙ୍ଘମିତ୍ରା ଭୋଇ ନୂତନ ରେଞ୍ଜର ଭାବେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ରାୟଗଡାର ଗୁଡାରି ବନ ବିଭାଗ
Read More...

ଅଧାପନ୍ତରିଆ ବାଦୀପଡା-ସଇଁନ୍ତଲା ବ୍ରିଜ ପ୍ରସଙ୍ଗ : ଭୋଟ ବର୍ଜନ କରିବାକୁ ପଞ୍ଚାୟତବାସୀଙ୍କ ଚେତାବନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଲୋକମାନଙ୍କ ଗମନା ଗମନ ସୁବିଧା ପାଇଁ ଗୁଡ଼ାଏ ଯୋଜନା କରୁଛନ୍ତି । କିନ୍ତୁ ଅବହେଳା ଯୋଗୁଁ ସରକାରଙ୍କ ଯୋଜନା ଗୁଡ଼ିକ ଫେଲ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଶାସକ ଦଳର ରାଜନେତା ତଥା ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁଁ
Read More...

ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀ କଲେ ପୁର୍ବତନ ମନ୍ତ୍ରୀ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଶକ୍ତି ଓ ଗୃହ୍ୟ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀକୁ ନେଇ ଦୀର୍ଘ ଦିନ ହେଲାଣି ସାରା ରାଜ୍ୟରେ ବିକ୍ଷୋଭ ଜୋର ଧରିଥିବା ବେଳେ ହୁଁ ହୁଁ ହୋଇ ନିଆଁ
Read More...

ସୁକନ୍ୟା ଶକ୍ତି ସଙ୍ଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସମରା ଗ୍ରାମରେ ଆଜି ସୁକନ୍ୟା ଶକ୍ତି ସଙ୍ଗଠନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗରିବ ନିରୀହ ଲୋକଙ୍କୁ ମାଗଣାରେ ବିଭିନ୍ନ ସହାୟତ ପ୍ରଦାନ କରୁଥିବା ବେଳେ ରୋଗୀଙ୍କ ଚିକିତ୍ସା ପାଇଁ ମାଗଣାରେ ଆମ୍ବୁଲାନ୍ସର
Read More...

ବେଲଗାଁରୁ ୭ ଫୁଟର ଧମନା ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ଗ୍ରାମର ରୁପେନ ସାହୁଙ୍କ ଘରେ ଏକ ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିକିଜି ନାଗଙ୍କୁ ଖବର ଦେବା ପରେ ବିକି ପହଁଚି ୭ ଫୁଟର ଧମନା ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି
Read More...