Browsing Tag

saintala news

ବିବିନା ଶିବା ଏଗ୍ରୋ ରାଇସ ମିଲ୍‌ ଉପରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଚଡାଉ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବିବିନାଠାରେ ଥିବା ଶିବା ଏଗ୍ରୋ ରାଇସ ମିଲ ଉପରେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଚଡାଉ କରିଥିବା ଜଣାପଡିଛି । ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ମହାଜନ ବିବିନାରେ ଥିବା ଶିବା ଏଗ୍ରୋ ରାଇସ ମିଲ୍‌ ଉପରେ
Read More...

ମାନବିକତା ଦେଖାଇଲେ ସଇଁତଲାର ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ : ବିଭିନ୍ନ ମହଲରେ ପ୍ରଶଂସା

ସଇଁତଲା, (ପ୍ରମୋଦ ସେଲମା) : ଆଜି ସଇଁତଲା ଥାନା କୁମ୍ଭାରୀ କାନ୍ଦୁଲସରଠାରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଦୁଇ ବାଇକ ମୁଁହାମୁଁହି ଦୁର୍ଘଟଣା ଘଟିଥିଲା । ଏହି ସମୟରେ ସଇଁତଲା ପଞ୍ଚାୟତର ନବ ନିର୍ବାଚିତ ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ ବେଳପଡା ବ୍ଲକରୁ ଫେରୁଥିବା ବେଳେ ଘଟଣାସ୍ଥଳରେ ପଡି
Read More...

ଓକିଲ ସଂଘ ନିର୍ବାଚନ : ୭ମ ଥର ପାଇଁ ସଇଁତଲା ଓକିଲ ସଂଘର ସଭାପତି ହେଲେ ହିଜକ୍ଷ ତାଣ୍ଡି , ବିଭିନ୍ନ ସଂଗଠନ ତରଫରୁ…

ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ପାଇଁ ମନୋନୀତ ହୋଇଯାଇଛି । ଏଥିରେ ଲଗାତାର ଭାବରେ ୭ମ ଥର ପାଇଁ ବରିଷ୍ଠ ଆଇନଜୀବୀ ତଥା ସଇଁତଲା ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି ପୁଣି ବିଜୟୀ ହୋଇଛନ୍ତି । ଏଥିରେ ଶ୍ରୀ ତାଣ୍ଡି ୨୧ ଖଣ୍ଡ ଭୋଟ
Read More...

ଧରବଗଡ଼ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ ଗୀତାଞ୍ଜଳି ପଣ୍ଡା : ପଞ୍ଚାୟତବାସୀଙ୍କ ମହଲରେ ବେଶ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଧରବଗଡ଼ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଗୀତାଞ୍ଜଳି ପଣ୍ଡା ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବତନ ସରପଞ୍ଚ ପ୍ରେମରାଜ ପାଣ୍ଡେଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ସହିତ ପଞ୍ଚାୟତବାସୀ ମୋତେ
Read More...

ସଇଁତଲା ନବ ନିର୍ବାଚିତ ଯୁବ ସରପଞ୍ଚ ତଥା ଇଂ ସୁବ୍ରତ ନାଗ ଯାଦବଙ୍କ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ

ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ଯୁବ ସରପଞ୍ଚ ତଥା ଇଂ ସୁବ୍ରତ ନାଗ ଯାଦବ ପଞ୍ଚାୟତର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି
Read More...

ସଇଁତଲାରେ ୨୪ ପହରୀ ନାମଯଜ୍ଞ ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ହାଟପଡାଠାରେ ଚାଲିଥିବା ୨୪ ପହରୀ ନାମଯଜ୍ଞ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ପହରୀରେ ସୀତାରାମ ପଟ୍ଟନାୟକ ଓ ଧର୍ମପତ୍ନୀ କୁମଦିନୀ ପଟ୍ଟନାୟକ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ ଭାବରେ ଧ୍ରୁବଚରଣ ଯୋଷୀ,
Read More...

ସଇଁତଲା ଓ ବଡମାଲ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ଦାବୀ : ଇଷ୍ଟକୋଷ୍ଟ ରେଲୱେ ଜିଏମ୍‌ ଅର୍ଚ୍ଚନା ଯୋଶୀଙ୍କୁ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ସଇଁତଲା ଓ ବଡ଼ମାଳ ରେଲୱେ ଷ୍ଟେସନକୁ ଇଷ୍ଟକୋଷ୍ଟ ରେଲୱେର ଜିଏମ୍‌ ଅର୍ଚ୍ଚନା ଯୋଶୀ ଓ ସମ୍ବଲପୁର ଡିଭିଜନ ଡିଆର୍‌ଏମ୍‌ ପ୍ରଦୀପ କୁମାର ସଇଁତଲା ଓ ବଡ଼ମାଳ ରେଳ ଷ୍ଟେସନ ପରିଦର୍ଶନରେ ଆସିଥିଲେ । ପ୍ରଥମେ ସଇଁତଲା
Read More...

ଘୁନସର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ ଅନୁରାଧା ସେଠ : ପଞ୍ଚାୟତବାସୀଙ୍କ ମହଲରେ ବେଶ…

ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଭାବରେ ଅନୁରାଧା ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ସରପଞ୍ଚ ଦ୍ରୌପଦୀ ବେହେରାଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ସମୟରେ ସମସ୍ତ ୱାର୍ଡ ମେମ୍ବର,
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ସଇଁନ୍ତଲା ବ୍ଲକ ସମ୍ମିଳନୀ ଓ ଆସନ୍ତା ତା.୨୮ ଓ ୨୯ ତାରିଖ ଦୁଇ ଦିନିଆ ସର୍ବଭାରତୀୟ…

ସଇଁନ୍ତଲା, (ପ୍ରମୋଦ ସେଲମା) : ଏଆଇଟିୟୁସି ସହ ସହ ବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ସଇଁନ୍ତଲା ବ୍ଲକ କମିଟିର ଏକ ସମ୍ମିଳନୀ ସଇଁନ୍ତଲା ସ୍ଥିତ ବିବେକାନନ୍ଦ ପାଠାଗାର ଠାରେ ବାସୁମତି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକ ସଂପାଦିକା ତପିସା ନାଗ
Read More...

ବରନି ସାହିତ୍ୟ ସଂସଦର ବଛର୍‌କିଆ ତିହାର୍‌ ଅନୁଷ୍ଠିତ

ସଇଁନ୍ତଲା, (ପ୍ରମୋଦ ସେଲ୍‌ମା) : ବରନି ସାହିତ୍ୟ ସଂସଦର ବଛର୍‌କିଆ ତିହାର୍‌ ବଡ଼ମାଲ ସ୍ଥିତ ମଲ୍‌ଟି ପର୍‌ପଜ୍‌ କମ୍ୟୁନିଟି ହଲ୍‌ରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମ ଅଧିବେଶନ ବରନି ସାହିତ୍ୟ ସଂସଦର ସଭାପତି ରାଜମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ
Read More...