Browsing Tag

saintala news

ଲାନ୍ଥ ନଦୀରୁ ଯୁବତୀଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା : ଦ୍ଵିତୀୟ ଦିନରେ ପୋଲିସ ଓ ଓଡ୍ରାଫ ଟିମ୍‌ ଖୋଜୁଛି ମୁଣ୍ଡ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଗତ ୨୪ ତାରିଖ ଦିନ ଜଣେ ଯୁବତୀର ମୁଣ୍ଡବିହୀନ ମୃତଦେହ ନଦୀରେ ଭାସୁଥିବା ଖବର ପାଇଁ ସଇଁତଲା ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ମୃତ ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଗୁରୁବାର ଦ୍ଵିତୀୟ ଦିନରେ ଘଟଣାସ୍ଥଳକୁ ବଲାଙ୍ଗିର ଓଡ୍ରାଫ
Read More...

ଅର୍ଥାଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ଛାତ୍ରଙ୍କୁ ସହାୟତା କଲେ ସରପଞ୍ଚ 

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ପଞ୍ଚାୟତର ଜନୈକ ଗରିବ ମେଧାବୀ ଛାତ୍ର ଗତ ମାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ତାଙ୍କର ଉଚ୍ଚଶିକ୍ଷା ପାଇଁ ଆଗ୍ରହ ରହିଥିଲେ ମଧ୍ୟ ତାଙ୍କର ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବା
Read More...

ଜିଲ୍ଲାସ୍ତରୀୟ ଦୃଷ୍ଟିବାଧିତ ମହିଳାଙ୍କ ଆତ୍ମରକ୍ଷା କୌଶଳ ତାଲିମ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟରେ କ୍ରିକେଟ ଏସୋସିଏସନ୍‌ ଫର୍ ଦ ଭିଜୁଏଲି ଇମ୍ପେୟାର୍ଡ୍(କାଭି) ଓଡିଶା ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଦୃଷ୍ଟିବାଧିତ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଜିଲ୍ଲାସ୍ତରୀୟ
Read More...

କମରଲଗା ଲାନ୍ଥନଦୀରୁ ଯୁବତୀଙ୍କ ଭାସୁଥିବା ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର : ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା…

ସଇଁତଲା, (ପ୍ରମୋଦ କୁମାର ସେଲମା) : ଜଣେ ଯୁବତୀଙ୍କ ମୁଣ୍ଡ ବିହୀନ ମୃତଦେହ ନଦୀରେ ଭାସୁଥିବା ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣାଟି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ
Read More...

ଦେଉଳି ଶିବ ମନ୍ଦିରରୁ ୩ ଫୁଟର ନାଗ ସାପ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସରର ଶିବ ମନ୍ଦିରରୁ ୩ ଫୁଟର ନାଗ ସାପ ଉଦ୍ଧାର । ସୂଚନା ଅନୁସାରେ ଘୁନସର ଶିବ ମନ୍ଦିରରେ ଏକ ନାଗ ସାପ ରହିଥିବା ମନ୍ଦିରର ପୂଜକ ଓ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଏବଂ ସାପ ଧରାଳି ତଥା ପ୍ରକୃତିମିତ୍ର ବିକିଜି ନାଗଙ୍କୁ
Read More...

୯ ଫୁଟର ଅଜଗର ସାପ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ବେଲଗାଁରୁ ୯ ଫୁଟର ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କମଳ ଭୋଇଙ୍କ ଘରେ ଏକ ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇବା ପରେ ବିକିଜି ନାଗଙ୍କୁ ଖବର ଦେବା ପରେ ଶ୍ରୀ ନାଗ ଆସି ଉକ୍ତ ଅଜଗରକୁ ଉଦ୍ଧାର କରି ନେଇ ପାଖ
Read More...

ବଡ଼ମାଲରେ ବିଦ୍ୟୁତ ମହୋତ୍ସବ ‘ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ’ ପାଳିତ

ସଇଁତଲା, (ପ୍ରମୋଦ ସେଲମା) : ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ପାୱାର ଆଟ୍‌ ଦ ରେଟ୍‌ ୨୦୪୭ ପାଳନ ଉପଲକ୍ଷେ ବଡ଼ମାଲ ସ୍ଥିତ ଗୋଳାବାରୁଦ କାରଖାନାର ଅଫିସର୍ସ କ୍ଲବଠାରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି । ପାୱାର ଗ୍ରୀଡ କର୍ପୋରେସନ, ଓପିଟିସିଏଲ୍‌ ଓ
Read More...

ଜିଲ୍ଲା ନୋଡାଲ ଟିମ୍‌ଙ୍କ ଅମୃତ ସରୋବର ପରିଦର୍ଶନ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ସଇଁତଲା ବ୍ଲକକୁ ବଲାଙ୍ଗିର ଜିଲ୍ଲା ନୋଡାଲ ଟିମ୍‌ ପରିଦର୍ଶନରେ ଆସି ଅମୃତ ସରୋବର କାର୍ଯ୍ୟର ତଦାରଖ କରିଥିଲେ । ଏଥିରେ ଜିଲ୍ଲା ମନରେଗା କୋଡିନେଟର ଅଶୋକ କୁମାର ସାହୁ ଓ ଜିଲ୍ଲା ଏନ୍‌ଆର୍‌ଏମ୍‌ କୋଡିନେଟର ପ୍ରୀତମ କୁମାର ପାଣିଗ୍ରାହୀ ପରିଦର୍ଶନରେ
Read More...

ଟଙ୍କା କାରବାରକୁ ନେଇ ଅପହରଣ : କନ୍ଧକେଲଗାଁ ସମିତି ସଭ୍ୟାଙ୍କ ଦିଅରଙ୍କୁ ଅପହରଣ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ…

ରାତି ଅଧିଆ ଅପହୃତାଙ୍କୁ ଛାଡିଲେ ଅପହରଣକାରୀମାନେଟିଟିଲାଗଡ଼ ବିଜେପି ନେତା ଅଟକ                                 ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କନ୍ଧକେଲଗାଁ ପଞ୍ଚାୟତର ସମିତି ସଭ୍ୟା ବନିତା ସାହୁଙ୍କ ଦିଅର ସୋଭାଗ୍ୟ ସାହୁଙ୍କୁ ଗତ
Read More...

ଫସଲ ବୀମା ପ୍ରଦାନ ଦାବୀରେ ସଇଁତଲା ତହସିଲ ଅଫିସ ଘେରିଲେ ଚାଷୀ : ବୀମା ରାଶି ପ୍ରଦାନ ନ କଲେ ୩୦ରେ ରାସ୍ତାରୋକ ପାଇଁ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ ଅନ୍ତର୍ଗତ ଡେଙ୍ଗ, ସଇଁତଲା, କୁମ୍ଭାରୀ, ତାଳବାହାଲ, ବିବିନା, କନ୍ଧକେଲଗାଁ, ଭଦ୍ରା, ଗଣ୍ଡପତ୍ରାପାଲି, କୁଇକେଡ଼ା, ଜୁରାବନ୍ଦ, ଝିଙ୍କିଡୁଙ୍ଗୁରି, ଟିକ୍ରାପଡା ଓ କଅଁସର ପଞ୍ଚାୟତର ଚାଷୀଙ୍କୁ ଗତ ୨୦୨୧ ଖରିଫ ଫସଲ ବୀମା
Read More...