Browsing Tag

saintala news

ଅରବିନ୍ଦ ଯୁବକ ସଂଘ ପକ୍ଷରୁ ପୁଷଫୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଘୁନସରରେ ମହାସମାରୋହରେ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ପୁଷଫୁନି ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମ ଓଡିଶାର ବିଶିଷ୍ଟ କଳାକାରମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିଥିବା ବେଳେ ଦର୍ଶକମାନଙ୍କ ଭିଡରେ
Read More...

ସଇଁତଲା ବ୍ଲକସ୍ତରୀୟ ଲୋକ ଉତ୍ସବ ଉଦ୍‌ଘାଟିତ

ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଦୁଲୁକିଲା ମଞ୍ଚ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପରିସରଠାରେ ଶନିବାର ବ୍ଲକସ୍ତରୀୟ ଲୋକ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ଲୋକକଳା ଓ ନୃତ୍ୟରେ ମନ ମୋହିଲେ ଦର୍ଶକ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସଇଁତଲା
Read More...

ଜାତୀୟ ପକ୍ଷୀ ଦିବସରେ ପକ୍ଷୀମାନଙ୍କ ପାଇଁ କୃତ୍ରିମ ବସା

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିଷକେଲା ଗାଁର ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ତଥା ପ୍ରକୃତି ବନ୍ଧୁ ବିକିଜି ନାଗଙ୍କ ଚେଷ୍ଟା ବଳେ ଜାତୀୟ ପକ୍ଷୀ ଦିବସରେ ପକ୍ଷୀମାନଙ୍କ ପାଇଁ ଶତାଧିକ କୃତ୍ରିମ ବସା ତିଆରି କରିଛନ୍ତି । ବିଭିନ୍ନ ପ୍ରଜାତିର
Read More...

ସଇଁନ୍ତଲାରେ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ଆଲୋକ ଛକ ଠାରେ ଗତକାଲି ପୂର୍ବତନ ସରପଞ୍ଚ ଭୀମ ସେନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ୪ର୍ଥ ବର୍ଷ ପାଇଁ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ
Read More...

ସଇଁତଲାରେ ମହାରାଜ କଂସଙ୍କ ଦରବାର : ୮ ଜଣ ଆଦର୍ଶ ପ୍ରତିଭାଙ୍କୁ ଗୌରହରି ସମ୍ମାନରେ ସମ୍ମାନିତ

ଆବାସ ଯୋଜନା ଓ ରାସନ କାର୍ଡ ପାଇଁ ଗରିବଙ୍କୁ ଚୟନ କରି ବଣ୍ଟନ କରିବା ପାଇଁ କଂସଙ୍କ ନିର୍ଦ୍ଦେଶ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାକୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାରାଜ କଂସ ପରିଭ୍ରମଣରେ ସଇଁତଲା ଦରବାରକୁ ପହଂଚି ଆବାସ ଯୋଜନା ଓ ରାସନ କାର୍ଡରେ ବାଦ
Read More...

ହକି ବିଶ୍ୱ କପ ଟ୍ରଫିକୁ ସ୍ୱାଗତ

ସଇଁତଲା, (କେପିଏନ୍‌ଏସ୍‌) : ପଞ୍ଚାୟତ ସମିତି ମହାବିଦ୍ୟାଳୟ, ସଇଁତଲାର ଅଧ୍ୟକ୍ଷ ଶିବ ପ୍ରସାଦ ବିଶ୍ୱାଳଙ୍କ ନେତୃତ୍ୱରେ ପୁରୁଷ ହକି ବିଶ୍ୱ କପ ଟ୍ରଫିକୁ ମହାସମାରୋହରେ ସ୍ଥାନୀୟ ନବୀନ ଛକ ତଥା ରାଜପଥ ୨୬ ନିକଟରେ ସ୍ୱାଗତ ପୂର୍ବକ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଉକ୍ତ ସମାରୋହରେ
Read More...

ସଇଁତଲାରେ ଇଂରାଜୀ ମିଡିୟମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରାଜେନ୍ଦ୍ର ନାରାୟଣ ସିଂଦେଓ ଷ୍ଟାଡିୟମଠାରେ ସଇଁତଲା ଇଂରାଜୀ ମିଡିୟମ ବିଦ୍ୟାଳୟର ବାଳକ ଓ ବାଳିକାମାନଙ୍କୁ ନେଇ ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରୀଡାରେ ବିଦ୍ୟାଳୟର ପ୍ରିନ୍‌ସିପାଲ ସୁଜାତା ବାରିକଙ୍କ
Read More...

ବିବେକାନନ୍ଦ ପାଠାଗାରର କର୍ମକର୍ତ୍ତା ଚୟନ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ବାଗଜୋର ସ୍ଥିତ ବିବେକାନନ୍ଦ ପାଠାଗାରର ଏକ ବୈଠକ ଭୀମସେନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନୂଆ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ହେମସାଗର ସାହୁ ସଂପାଦକ, ଯୋଗେଶ ସାହୁ ସହସଂପାଦକ, ଚନ୍ଦ୍ର ଚନ୍ଦନ ଉପସଭାପତି, ନାରାୟଣ ଜାଲ ଓ
Read More...

ସଇଁତଲାରେ ବ୍ଲକସ୍ତରୀୟ କ୍ରୀଡା ଚୟନ ଶିବିର ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଘୁନସର ବଣାବିଜାର ଷ୍ଟାଡିୟମ ଠାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ୧୪ରୁ ୧୭ ବର୍ଷର ସବ୍‌ଜୁନିୟର ଓ ସିନିୟର ବାଳକ ଓ ବାଳିକାମାନଙ୍କୁ ନେଇ ଚୟନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡାରେ ବ୍ଲକ ସମ୍ପାଦିକା
Read More...

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ଗ୍ରାମାଞ୍ଚଳ ଯୁବ କ୍ରୀଡା ପ୍ରତିଭା ଗୁରୁତ୍ୱ ଦିଆଯିବ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କଲେଜ ପରିସରଠାରେ ସଇଁତଲା ବିଡିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି
Read More...