Browsing Tag

saintala news

ସାଧାରଣତନ୍ତ୍ର ଦିବସରେ ୨ ଜଣ ଆଦର୍ଶ ଶିକ୍ଷକଙ୍କୁ ସମ୍ମାନିତ କଲେ ବିଡ଼ିଓ : ଶିକ୍ଷକ ମହଲରେ ବେଶ ଉତ୍ସାହ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ପରିସରରେ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ୭୫ତମ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବ୍ଲକର ୨ ଜଣ ର୍ଦୁର୍ଯ୍ୟାଧନ ସେନାପତି ଓ ଘନଶ୍ୟାମ ଦଣ୍ଡସେନାଙ୍କୁ ଆଦର୍ଶ ଶିକ୍ଷକ
Read More...

ରାଜ୍ୟସଭା ସାଂସଦଙ୍କ ଦ୍ୱାରା ସଭାଗୃହ ନବୀକରଣ ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଓକିଲ ସଂଘଠାରେ ବୁଧବାର ସଭାଗୃହ ନବୀକରଣ ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଙ୍କୁ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦାନ କରି ନୂତନ ନବୀକରଣ ସଭାଗୃହ ଓ ୩ ଗୋଟି ନୂତନ
Read More...

ଟିଟିଲାଗଡ଼ରେ କଂଗ୍ରେସର ପ୍ରଭାରୀ ଅଜୟ କୁମାରଙ୍କୁ ବିପୁଳ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ରାଜ୍ୟ ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଭୁବନେଶ୍ୱରରୁ ଦୁର୍ଗ -ପୁରୀ ଇଣ୍ଟଟସିଟି ଟ୍ରେନ ଯୋଗେ ବୁଧବାର ଟିଟିଲାଗଡ଼ଠାରେ ପହଞ୍ଚିଥିଲେ । ଏଥିରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ବିପୁଳ
Read More...

ବ୍ଲକସ୍ତରୀୟ ଜାତୀୟ ବାଳିକା ଦିବସ ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରଠାରେ ବ୍ଲକସ୍ତରୀୟ ଜାତୀୟ ବାଳିକା ଦିବସ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ସିନିୟର ଓ ଜୁନିୟର ଛାତ୍ରୀମାନଙ୍କୁ ନେଇ ବକୃତା, ଚିତ୍ରାଙ୍କନ ଓ ସ୍ଲୋଗାନ ଲିଖନ ପ୍ରଭୃତି
Read More...

ସଇଁତଲା ଓ ଖାସବାହାଲ ଗାଁରେ ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞର ଶୁଭସ୍ତମ୍ଭ ସ୍ଥାପନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଓ ଖାସବାହାଲ ଗାୟତ୍ରୀ ପରିବାର ଦ୍ୱାରା ସୋମବାର ଦିନ ହେବାକୁ ଥିବା ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞର ଶୁଭସ୍ତମ୍ଭ ମହାଆଡମ୍ବରରେ ସ୍ଥାପନ ହୋଇଯାଇଛି । ସ୍ଥାନୀୟ ହାଟପଦାଠାରେ ଗାୟତ୍ରୀ ପରିବାର ସଦସ୍ୟ ଅଖିଳ ସାହୁ ଓ ତାଙ୍କ ଧର୍ମପତ୍ନୀ
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଗ୍ରାମର ଧର୍ମପରାୟଣା ତଥା ପରୋପକାରୀ ମହିଳା କେତକୀ ସାହୁ(୭୫)ଙ୍କ ପରଲୋକ ହୋଇଯାଇଛି । ଗତ ଶନିବାର ଦିନ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
Read More...

ପିସିସି ସଭାପତିଙ୍କ ପିତୃ ଶୁଦ୍ଧିକ୍ରିୟାରେ ସାମିଲ ହେଲେ କଂଗ୍ରେସ କର୍ମୀଠୁ ନେତା : ସଇଁତଲା ପାଲଟିଲା ମିନି ରାଜଧାନୀ

ସଇଁତଲା, (ପ୍ରମୋଦ ସେଲମା) : ଗତ ରବିବାର ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପିତା ଯୁଗଳ କିଶୋର ପଟ୍ଟନାୟକଙ୍କ ଶୁଦ୍ଧିକ୍ରିୟା ରବିବାର ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଥିଲା । ଏହି ପରିପେକ୍ଷୀରେ ରାଜ୍ୟର କଂଗ୍ରେସ କର୍ମୀଠୁ ଆରମ୍ଭ କରି
Read More...

ଘୁନସର କଲେଜରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜଗନ୍ନାଥ ସଂସ୍କୃତି ବିଷୟରେ
Read More...

ବାପୁଜୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ କନ୍ଧକେଲଗାଁର ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଅହଲ୍ୟା ସାହୁ ଉଦ୍‌ଘାଟନ କଲାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାହିତ୍ୟ ସୃଜନ, କ୍ରୀଡ଼ାଙ୍ଗନ, କୌଶଳୀ, ଜ଼ିଜ୍ଞାସାର
Read More...

ଯୁବ ଟିପିଡବ୍ଲୁଓଡିଏଲ୍‌ ବିଭାଗ କର୍ମଚାରୀଙ୍କ ଅକାଳ ବିୟୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପୁର ଗାଁ ପ୍ରତିଭାଶାଳୀ ତୀକ୍ଷ୍ଣ ବୁଦ୍ଧି ସଂପୂର୍ଣ୍ଣ ଯୁବ ଉଦୟମାନ୍ ଯୁବକ ଚିନ୍ମୟ ବଗର୍ତ୍ତୀଙ୍କର ତାଙ୍କ ବିଜେପୁର ସ୍ଥିତ ବାସଭବନରେ ଅକାଳ ବିୟୋଗ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳେକୁ ୨୪ ବର୍ଷ ବୟସ
Read More...