ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳନ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ମହିଳା ମଣ୍ଡଳ ଆନୁକୂଲ୍ୟରେ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ଆୟୋଜିତ ହୋଇଯାଇଛି । ପ୍ରଥମେ ଗୋଣ୍ଡ ସମାଜର ଆରାଧ୍ୟ ଇଷ୍ଟ ଦେବ ପ୍ରଭୁ ବଡ଼ଦେଓଙ୍କ ପୂଜାର୍ଚ୍ଚନା ପରେ ରାଣୀ!-->…
Read More...
Read More...