Browsing Tag

saintala news

ଘୁନସର ଯୁକ୍ତ ଦୁଇ କଲେଜରେ ବାର୍ଷିକ କ୍ରୀଡା ଉଦଯାପିତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଯୁକ୍ତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସାହ ଓ ଆନନ୍ଦର ସହ ଉଦଯାପିତ ହୋଇଯାଇଛି । ଏହି କ୍ରୀଡା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା
Read More...

ଡୁଙ୍ଗୁରୀ ପାଲି ପ୍ୟାକ୍ସରେ ୬ କେଜି ଧାନ କଟୁଛି

ପ୍ୟାକ୍ସ ସମ୍ପାଦକଙ୍କ ମନମୁଖୀ କାରବାରକୁ ନେଇ ଚାଷୀ ଅସନ୍ତୋଷ, ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିଯୋଗକୁ ବେଖାତିର କରୁଛି ପ୍ରଶାସନ ସଇଁତଲା, (କେପିଏନ୍‌ଏସ୍‌) : ରାଜ୍ୟରେ ବର୍ତ୍ତମାନ ପ୍ୟାକ୍ସ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଖରିଫ ଧାନ କିଣା ଚାଲୁ ରହିଛି । ମିଲର୍ସ ଏବଂ ପ୍ୟାକ୍ସ
Read More...

କାହା ପାଇଁ ଲୋକ ମହୋତ୍ସବ, ଅଧାରୁ ଅଧିକ ଚୌକି ଖାଲି

କଳାକାର ପ୍ରଶାସନ-ମୁହାଁମୁହିଁ ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ହାଟପଦା ଠାରେ ଆଜି ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ
Read More...

ମଣ୍ଡି ଖୋଲିବା ଦାବିରେ ତହସିଲଦାରକୁ ଦାବୀପତ୍ର ପ୍ରଦାନ

ସଇଁତଳା, (ଖୁସିରାଣୀ ସାହୁ) : ସଇଁତଳା ଅଞ୍ଚଳରେ ଚଳିତ ବର୍ଷ ଚାଷୀ ଖରିଫ ଧାନ ଅମଳ କରି ସାରିଥିବା ବେଳେ ମଣ୍ଡି ଖୋଲିନି । ଅନ୍ୟ ବର୍ଷ ଏହି ସମୟରେ ମଣ୍ଡି ଖୋଲା ଆରମ୍ଭ ହୋଇଥାଏ । ତେବେ ଚାଷୀ ବିଲରୁ ଧାନ ଅମଳ କରି ସାରିବା ପରେ ଧାନକୁ ନେଇ ଏବେ ଚିନ୍ତାରେ । କିଏ ବିଲରେ ବନ୍ୟଜନ୍ତୁ ଭୟରେ
Read More...

କୂଅ ଭିତରେ ଦନ୍ତା ହାତୀ, ତଦନ୍ତ ଆରମ୍ଭ କଲେ ଡିଏଫ୍‌ଓ

ସଇଁତଲା, (ଖୁସିରାଣୀ ସାହୁ) : ଜଙ୍ଗଲର ଚାଷଜମି ନିକଟରେ ଥିବା ଏକ କୂଅ ଭିତରେ ପଡ଼ି ରହିଥିବା ଦନ୍ତା ହାତୀକୁ ବନ ବିଭାଗ ଖବର ପାଇବା ପରେ ଉଦ୍ଧାର କରିଛି । ଏନେଇ ବଲାଙ୍ଗିର ଡ଼ିଏଫଓ ଅଜିତ ବିଶି ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ସଚେତନତା କରାଇଛନ୍ତି । ୩୫ ଟିକିଆ
Read More...

ପଦ ହରାଇଲେ ସରପଞ୍ଚ ଲତା, ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ

ସଇଁତଲା, (ଖୁସିରାଣୀ ସାହୁ) : ପଦ ହରାଇଲେ ସଇଁତଲା ବ୍ଲକ ବୁଢାବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଲତା କୁମ୍ଭାର । ନାଏବ ସରପଞ୍ଚ ବିଜୟ ସେଲମା ପିନ୍ଧିଲେ ବିଜୟ ମୁକୁଟ । ଏବେ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ । ସୂଚନା ଅନୁସାରେ ଗତ ୩୦ ଜୁନ୍‌ରେ ସରପଞ୍ଚ ଲତାଙ୍କ ବିରୋଧରେ
Read More...

ତୃତୀୟ ଏମ ଆଇ ଏଲ ହକି ପ୍ରତିଯୋଗୀତା ଉଦଯାପିତ : ସିଏଫ ଅରୁଭାଙ୍କାଡୁ ଚମ୍ପିୟାନ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବଡମାଲସ୍ଥିତ ଗୋଳାବାରୁଦ କାରଖାନା ପରିସରରେ ୩ ଦିନ ଧରି ଚାଲିଥିବା ତୃତୀୟ ଏମ ଆଇ ଏଲ ହକି ପ୍ରତିଯୋଗୀତା ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ସି ଏଫ ଅରୁଭାଙ୍କାଡୁ ନିଜ ପ୍ରତିଦ୍ଵନ୍ଦୀ ଗୋଳାବାରୁଦ କାରଖାନା ଖମାରିଆ,
Read More...

ଉଦ୍‌ଯାପିତ ହେଲା ଫପସି ମହୋତ୍ସବ

ଛୋଟ ଗାଁରେ ହଜାର ହଜାର ଲୋକ ଦେଖି ବିଭୋର ହେଲେ ପଦ୍ମଶ୍ରୀ ହଲଧର ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତ ଫପସି ଖେଳ ପଡିଆ ଠାରେ ଆର୍‌ସିବି ଯୁବକ ସଂଘ ଆନୁକୂଲ୍ୟନେ ୬ ଦିନ ଧରି ଆୟୋଜିତ ହୋଇ ଥିବା ଫପସି ମହୋତ୍ସବ ଉଦଯାପିତ ହୋଇଯାଇଛି ।
Read More...

ସଇଁତଲାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା ଉଦଘାଟିତ

ମାଣ୍ଡିଆ ଚାହା ପିଇ ମିଶନ ଶକ୍ତି ମହିଳାଙ୍କୁ କଲେ ପ୍ରଂଶସା ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ସ୍ଥାନୀୟ ରେଲୱେ ଷ୍ଟେସନ ଖେଳ ପଡିଆ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ରମେଶ ଛକରେ ପଞ୍ଚାନାନ ମେଳା ବର୍ଷ ପୂର୍ତ୍ତି ଉପଲକ୍ଷେ କଳସ ଯାତ୍ରା

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ରମେଶ ଛକରେ ପଞ୍ଚାନାନ ମେଳା ବର୍ଷ ପୂର୍ତ୍ତି ଉପଲକ୍ଷେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ମଣ୍ଡପ ପରିସରରେ ସହରର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇଥିଲେ । ଏହାପରେ
Read More...