Browsing Tag

saintala news

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବେଳଗାଁର ବୈଷ୍ଣବ ଭୋଇଙ୍କ ସଡ଼କ ଦୃଘଟଣାରେ ମୃତ୍ୟୁ ହୋଇଛି । ବେଲଗାଁ ଫାଣ୍ଡିର କାର୍ୟ୍ୟରତ କନଷ୍ଟେବଳ ହେମନ୍ତ ସାହୁଙ୍କ ସାଙ୍ଗରେ ବୈଷ୍ଣବ କୈ।ଣସି ଏକ କାମ ପାଇଁ ଘୁନସର ଗାଁକୁ ଯାଇ ଫେରୁଥିବା ବେଳେ ଉଲ୍‌ବା ଛକ
Read More...

ନୂଆ ବର୍ଷ ପାଇଁ ସମ୍ବଲପୁରୀ ଗୀତ ରାୟଗଡ଼ ଓ୍ବାଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଅଞ୍ଚଳର କଳାକାରମାନଙ୍କୁ ନେଇ ନୂଆ ବର୍ଷ ପାଇଁ ସମ୍ବଲପୁରୀ ଗୀତ ରାୟଗଡା ଓ୍ବାଲାର ହରସିତା ଭିଡିଓରେ ଶୁଭାରମ୍ଭ ହୋଇଛି । ଏଥିରେ ବିଭିନ୍ନ ଭୂମିକାରେ ଗୁଣ ନାଥ, ଛନ୍ଦା, ରାନି, କାହ୍ନା,ସୁରେଶ, ଟିପୁନ, ରୋଷନ, ଛୋଟୁ, ଟିକୁ
Read More...

କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପ୍ରତିବାଦରେ ସଇଁନ୍ତଲା ଥାନାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏତଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)କୁ ହଡପ ଓ ଚଂଚକତା କରି ନିଜସ୍ୱ ଯୋଜନାରେ ଘର ନିର୍ମାଣ ହେଉଛି । ରାଜ୍ୟ ସରକାର ନିଜ ଷ୍ଟିକର ଦେଇ ଏହି ଯୋଜନାର ବାହାବା ନେଉଥିବା ବେଳେ କେନ୍ଦ୍ର ସରକାର ହିଁ ଏହି ଯୋଜନାର ପ୍ରଣୟନକର୍ତ୍ତା ।
Read More...

ଘୁନସର ଭଲିବଲ ଚମ୍ପିୟାନ କ୍ଲବ ଅନୁକଲ୍ୟରେ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ

ସଇ‌ନ୍ତଁଳା, (ଅଜିତ୍‌ କୁମାର ସାହୁ) : ଘୁନସର ଭଲିବଲ ଚମ୍ପିୟାନ କ୍ଲବ ଅନୁକଲ୍ୟରେ ଘୁନସର ବନାବିଜାର ଖେଳ ପଡିଆ ନିକଟସ୍ଥ ଭଲିବଲ ପଡିଆରେ ଭଳିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପଲସାଗୋରା (ବୌଦ୍ଧ) ଓ ବଲାଙ୍ଗୀର ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷ
Read More...

ଦାନା ପାଇଁ ଦାଦନ : ଫେରିଲା ମୃତ ଦେହ

ସଇଁନ୍ତଳା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ଏକ ପଛୁଆ ଅଞ୍ଚଳ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ପ୍ରଶାସନ ନିରବ ଦ୍ରଷ୍ଟା । ଫଳରେ ବହୁ ଲୋକ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିବା ବେଳେ ଜଣେ ଦାଦନର ମୃତ ଦେହ ଗାଁ କୁ ଫେରିଛି । ସୂଚନା ଯୋଗ୍ୟ ଯେ,
Read More...

ବିଜେପି ପକ୍ଷରୁ ମଣ୍ଡଳ ପ୍ରଶିକ୍ଷଣ ଶିବିର : ଏକ୍‌ଜୁଟ୍‌ ହେଲେ ବିଜେପି କର୍ମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ପଞ୍ଚାୟତ ସ୍ଥିତ କାନ୍ଦୁଲସର ଠାରେ ଆଜି ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ଆଜି ଟିକ୍ରାପଡା, ବେଲଗା ଓ ସଇଁନ୍ତଳା ମଣ୍ଡଳର କର୍ମୀମାନଙ୍କୁ ନେଇ ମଣ୍ଡଳ
Read More...

ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ ଅତିରିକ୍ତ ତହସିଲଦାର ଓ ୟୁଜିବି ମ୍ୟାନେଜରଙ୍କୁ ଦାବୀପତ୍ର ପ୍ରଦାନ କଲେ କୃଷକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତୀୟ କିଷାନ ସଂଘ, ସଇଁନ୍ତଲା ବ୍ଲକ ଶାଖା ଆନୁକୂଲ୍ୟରେ ଚାଷୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବୀପତ୍ରକୁ ଟିକ୍ରାପଡା ଠାରେ ଅତିରିକ୍ତ ତହସିଲଦାର ଲଳିତ ବାଗଙ୍କୁ ଭେଟି ପ୍ରଦାନ କରିଥିଲେ । ଟିକ୍ରାପଡା ପଞ୍ଚାୟତକୁ ୨୦୧୯ ମସିହା ମରୁଡି
Read More...

ସରକାରୀ କର୍ମଚାରୀ ବି ମାସ୍କ ବ୍ୟବହାର ଭୁଲି ଗଲେ : ଜଙ୍ଗଲ ଭିତରେ କପାଚାଷ ପାଇଁ ତାଲିମ, ୨୦ଜଣ ଲୋକଙ୍କୁ ନେଇ ଆଲୋଚନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ମହଗାଁ ଜଙ୍ଗଲରେ ଆଜି କପାଚାଷୀ ମାନଙ୍କୁ ନେଇ ଏକ ତାଲିମ ଶିବର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ବ୍ଳକ କୃଷି ଅଧିକାରୀ ଚିତରଂଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବ୍ଳକର ବିଭିନ୍ନ ସରକାରୀ
Read More...

ବନାରସ ଗ୍ରାମରେ ଲଷ୍ମୀ ପୂଜା ଉପଲକ୍ଷେ ପାରାୟଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ବନାରସ ଗ୍ରାମରେ ୭୦ତମ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତିନି ଦିନ ଧରି ସରକାରଙ୍କ କରୋନା କଟକଣା ନିୟମକୁ ପାଲନ କରି ପାରାୟଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ।ପାରାୟଣ ଗାୟିକା
Read More...

ଶିଶକେଲା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ତଦାରଖ କଲେ ଏବିଡ଼ିଓ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଶକେଲା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ତଦାରଖ କରିଛନ୍ତି ଏବିଡ଼ିଓ ପ୍ରଦୀପ ପଟ୍ଟନାୟକ । ହିତାଧିକାରୀଙ୍କ ଘରକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ, ନୂତ ରାସ୍ତା ନିର୍ମାଣ କାର୍ୟ୍ୟ ଭଳି ଅନେକ ସ୍ଥାନ ବୁଲି ଦେଖିଛନ୍ତି ।
Read More...