ଆଦିବାସୀ ନେତା ଚକା ମାଝୀଙ୍କ ଅକାଳ ବିୟୋଗ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଯୁବାମାଲ ଗ୍ରାମର ଆଦିବାସୀ ନେତା ଚକା ଚରନ ମାଝୀ(୪୫)ଙ୍କ ଅକାଳ ବିୟୋଗ ଘଟିଛି, ଯାହାକୁ ନେଇ ଏବେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଅଖିଲ ଭାରତୀୟ ଅଣ ସଂଗଠିତ ଶ୍ରମିକ ମଜଦୂର କଂଗ୍ରେସ ଜିଲ୍ଲା ସଂଯୋଜକ, ବ୍ଳକ!-->…
Read More...
Read More...