ଜମି ବିବାଦକୁ ନେଇ ମାର ପିଟ୍ ଘଟଣା : ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମରେ ଗତ ରବିବାର ଦିନ ଜମି ବିବାଦକୁ ନେଇ ବିଜୟ ରଣା ଓ ଡିଙ୍ଗର ରଣା ପରିବାରଙ୍କ ଭିତରେ ଗଣ୍ଡ ଗୋଲ ହୋଇଥିଲା । ଘଟଣା ସ୍ଥାନରେ ଡିଙ୍ଗର ରଣାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଗୁରୁତର ହେବାରୁ ତାଙ୍କୁ!-->…
Read More...
Read More...