Browsing Tag

saintala news

ଗୁଳିମାଡ଼ରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣା : ଶିକାରୀ ଗୁଳିରେ ଚାଲିଗଲା ଅସ୍ଥାୟୀ ବନ କର୍ମଚାରୀଙ୍କ ପ୍ରାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : କର୍ତ୍ତବ୍ୟ ଆଗ । ଜଙ୍ଗଲ ଭିତରେ ଦୁର୍ବୃତକୁ କାବୁ କରିବାକୁ ଯାଇ ଜୀବନ ଦେଲେ ଅସ୍ଥାୟୀ ବନ କର୍ମଚାରୀ । ତେବେ ଏଭଳି ଏକ ଛାତି ଥରା ଘଟଣା ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ରେଙ୍ଗାଲବାହାଲରେ
Read More...

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଷ ପିଇ ଏକ ଯୁବକ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ସଇଁନ୍ତଲା ଥାନା ଅନ୍ତର୍ଗତ ବୁଢ଼ାବାହାଲ ସ୍ଥିତ ବାବୁକେଲଗାଁର ପ୍ରେମାନନ୍ଦ ସାହୁ (୧୮) । କୌଣସି କାରଣରୁ ପ୍ରେମାନନ୍ଦ ବିଷ ପିଇ ଦେଇଥିଲେ ତେବେ କିଛି ସମୟ ପରେ ତାଙ୍କୁ
Read More...

ଦୁର୍ବୃତ୍ତ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଏବେ ଜଣାପଡିଛି । ସୂଚନା ମତେ ସଇଁନ୍ତଲା ବ୍ଳକ ରେଙ୍ଗାଲବାହାଲ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ଫରେଷ୍ଟ ଗାର୍ଡ ଯୁଗେଶ୍ୱର ବୁଡେ଼କ(୧୯)ଙ୍କୁ ବରାହ ଶିକାର କରି ଆସିଥିବା ଜଣେ
Read More...

ବେଆଇନ୍‌ ଭାବେ ଚୋରା ଚାଲାଣ କରୁଥିବା ଆଲୁମିନିୟମ ତାର ଚୋରକୁ କୋର୍ଟ ଚାଲାଣ କଲା ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍‌, ସଟ୍‌ଡ଼ାଉନ୍‌, ନାଇଟ୍‌ କର୍ଫ୍ୟୁ କଟକଣା । ଏହାର ଫାଇଦା ଉଠାଉ ଥିବା ଚୋର ପୁଲିସ ହାବୁଡ଼ରେ ପଡ଼ିଛି ।ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରେ ବେଆଇନ
Read More...

ଖୁବସୁରତ୍‌ ସମ୍ବଲପୁରୀ ଗୀତ ଭାଇରାଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଘରେ ଘରେ ଲୋକଙ୍କ ହୃଦୟରେ ବସି ରହିଥିବା କଣ୍ଠ ଶିଳ୍ପୀ ଉମାକାନ୍ତ ବାରିକ ଓ ବିଶ୍ୱ ବନ୍ଦିତା ପୁରୋହିତଙ୍କ ଖୁବସୁରତ ସମ୍ବଲପୁରୀ ଗୀତ ଏବେ ସୁଶାନ୍ତ ୟୁଟୁବ ଚେନାଲରେ ଭାଇରାଲ ହେବାରେ ଲାଗିଥିବା ବେଳେ ଏହି ସମ୍ବଲପୁରି ଗୀତ ମନ ଛୁଆ ମଧ୍ୟ ହୋଇଛି । ଗୀତକୁ
Read More...

ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ପିତୃ ବିୟୋଗ : ୬୧ ବର୍ଷ ବୟସରେ ରବିଚନ୍ଦ୍ର ସାଗରଙ୍କ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଓଲିଉଡ୍‌ର ବର୍ତ୍ତମାନ ସମୟର ଆଗଧାଡ଼ିର ଗାୟକ ହ୍ୟୁମାନ୍‌ ସାଗରଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ହ୍ୟୁମାନ୍‌ଙ୍କ ବାପା ରବିଚନ୍ଦ୍ର ସାଗର ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗ ଗ୍ରାମରେ ତାଙ୍କର ଘର ରହି ଥିବା ବେଳେ ସେ ଦୀର୍ଘ ବର୍ଷ ହେଲାଣି
Read More...

ବଡ଼ମାଲ କାରଖାନା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ବେଡ଼ ଓ ଆଇସିୟୁ ଅକ୍ସିଜେନ ପ୍ଲାଣ୍ଟ ପାଇଁ ବଲାଙ୍ଗିର ସାଂସଦଙ୍କ ଦ୍ୱାରା…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ କରୋନା ମହାମାରୀକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅନେକ ଲୋକେ ବେଡ଼୍‌ ନପାଇ ତଳେ ମଧ୍ୟ ଆଶ୍ରୟ ନେଉଥିବା ବେଳେ ଅକ୍ସିଜେନ ଅଭାବରୁ ମୃତ୍ୟୁ ମଧ୍ୟ କରୁଥିବା ଏନେଇ ଗତକିଛି ଦିନ ତଳେ ଖବର ପ୍ରକାଶିତ ହୋଇଥିଲା । ତେବେ ଏଭଳି
Read More...

ସଇଁନ୍ତଲା ଡାକ୍ତରଖାନାରେ କରୋନା କଟକଣା ଫୁ : କୋଭିଡ଼ ପରୀକ୍ଷା ପାଇଁ ଲମ୍ବା ଲାଇନ, ସଂକ୍ରମଣ ବୃଦ୍ଧି ଆଶଙ୍କା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ କରୋନାର ଦ୍ଵିତୀୟ ଲହରିରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି । ହେଲେ ଅନେକ ସଙ୍ଗଠନ ପକ୍ଷରୁ ସଚେତନତା କରିବା ସହ ରାଜ୍ୟ ସରକାର ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି ହେଲେ ଲୋକଙ୍କୁ ସଚେତନତା ଅଭାବରୁ ଦିନକୁ ଦିନ
Read More...

ପେସାରେ ଚୁଟି କାଟିବା, ନିଶାରେ ମିଲନ ରକ୍ତଦାତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବ ସେବା ହି ମାଧବ ସେବା । ଏହି କରୋନା ମହାମାରୀରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ଅନେକ ଲୋକ ରକ୍ତ ଅଭାବରୁ ମଧ୍ୟ ରକ୍ତ ନ ପାଇ ଡହଳ ବିକଳ ହୋଇ ଶେଷରେ ଆଖି ବୁଜି ଦେଉଛନ୍ତି ।ତେବେ ବଲାଙ୍ଗିର ଜିଲ୍ଲାରେ ଘୋର ରକ୍ତର ଅଭାବ ମଧ୍ୟ ରହିଛି । ହେଲେ
Read More...

କରୋନା ନେଲା ମହିଳାଙ୍କ ଜୀବନ : ପ୍ରଶାସନର ଉପସ୍ଥିତରେ ଶବ ସତ୍କାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ପଞ୍ଚାୟତ ଦେଢେଲ ଗ୍ରାମର ଫୁଲ ତୋଳା ନାଗ(୫୫)ଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଖବର ପାଇବା ପରେ ଘୁନସର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସନ୍ତୋଷ ବେହେରା, ବିଡିଓ ଦେବାଶିଷ ସାମଲ,
Read More...