Browsing Tag

saintala news

ବିରଳ ରକ୍ତ ଯୋଗାଡ଼ କରି ଜୀବନ ବଞ୍ଚାଇଲେ ମିଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା କାଳରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ଅନେକ ଥର ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଡ଼ କରି ଜୀବନ ବଞ୍ଚାଇ ଚର୍ଚ୍ଚାରେ ରହିଥିବା ଜଣେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳର ତଥା ଓଡ଼ିଶା ରକ୍ତଦାତା ମହାସଂଘ, ଟିଟିଲାଗଡ଼ ରକ୍ତ ଭଣ୍ଡାର
Read More...

ଡେଙ୍ଗରେ ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ ଦେଶ ବଞ୍ଚାଅ ନାରା ଦେଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଲାଙ୍ଗିର ଜିଲ୍ଲା ସାଂସଦ ଓ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ମହାତ୍ମା ଗାନ୍ଧୀ ନିଯୁକ୍ତି ଯୋଜନାରେ ଆମ୍ବଚାଷ କରିବା ପାଇଁ ପ୍ରସ୍ତୁତି ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କରମତଲାର ଦାବଯୋର ଗ୍ରାମରେ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବଚାଷୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଥିଲା । ଉକ୍ତ ବୈଠକ ଅନୁଷ୍ଠିତ ସଭାରେ ଟିକ୍ରାପଡ଼ା ମଣ୍ଡଳର ଜିଲ୍ଲା ପରିଷଦ ସଦସ୍ୟା କଳ୍ପନା ଚୌହାନଙ୍କ
Read More...

ବାରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ : ସେଲୁନ୍‌ ଖୋଲିବା ପାଇଁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରାକାରଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମାରୀକୁ ନେଇ ଅନେକ ଲୋକଙ୍କ ଜୀବନ ଜୀବିକା ଠପଊ ହୋଇପଡିଥିବା ବେଳେ କିଛି ଟଙ୍କା ରୋଜଗାର କରି ପେଟ ପୋଷୁଥିବା ବାରିକ ମାନଙ୍କ ପାଇଁ ଏବେ ଆର୍ଥିକ ସଙ୍କଟ ଦେଖାଦେଉଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା
Read More...

ଅନଲାଇନ୍ ମାଧ୍ୟମରେ ସମ୍ବଲପୁରୀ କବିତା ଆସର୍

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାଁ ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଦ୍ଵାରା ଅନଲାଇନ୍ ମାଧ୍ୟମରେ ତା'ର ଏକାଦଶ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ତେବେ ସମ୍ବଲପୁରୀ କବିତା ପାଠକୁ ନେଇ ଏଥିରେ ମୋଟ ଛଅ ଜଣ କବି/କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ସେମାନେ ହେଲେ ସଂଗୀତା
Read More...

ବିପଦ ପୋଲ ଦେଇ ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକେ : ନିର୍ମାଣ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ କାମ କରୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଅଧିନସ୍ଥ ଦାବିଜୋରି ଠାରୁ ଭୋଇରପଡା ଏବଂ ଭିର୍କାପଡାକୁ
Read More...

ମୂଲ୍ୟବାନ କାଠ ଓ ଗାଡି ଜବତ କଲା ବନ ବିଭାଗ : ଡ୍ରାଇଭର ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ସ୍ଥିତ ଭୋଇରପଡା ନିକଟରେ ଆଜି ସକାଳୁ ପ୍ରାୟ ୪ ଲକ୍ଷ ଟଙ୍କାର ମୂଲ୍ୟବାନ ଖଇର ମଞ୍ଜ କାଠ ଜବତ କରିବା ସହ ଓଆର୧୫ବି୪୮୪୭ ଗାଡିକୁ ଅଟକ ରଖି ତଦନ୍ତ ଜାରି ରଖିଛି ବନ ବିଭାଗ । ସୂଚନା ଅନୁସାରେ ଆଜି ସକାଳୁ
Read More...

ପୂର୍ବ ବିଧାୟକଙ୍କ ଯଜ୍ଞଶ୍ୱର ବାବୁଙ୍କ କ୍ଷେତରେ ଭୟାବହ ଅଗ୍ନିକାଣ୍ଡ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲାର ପୂର୍ବ ବିଧାୟକ ଯଜ୍ଞଶ୍ୱର ବାବୁଙ୍କ କ୍ଷେତରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦେଓଗାଁ ବ୍ଲକ୍‌ କୁତୁର୍ଲା ଗାଁରେ ଥିବା ତାଙ୍କ କ୍ଷେତରେ ନିଆଁ ଲାଗିଯିବାରୁ ବ୍ୟାପକ କୃଷି ସାମଗ୍ରୀ ନଷ୍ଟ ହୋଇଥିବା ଖବର ମଳିଛି । ରବିବାର ବିଳମ୍ବିତ ରାତିରେ
Read More...

ସଇଁନ୍ତଲାରେ ୧୮ ବର୍ଷ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ କୋଭିଡ ଟିକାକରଣ, କରୋନା କଟକଣା ଫୁ..

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରଥମ ପର୍ୟ୍ୟାୟରେ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ କୋଭିଡ଼ ଟିକା ଦିଆଯାଇଥିଲା । ସ୍ଥାନୀୟ ସ୍ୱସ୍ଥ୍ୟ ବିଭାଗର ଉପସ୍ଥିତରେ ୧୦୦ ଜଣଙ୍କୁ ଟିକା
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସଇଁତଲା, (ଅଜିତ କୁମାର ସାହୁ) : ଯୋଗ ଆମ ସଂସ୍କୃତିକୁ ଭାରତୀୟ ମୁନିଋଷିମାନଙ୍କ ଅମୂଲ୍ୟ ଅବଦାନ । ଯୋଗ, ଶରୀର ଏବଂ ମନ ବିଚାର ଏବଂ କର୍ମ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ସହିତ ପ୍ରକୃତି ଓ ମଣିଷ ଭିତରେ ସଂହତି ପ୍ରତିଷ୍ଠା କରିଥାଏ । ଯୋଗର ଗୁରୁତ୍ୱ ଉପଲବ୍ଧି ପୂର୍ବକ ସମଗ୍ର ବିଶ୍ୱରେ ଜୁନ
Read More...