Browsing Tag

saintala news

ଦାବଯୁରୀ ଗ୍ରାମରେ ରଥଯାତ୍ରା ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଦାବଯୁରୀ ଗ୍ରାମରେ ଦୀର୍ଘ ୯୦ ବର୍ଷରୁ ଆଷାଢ଼ ମାସ ତୃତୀୟା ତିଥିରେ ରୀତିନୀତି ଅନୁସାରେ ରଥଯାତ୍ରା ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ପୂଜକ ଭବାନୀ ଶଙ୍କର ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରମୋଦ ପଣ୍ଡା
Read More...

୧୦ ଫୁଟର ଅଜଗର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସବୁବେଳେ ସାପ ଧରିବାରେ ଚର୍ଚ୍ଚାରେ ରହି ଆସୁଥିବା ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗ୍ରାମର ବିକି ଜି ନାଗ । ହଜାର ହଜାର ସାପକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡି ଦେଇଛନ୍ତି ତେବେ ଆଜି ବ୍ଳକର ଭନ୍ଦ୍ରା ପଞ୍ଚାୟତ ଖାସବାହାଲ ଗ୍ରାମର ସ୍ଥାନୀୟ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ନେଇ ବ୍ଳକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୨ ସୁଦ୍ଧା ସମସ୍ତ ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହ ସମସ୍ତେ ପକ୍କା ଘରରେ ରହିବେ ବୋଲି ଭାଷଣ ବାଜିରେ କଥା ସାରି ଦେଇଛନ୍ତି ହେଲେ ହଜାର ହଜାର ଲୋକେ ଏବେ ବି ଭଙ୍ଗା ଘରରେ ଜୀବନ
Read More...

ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ମହାଡ଼ମ୍ବରରେ ପାଳିତ ହେଲା ରଥଯାତ୍ରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କରୋନାର ଦ୍ଵିତୀୟ ଲହର ଯୋଗୁଁ ପୂଜା ପାର୍ବଣ ଠପ ହୋଇପଡିଛି । ତେବେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଟଣା ଉପରେ କଟକଣା ଜାରି କରାଯାଇଥିବା ବେଳେ କରୋନା କଟକଣାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା
Read More...

କଅଁସର ପଞ୍ଚାୟତରେ ମୃତକଙ୍କ ଭତ୍ତା ଟଙ୍କା ହଡପକୁ ନେଇ ଚର୍ଚ୍ଚା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଭିନ୍ନ ଯୋଜନାରେ ବ୍ଳକ ପ୍ରଶାସନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଉଥିବା ବେଳେ ଦୁର୍ନୀତି ବ୍ଳକ ପ୍ରଶାସନର ପିଛା ଛାଡୁ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । କେତେବେଳେ ମନରେଗା ଯୋଜନା ଦୁର୍ନୀତି ତ କେତେବେଳେ ପ୍ରଧାନମନ୍ତ୍ରୀ ଆବାସ
Read More...

ଜନସଂଖ୍ୟା ଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଛୋଟ ପରିବାର ସୁଖି ପରିବାର । ୧୯୯୨ ମସିହାରୁ ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ ଜନସଂଖ୍ୟା ଦିବସ ଭାବରେ ପାଳିତ ହୋଇ ଆସୁଛି । ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଡେଙ୍ଗଠାରେ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ
Read More...

ବୃକ୍ଷ ରୋପଣ କରି ନିଜ ଜନ୍ମ ଦିନ ପାଳନ କଲେ ସବିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ କିଛି ଦିନ ହେଲା ବିଭିନ୍ନ ସଙ୍ଗଠନ ପକ୍ଷରୁ ହଜାର ହଜାର ବୃକ୍ଷ ରୋପଣ ମଧ୍ୟ କରାଯାଇଛି । ହେଲେ ନିଜ ଜନ୍ମ ଦିନକୁ ବୃକ୍ଷ ରୋପଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସବିତା । ତେବେ ବଲାଙ୍ଗିର ଜିଲ୍ଲା ଅଜିତା ମହିଳା ସଙ୍ଗଠନ ପକ୍ଷରୁ
Read More...

ଚିକିତ୍ସା ଅବହେଳା ଯୋଗୁଁ ଯୁବକଙ୍କ ପ୍ରାଣହାନୀ, ଅଭିଯୋଗ ଆଣିଲେ ପରିବାର ଲୋକେ : ଅଭିଯୋଗକୁ ଖଣ୍ଡନ କଲେ ଡାକ୍ତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରେ । ମୃତ ବ୍ୟକ୍ତି ଜଣଙ୍କ ନାମ ଦୀର୍ଜୁ ଭୋଇ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ସଇଁନ୍ତଲା ବ୍ଳକ ଘୁନସର
Read More...

ଦୁଇ ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଓ ଅଶୋକଙ୍କ ମଧ୍ୟରେ ତୁ-ତୁ ମେ-ମେ : ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଫାଟ,…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଜେପି ଦଳର ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଓ ଅଶୋକଙ୍କ ମଧ୍ୟରେ ତୁ-ତୁ ମେ-ମେ ନେଇ ଚର୍ଚ୍ଚା । ତେବେ ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଗୁଡ଼ଭେଲା ବ୍ଳକ କାର୍ୟ୍ୟଳୟକୁ ବିଜେପି
Read More...

ସଇଁନ୍ତଲା ବ୍ଳକରେ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁନି ସହାୟତା : ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଲୋକେ ହତାଶ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକରେ ଦିନକୁ ଦିନ ଅନେକ ଅନିୟମିତତା ହେଉଥିବା ଅନେକ ଥର ଅଭିଯୋଗ ହେଉଛି । ମନରେଗା, ଭତ୍ତା ତଥା ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟରେ ଅନିୟମିତତା ପଦାକୁ ଆସିବା ପରେ ତଦନ୍ତ ସମ୍ମୁଖୀନ ହେଉଛନ୍ତି ବିଭାଗୀୟ ଅଧିକାରୀ । ତେବେ ଭତ୍ତା ପରେ ଏବେ
Read More...