Browsing Tag

rourkela news

ପଶ୍ଚିମ ଓଡିଶା ଦଳିତ ବିକାଶ ପରିଷଦର ନୂଆଁଖାଇ ଜୁହାର ଭେଟ୍‌ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ଦଳିତ ବିକାଶ ପରିଷଦ ତରଫରୁ ନୂଆଁଖାଇ ଜୁହାର ଭେଟ୍‌ ଉତ୍ସବ ସେକ୍ଟର ୬ ସ୍ଥିତ ବି ବ୍ଲକ ପଡିଆ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୧୫ତମ ନୂଆଁଖାଇ ଜୁହାର ଭେଟ୍‌ ଉତ୍ସବରେ ଅତିଥି
Read More...

ହିନ୍ଦ୍ ମଜଦୁର ସଭାର କ୍ରାନ୍ତିବୀର ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୧ତମ ଜନ୍ମ ଦିନ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍ ମଜଦୁର ସଭା ସହବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ତରଫରୁ ବିଶ୍ରା ରୋଡ୍‌ ସ୍ଥିତ ରାଉରକେଲା ମଜଦୁର ସଭାର କାର୍ଯ୍ୟାଳୟ ପ୍ରାଙ୍ଗଣରେ କ୍ରାନ୍ତିବୀର ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୧ତମ ଜୟନ୍ତୀ ପାଳନ ଅବସରରେ ରାଉରକେଲା ମଜଦୁର
Read More...

ଲକ୍ଷ୍ମୀ ପୂଜା ଉପଲକ୍ଷେ ଖେଚୁଡି ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ମହିଳାମାନଙ୍କ ଦ୍ୱାରା ଗଠିତ ଏକତା ଗୃପ ତରଫରୁ ଲକ୍ଷ୍ମୀ ପୂଜା ଉପଲକ୍ଷେ ଖେଚୁଡି ବଣ୍ଟନ କରାଯାଇଛି । ଝିରପାଣି ସାଇନିଂ କ୍ଲବ ଠାରେ ଏକତା ଗୃପର ସଭାପତି ବସୁମତୀ ମହାନ୍ତି ଓ ସାଧାରଣ ସଂପାଦିକା ଗୌରୀ କୁମ୍ଭାର ନେତୃତ୍ୱରେ ଆୟୋଜିତ ଏହି
Read More...

୧୩ତମ ରାଜ୍ୟସ୍ତରୀୟ ମାର୍ଶଲ ଆର୍ଟ ଚାମ୍ପିୟନସିପ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଚାଲିଥିବା ୧୩ତମ ରାଜ୍ୟସ୍ତରୀୟ ମାର୍ଶଲ ଆର୍ଟ ଚାମ୍ପିୟନସିପ ଉଦ୍‌ଯାପିତ ହୋଇଯାଇଛି । ଓରିଏଣ୍ଟାଲ ମାର୍ଶଲ ଆର୍ଟ ଏକାଡ଼େମୀ ଓ କ୍ୱାନକି ଡୁ ଆସୋସିଏସନ୍ ଓଡିଶା ମିଳିତ ସହଯୋଗରେ ଏହା ପରିଚାଳିତ ହୋଇଥିଲା । ଓରିଏଣ୍ଟାଲ
Read More...

ରାଉରକେଲାର ସ୍ୱପ୍ନା ଭାରତୀଙ୍କୁ ମିସେସ ଇଣ୍ଡିଆ ଡିଭାର ପ୍ରଥମ ରନର୍ସଅପ ଟାଇଟଲ

ରାଉରକେଲା, (ସସ୍ମିତା ପଧାନ) : ରାଉରକେଲା ସହରର ଗର୍ବ ଓ ଗୌରବ ସ୍ୱପ୍ନା ଭାରତୀ ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି କେବଳ ରାଉରକେଲା ନୁହେଁ ସାରା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏହାର ଆୟୋଜକ ଥିଲେ ମିସ ଏବଂ ମିସେସ ଇଣ୍ଡିଆ ଡିଭା । ଏହା
Read More...

ତାଳଚେର ବିମଳାଗଡ ରେଳପଥର ଅହେତୁକ ବିଳମ୍ବ ପାଇଁ ଗଣ ଆନ୍ଦୋଳନ ନିମନ୍ତେ ଆହ୍ୱାନ

ତାଳଚେର ବିମଳାଗଡ ରେଳପଥ ସଂପର୍କରେ ସାମ୍ବାଦିକ ସମ୍ମିଳନୀ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ବହୁ ଦିନର ଦାବୀ ତାଳଚେର ବିମଳାଗଡ ରେଳପଥ ନିର୍ମାଣ ପ୍ରସଙ୍ଗ ଦୀର୍ଘ ୬ ଦଶନ୍ଧି ଧରି ଦାବୀ ତଥା ଆନ୍ଦୋଳନ ଚାଲି ଆସୁଥିଲେ ହେଁ ନା ଏଥିପ୍ରତି ରାଜ୍ୟ ବା କେନ୍ଦ୍ର କେହି କର୍ଣ୍ଣପାତ
Read More...

ଦଶହରା ଉପଲକ୍ଷେ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ବାର ହାତ ଖଡ୍ଗ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଦଶହରା ଉପଲକ୍ଷେ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟି ତରଫରୁ ବାର ହାତ ଖଡ୍ଗ ଶୋଭାଯାତ୍ରା ସେକ୍ଟର ୩ ଖଡ୍ଗ ଭବନଠାରୁ ବାହାରି ସେକ୍ଟର ୨ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟ ପର୍ଯ୍ୟନ୍ତ ଯାଇ ପୁଣି ଖଡ୍ଗ ଭବନକୁ
Read More...

ଝାରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ବ୍ଲକ ନରେନ୍ଦ୍ର ପଞ୍ଚାୟତ ଅନ୍ତର୍ଗତ ଝାରବେଡା ଉଚ୍ଚ ପ୍ରାଥମିକ ବିଧାୟକରେ ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ କାର୍ୟ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଗାନ୍ଧୀଜି ଓ ଶାସ୍ତ୍ରୀଜୀଙ୍କ ଫୋଟୋ ଚିତ୍ରରେ ଧୂପଦୀପ, ପୁଷ୍ପମାଲ୍ୟ
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଜାତୀୟ ସେବା କାର୍ଯ୍ୟକ୍ରମ

ତ୍ୟାଗ ଭାବନା ସହ କାର୍ଯ୍ୟ କଲେ ତାହା ସେବା ହୋଇଥାଏ ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ୟାଗ ଭାବନା ସହ କାର୍ଯ୍ୟ କଲେ ତାହା ସେବା ହୋଇଥାଏ । ଏହା ଦ୍ୱାରା ସମାଜର ସାମୂହିକ ଉନ୍ନତି ସମ୍ଭବ ହୋଇଥାଏ ବୋଲି ଜାତୀୟ ସେବା କାର୍ଯ୍ୟକ୍ରମ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବିପିୟୁଟିର
Read More...

ବିଧାୟକଙ୍କ ପ୍ରଚେଷ୍ଟାରେ ହମିରପୁରର କବରସ୍ଥାନର ଉନ୍ନତିକରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁସଲିମ ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଦିଷ୍ଟ ହମିରପୁର ସ୍ଥିତ ମୁସଲିମ କବରସ୍ଥାନର ଉନ୍ନତିକରଣ ପାଇଁ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ପ୍ରଚେଷ୍ଟାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଏହି କ୍ରମରେ
Read More...