Browsing Tag

rourkela news

ସେଲ ଅଧିକାରୀଙ୍କ ଦରମା ସଂଶୋଧନ ବିଜ୍ଞପ୍ତି ପ୍ରକାଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ଅଧୀନରେ କାର୍ଯ୍ୟରତ ଅଧିକାରୀମାନଙ୍କ ଦରମା ସଂଶୋଧନ ହେବା ସହିତ ନୂଆ ବର୍ଷରୁ କାର୍ଯ୍ୟକାରୀ କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶେଷକରି କନିଷ୍ଠ ଅଧିକାରୀମାନେ ଏହାଦ୍ୱାରା ଅଧିକ ଉପକୃତ ହେବେ । ଡିସେମ୍ବର ୨୨
Read More...

ଲାଠିକଟା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଜଲଦା ସ୍ଥିତ ମିନି ଷ୍ଟାଡିୟମ ଠାରେ ଉଦ୍‌ଯାପିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ସା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ହକି ଜାତୀୟ ଖେଳାଳି
Read More...

ଓଡିଶା ସାଇନିଂ ଆଇକନ ସିଜନ ୫ର ସାଇନିଂ ରକର୍ସ ଆସନ୍ତା ୧୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସର ପଞ୍ଚମ ବାର୍ଷିକୋତ୍ସବ ଆସନ୍ତା ୧୮ ତାରିଖ ଦିନ ସଂଧ୍ୟା ୫ ଘଟିକା ସମୟରେ ସେକ୍ଟର ୫ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ରାଉରକେଲା କ୍ଲବ ଠାରେ ଆୟୋଜିତ ଏହି
Read More...

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରିବେଣୀ ସଙ୍ଗମ ବେଦବ୍ୟାସ ଠାରେ ମହାମହର୍ଷି ବ୍ୟାସଦେବ ଓ ଶ୍ରୀ ଗଣେଶଙ୍କ ବିଗ୍ରହ ସ୍ଥାପନା ପରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ଆଜି
Read More...

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନୟନ ବିଭାଗର କନିଷ୍ଠ ଯନ୍ତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁ । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାର ରକ୍ଷଣାବେକ୍ଷଣ କାର୍ଯ୍ୟର ବିଲ୍‌ ପାସ କରାଇଦେବାକୁ ଜଣେ ଠିକାଦାରଙ୍କ ଠାରୁ ୧୦ ହଜାର
Read More...

ଦିବ୍ୟାଙ୍ଗଙ୍କୁ କମ୍ବଳ ଓ ବିସ୍କୁଟ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧଶନ) : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ରାଉରକେଲା ସ୍ଥିତ ଛେଣ୍ଡ ଠାରେ ପାଳିତ ହୋଇଯାଇଛି । ଆରଆରଆରସି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିବସ ନ୍ୟାସନାଲ ଆଣ୍ଟି କରପସନ ଆଣ୍ଡ ହ୍ୟୁମାନ୍ ରାଇଟ କମିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଆଇନଜୀବୀ ସନ୍ତୋଷ ଭୂୟାଁ ଅତିଥି
Read More...

ପ୍ରଗତିଶୀଳ କବି ସନତ୍ ରାୟଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସନତ୍‌ ରାୟ ସ୍ମୃତି କମିଟି ତରଫରୁ ସେକ୍ଟର- ୫ ସ୍ଥିତ କଲ୍‌ଚରାଲ ଏକାଡେମୀ ପରିସରରେ ଓଡିଆ ସାରସ୍ୱତ ଗଗନର ଜାଜ୍ଜ୍ବଲ୍ୟମାନ ତାରକା ପ୍ରଗତିବାଦୀ କବି ସନତ୍ ରାୟଙ୍କ ଦ୍ୱାଦଶ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଡ. ପ୍ରଭାତ କୁମାର
Read More...

ବନ୍ଧୁତ୍ୱ ଇଜି ବଲ ମ୍ୟାଚ୍‌ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାରର କ୍ରୀଡା ସମ୍ପାଦକଙ୍କ ଆବାହକତ୍ତ୍ୱରେ ଏକ ବନ୍ଧୁତ୍ୱ ଇଜି ବଲ ମ୍ୟାଚ୍‌ ଡିଏଭି ପଲିଟେକ୍‌ନିକ୍‌ ଖେଳ ପଡିଆରେ ଅନୁଷ୍ଠିତ ହେଇଯାଇଛି । ବାସନ୍ତୀ ପାଠାଗାର, ପ୍ରଗତି ଉତ୍କଳ ସଙ୍ଘ, ଗୋପବନ୍ଧୁ ପାଠାଗାର ବରିଷ୍ଠ ନାଗରିକ ଖେଳାଳିମାନଙ୍କ
Read More...

ରାଉରକେଲାରେ ଅଙ୍ଗନୱାଡ଼ି ଲେଡିଜ୍‌ କର୍ମୀ ସଂଘ ପକ୍ଷରୁ ୮ ଦଫା ଦାବୀକୁ ନେଇ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୫ ଠାରେ ଥିବା ମହାନଗର ନିଗମର ଶିବିର କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି ଲେଡିଜ୍‌ କର୍ମୀ ସଂଘ ପକ୍ଷରୁ ୮ ଦଫା ଦାବୀକୁ ନେଇ ଧାରଣା ଦିଆଯାଇଛି । ଭାରତୀୟ ମଜ୍‌ଦୁର ସଂଘ ସହବନ୍ଧିତ ଏହି ସଙ୍ଗଠନର କର୍ମୀମାନେ ସେମାନଙ୍କର ବେତନ ବୃଦ୍ଧି,
Read More...

ରାଉରକେଲାରେ ‘ଶବ୍ଦ ସୁରଭି’ର ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳୀୟ ସଂସ୍କୃତିର ଅନନ୍ୟ ପରିଭାଷା 'ଶବ୍ଦ ସୁରଭି' ରାଉରକେଲାର ସିଭିଲ୍ ଟାଉନସିପ ସ୍ଥିତ ପାତଞ୍ଜଳି ପାର୍କ ଠାରେ ଉନ୍ମୋଚିତ ହୋଇଯାଇଛି । ପଶ୍ଚିମ ଓଡିଶା ବୃହତ୍ତର ଚଷାଖଣ୍ଡ ସମାଜର ଖଣ୍ଡାୟତ (ଚାଷୀ) ରାଉରକେଲାର ସଭାପତି ସନତ କୁମାର ପ୍ରଧାନଙ୍କ
Read More...