Browsing Tag

rourakela news

ଲାଠିକଟା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ନୀତିନ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି
Read More...

ଡିୱାଇଏଫ୍‌ଆଇର ୪୬ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍‌ଆଇ)ର ୪୬ତମ ପ୍ରତିଷ୍ଠା ଦିବସ ଆଜି ସଂଗଠନର ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟାଳୟ ସ୍ଥାନୀୟ ସେକ୍ଟର ୧୬ ଠାରେ ପତାକା ଉଉୋଳନ ଓ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ଶେଖର ଶର୍ମା ପତାକା
Read More...

ଲକ୍ଷ୍ମୀ ନାରାୟଣ ମନ୍ଦିର ପତଞ୍ଜଳି ଯୋଗ କେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାରର ସେକ୍ଟର - ୧୪, ଲକ୍ଷ୍ମୀ ନାରାୟଣ ମନ୍ଦିରସ୍ଥିତ ପତଞ୍ଜଳି ଯୋଗକେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ।
Read More...

ଇସ୍କଫର ୨୩ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସାସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ୨୩ତମ ରାଜ୍ୟ ସମିଳନୀର ଦ୍ୱିତୀୟ ଦିବସରେ ଏହାର ପ୍ରତିନିଧି ଅଧିବେଶନ ଉଦିତନଗର ସ୍ଥିତ ଆଇଟିଡିଏ ହଲ୍ ଠାରେ ଉଦଯାପିତ ହୋଇଯାଇଛି । ଗୋକୁଳ ନନ୍ଦ ପଣ୍ଡା ଏବଂ ଡଃ କିଶୋରୀ ଦାସ ମାନଙ୍କୁ ନେଇ ଗଠିତ ସଭାପତିତ୍ୱରେ
Read More...

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

କୋଏଲନଗର, ଶକ୍ତିନଗର ଓ ଜଗଦା ଅଞ୍ଚଳରେ ବହୁ ସ୍ୱେଚ୍ଛାସେବୀ ମାନଙ୍କର ଯୋଗଦାନ ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୨୦ ସ୍ଥିତ ବୈକୁଣ୍ଠ ଘାଟରେ ସାମୁହିକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ
Read More...

୨୩ତମ ଇସ୍କଫ ରାଜ୍ୟ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ୨୩ତମ ରାଜ୍ୟ ସମ୍ମିଳନୀ ରାଉରକେଲା ସିଭିକ୍ ସେଣ୍ଟର୍ ଠାରେ ଉଦ୍‌ଘାଟିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଭୂପେନ ମହାପାତ୍ର ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ଡାଃ ପ୍ରଭାତ କୁମାର ମଲ୍ଲିକ ସ୍ଵାଗତ
Read More...

ବାଲ୍ମୀକି ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ଆୟୋଜିତ ବାଲ୍ମୀକି ଜୟନ୍ତୀ ସମାରୋହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନବବାଦର ମହାକାବ୍ୟ: ରାମାୟଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି
Read More...

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ଟେକ୍ କ୍ୟାର୍ନିଭାଲ ଓ ହକାଥନ ୨୦୨୫ର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ହକାଥନ ୨୦୨୫, ଟେକ୍ କ୍ୟାର୍ନିଭାଲ ଏବଂ ଜବସ୍-୨୦୨୬ ଆଜି ବିପିୟୁଟି ପରିସରସ୍ଥ ନେତାଜୀ ସୁଭାଷ ଅଡିଟୋରିୟମରେ ସଫଳତାର ସହିତ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ସଂଖ୍ୟାଧିକ
Read More...

ଅନ୍ୱେଷାର ୧୧୮ ତମ ମାସିକିଆ ମାଗଣା ହାଟ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ଓ ୧୧୮ତମ ମାସିକିଆ ମାଗଣା ହାଟ ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ
Read More...

ରାଉରକେଲା ପୋଲିସ ଦ୍ୱାରା ଚୋରି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ

୭ ଅଭିଯୁକ୍ତଙ୍କ ନିକଟରୁ ୨ଟି ବାଇକ୍, ୭୦ ଗ୍ରାମ ସୁନା, ୧୩୦୦ ଗ୍ରାମ ରୂପା ସହିତ ୬ଟି ଏଲ୍‌ଇଡି ଟିଭି ଜବତ ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ପୋଲିସ ଅଧିନସ୍ଥ ବ୍ରାହ୍ମଣୀତରଙ୍ଗ ଥାନା ଦ୍ଵାରା ଚୋରି ଅଭିଯୋଗରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୨ଟି
Read More...