Browsing Tag

rourakela news

ରାଜସ୍ଥାନ ପରିଷଦ ତରଫରୁ କାବ୍ୟସଂଧ୍ୟା ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜସ୍ଥାନ ପରିଷଦର ସ୍ୱର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏକ କାବ୍ୟ ସଂଧ୍ୟା ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପରିଷଦର ମୁଖ୍ୟ ଶୈଳେନ୍ଦ୍ର ମାରୋଠିଆ(ପମି) ଅମର ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଚଳିତ
Read More...

ନାରୀ ମର୍ଯ୍ୟାଦାର ମହତ୍ୱକୁ ନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ହେଉ – କୁସୁମ

ରାଉରକେଲା, (ସସ୍ମିତା ପ୍ରଦାନ) : ଆଜି ବିଶ୍ୱ ମହିଳା ଦିବସ ଅବସରରେ ମାତୃ ସମାଜକୁ ଅଭିନନ୍ଦନ ଜଣାଇବା ସହିତ ନାରୀ ମର୍ଯ୍ୟାଦାର ମହତ୍ୱକୁ ନେଇ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ଯାଏ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଦାବୀ କରିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ ।
Read More...

ଗୁରୁଣ୍ଡିଆରେ ଫାଇଲେରିଆ ନିରାକରଣ ଅଭିଯାନ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଦାନ) : ଗୁରୁଣ୍ଡିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଚ୍ଚ ୭ରୁ ୧୬ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫାଇଲେରିଆ ନିରାକରଣ ଅଭିଯାନ ଉଦ୍‌ଘାଟିତ ହୋଇଯାଇଛି । ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ଫୋଟୋ ଚିତ୍ରରେ
Read More...

ସ୍ୱରବ୍ରହ୍ମର ଭଜନ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗୀତ ଅନୁଷ୍ଠାନ ସ୍ୱରବ୍ରହ୍ମ ପକ୍ଷରୁ ସେକ୍ଟର ୨୦ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଗୁରୁ ନରସିଂହ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ବସନ୍ତ କବିତା ପାଠୋତ୍ସବ ଓ ସାଂପ୍ରତିକ ଯୁଦ୍ଧ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଦାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାଗୃହରେ କବି ବଳରାମ ରାଉଳଙ୍କ ସଭାପତିତ୍ୱରେ ବସନ୍ତ କବିତା ପାଠୋତ୍ସବ ଓ ସାଂପ୍ରତିକ ଯୁଦ୍ଧ ସମ୍ପର୍କରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ
Read More...

ଡ. ଅମୂଲ୍ୟ କୁମାର ପଣ୍ଡାଙ୍କ ପୁସ୍ତକ ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟିର ପ୍ରାକ୍ତନ ପ୍ରଫେସର ତଥା ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ଡ. ଅମୂଲ୍ୟ କୁମାର ପଣ୍ଡାଙ୍କ ପୁସ୍ତକ 'ଇନଫ୍ଲୁଏନ୍ସ ଅଫ୍ ସ୍ପିରିଚୁଆଲିଟି ଅନ୍‌ ମାଇଁ ଲାଇଫ୍ ଜର୍ଣ୍ଣି'ର ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମଠାରେ ଉନ୍ମୋଚିତ
Read More...

ରାଉରକେଲାରେ ରେଳ ଡିଭିଜନ ଓ ୪ସି ବିମାନବନ୍ଦର ଦାବୀରେ ମିଳିତ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରେଳ ଡିଭିଜନ ଓ ୪ସି ବିମାନବନ୍ଦର ଲାଇସେନ୍ସ ଦାବୀରେ ରାଉରକେଲାର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସମାଜସେବୀ ମିଳିତ ଭାବେ ବିର୍ସା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଉରକେଲା ବିକାଶ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ମୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତ ନଗର ଥାନା ସିତଲପଡା ରିଙ୍ଗ ରୋଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପହିଛି । ସୂଚନା ଅନୁସାରେ ଏକ ଟ୍ରକ୍ ସ୍କୁଟିକୁ ଚାପି ଦେବା ଫଳରେ ସ୍କୁଟି ଚାଳକଙ୍କୁ ଗୁରୁତର ଅବସ୍ଥାରେ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ
Read More...

କ୍ୟାବ୍‌ର ଚାଳକ କହି ଯୁବତୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ୟଧାନ) : ଉପସ୍ଥିତି ବୁଦ୍ଧି ଯୋଗୁଁ ଅଘଟଣରୁ ବର୍ତ୍ତି ଗଲେ ଜଣେ ଯୁବତୀ । ସୂଚନା ଅନୁସାରେ କୋଏଲ ନଗର 'ବି' ବ୍ଲକ ଅଞ୍ଚଳର ଜଣେ ଯୁବତୀ ରାତିରେ ଟ୍ରେନ୍‌ରୁ ରାଉରକେଲା ଷ୍ଟେସନରେ ଓହ୍ଲାଇଥିଲେ । ଜଣେ ଯୁବକ ଏକ ନିର୍ଦ୍ଦିଷ୍ଟ କ୍ୟାବ୍‌ର ପଞ୍ଜିକୃତ ଚାଳକ ପରିଚୟ ଦେଇ
Read More...

ମା’ ସାତଭଉଣୀ ମହୋତ୍ସବ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ମା' ସାତଭଉଣୀ ପୀଠଠାରେ ମା' ସାତଭଉଣୀ ମହୋତ୍ସବ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଛି । ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବର ପ୍ରଥମ ଦିନ ଅଙ୍କୁରୋପଣ, ଅଧିବାସ ହୋଇଥିବା ବେଳେ ଦ୍ବିତୀୟ ଦିନରେ କଳସ ଯାତ୍ରା ଏବଂ ତୃତୀୟ ଦିନରେ ଗୋ ପୂଜା, ଆହୁତି ଓ
Read More...