Browsing Tag

rourakela news

ପ୍ରଗତି ଉତ୍କଳ ସଂଘ ତରଫରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ମଧୁବାବୁ ଓଡିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଜୟ କୁମାର ନାୟକଙ୍କ
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀରେ ସହରର ବିଭିନ୍ନ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ଅବସରରେ ଇସ୍ପାତ ନଗରୀର ବିଭିନ୍ନ ସାହିତ୍ୟାନୁଷ୍ଠାନ, ସାମାଜିକ, ସାଂସ୍କୃତିକ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଉରକେଲା ମଧୁସୂଦନ ମାର୍ଗରେ ଥିବା ମଧୁବାବୁଙ୍କ
Read More...

ଓଡ଼ିଶାର ଜନକ ମଧୁସୂଦନଙ୍କୁ ଓଡିଆ ଭାଷା ବିକାଶ ମଞ୍ଚର ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ବାରା ଉତ୍କଳ ଗୌରବ ମଧୁସୂଦନଙ୍କୁ ୧୭୪ତମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇ ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର କହିଲେ ଓଡ଼ିଆ ଜାତିର ଅସ୍ମିତା ଓଡ଼ିଶା ଭୂମିର ଗୌରବ ଓଡ଼ିଆ ସ୍ବାଭିମାନର
Read More...

ଚେତନାର ଅଭିଯାତ୍ରୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ମନୋଜ ଦାସଙ୍କ ପ୍ରଥମ ପୁଣ୍ୟତିଥି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୫ ସ୍ଥିତ ଶ୍ରୀ ଅରବିନ୍ଦ ଯୋଗମନ୍ଦିର ଆନୁକୂଲ୍ୟରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ମନୋଜ ଦାସଙ୍କ ପ୍ରଥମ ପୁଣ୍ୟତିଥି ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ପାଠ୍ୟଚକ୍ରର ଆୟୋଜନ ସହିତ "ମନୋଜ ଦାସଙ୍କ କାଳଜୟୀ
Read More...

ରାଉରକେଲା ବିକାଶ ମଞ୍ଚର ଦ୍ୱିତୀୟ ସଚେତନତା ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ସାମୂହିକ ବିକାଶ ପାଇଁ ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଦ୍ୱିତୀୟ ସଚେତନତା ସମାବେଶ ଛେଣ୍ଡ ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱ ଓ ଇଂ ଅଭୟକୁମାର
Read More...

ଆଜି ରାଉରକେଲା ବିକାଶ ମଞ୍ଚର ସଚେତନତା ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ସାମୂହିକ ବିକାଶ ପାଇଁ ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଆସନ୍ତାକାଲି (ମଙ୍ଗଳବାର) ଛେଣ୍ଡ ବିଏସ୍‌ଏନ୍‌ଏଲ୍‌ ଛକଠାରେ ଦ୍ଵିତୀୟ ପର୍ଯ୍ୟାୟ ସଚେତନତା ସମାବେଶ କରାଯିବ ବୋଲି ଜଣାପଡ଼ିଛି । ଏନେଇ ମଞ୍ଚର ଆବାହକ ଡଃ ସୁମନ
Read More...

ବିଭାଗୀୟ ଅଧ୍ୟାପକ ସମୁହଙ୍କ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ସ୍ଥିତ ରାଉରକେଲା କଲେଜ, ରାଉରକେଲା ବିଭାଗୀୟ ଅଧ୍ୟାପକ ସମୁହଙ୍କ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବାର୍ ଆସୋସିଏସନ୍‌ର
Read More...

ସଙ୍ଗୀତ ତରଙ୍ଗ ପକ୍ଷରୁ ‘ଓଡ଼ିଶା ମୋ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ପ୍ରତିଷ୍ଠିତ ସାଂସ୍କୃତିକ ନ୍ୟାସ ତଥା ସଙ୍ଗୀତ ଅନୁଷ୍ଠାନ ସଙ୍ଗୀତ ତରଙ୍ଗ ଆନୁକୂଲ୍ୟରେ ସିଭିକ ସେଣ୍ଟର ଠାରେ ଏକ ମନୋରମ ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ମାସରେ ଉତ୍କଳ ଦିବସ ପଡ଼ିଥିବାରୁ ଏପ୍ରିଲ ତୃତୀୟ ରବିବାର ଅନୁଷ୍ଠିତ
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ଲେନିନ୍‌ ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକା‌ଡେମୀ ପରିସରରେ ଲେନିନ୍‌ଙ୍କ ଜୟନ୍ତୀ ସମାରୋହ ସହିତ ବୌଦ୍ଧିକ ଆଲୋଚନା ଏବଂ ସ୍ବଦେଶାନୁରାଗ ସମ୍ବଳିତ କ୍ରାନ୍ତିକାରୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାଷା ବିକାଶ ମଞ୍ଚର ସାଧାରଣ
Read More...

ବ୍ରହ୍ମାକୁମାର ରାମନାଥ ଭାଇଙ୍କ ସହିତ ଆଲୋଚନା କଲେ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଗସ୍ତରେ ଆସିଥିବା ମାଉଣ୍ଟ ଆବୁ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ଧାର୍ମିକ ବିଭାଗ ମୁଖ୍ୟ ରାଜଯୋଗୀ ବ୍ରହ୍ମାକୁମାର ରାମନାଥ ଭାଇଙ୍କୁ ବାସନ୍ତୀ କଲୋନୀ ସ୍ଥିତ ସେବାକେନ୍ଦ୍ରରେ ସାକ୍ଷାତ କରିଥିବା ବେଳେ
Read More...