Browsing Tag

rourakela news

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମହାକବି ଜୟଦେବ ଜୟନ୍ତୀ ସମାରୋହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଉଦିତନଗରସ୍ଥିତ ମହାନଗର ପାଠାଗାରଠାରେ ମହାକବି ଜୟଦେବଙ୍କ ଜୟନ୍ତୀ ସମାରୋହ ପାଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକ ସଂପର୍କ ଅଧିକାରୀ ସୀମା ଫତିମା ଏକ୍କାଙ୍କ
Read More...

ରାଉରକେଲା ବିକାଶ ମଞ୍ଚର ଜନ ସଚେତନତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ମଇ ଏକ ତାରିଖ ଦିନ ରାଉରକେଲା ବିକାଶ ମଞ୍ଚ ତରଫରୁ ଅନ୍ୟ ଏକ ଜନ ସଚେତନତା ଶିବିର ବାସନ୍ତୀ କଲୋନୀର ଜଗନ୍ନାଥ ମନ୍ଦିର ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ତଥା ଜଗନ୍ନାଥ ମନ୍ଦିରର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ଏହି ସମାବେଶରେ
Read More...

ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ…

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଠାଗାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାର ସଭାପତି ପ୍ରଫେସର ଜେ କେ ରାଓଙ୍କ ଅଧ୍ୟକ୍ଷତା,
Read More...

କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଙ୍ଗଠନର ଜିଲ୍ଲାସ୍ତରୀୟ ମାନବିକତା ସଚେତନତା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ହନୁମାନ ବାଟିକା ପରିସରରେ ‘କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଙ୍ଗଠନ’ ପକ୍ଷରୁ ଜିଲ୍ଲାସ୍ତରୀୟ ମାନବିକତା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ସୁନ୍ଦରଗଡ଼ ଜିଲ୍ଲା ଆବାହିକା ଲଳିତା ଲାକ୍ରା ଓ ସହ ଆବାହକ ତଥା ସମାଜସେବୀ ରଣଧିର
Read More...

ସମ୍ବାଦ ସାହିତ୍ୟ ଘର, ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର, ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳ ତଥା ସୁନ୍ଦରଗଡ ଅଟୋ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳନ ଅବସରରେ ସେକ୍ଟର ୭ସ୍ଥିତ ସିୟର କାର୍ଯ୍ୟାଳୟଠାରେ ଆଲୋଚନାଚକ୍ର, ସମ୍ବର୍ଦ୍ଧନା, ପୁସ୍ତକ ଉନ୍ମୋଚନ ଓ ପ୍ରଗତିଶୀଳ
Read More...

ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ପ୍ରଥମ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବରିଷ୍ଠ ସାମ୍ବାଦିକ, ଲେଖକ, ସ୍ତମ୍ଭକାର ତଥା ସଂଗଠକ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ସେକ୍ଟର ୫ସ୍ଥିତ କଲଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଭାପତି ଡଃ ପ୍ରଭାତ କୁମାର
Read More...

ପାଣି ପାଇଁ ଡହକ ବିକଳ ହେଉଛନ୍ତି ଗାଈଗୋରୁ : ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଭିଏଚ୍‌ପି ନେତା

ରାଉରକେଲା, (ସସ୍ମିତା ପ୍ରଧାନ) : ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ଟୋପାଏ ପାଇଁ ବୁଲା ଗାଈଗୋରୁ ତଥା ଜୀବଜନ୍ତୁମାନେ ଡହକ ବିକଳ ହେଉଥିବା ବେଳେ ଏଥିପ୍ରତି ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଆଜି ଏହି ପରିପ୍ରେକ୍ଷୀରେ ଶ୍ରୀ
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିଆରା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ ଉଇ ଫର ୟୁ ୟୁଥ୍ କ୍ଲବ ତରଫରୁ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଅଛି । ଲାଠିକଟା ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟରେ ଅନୁଷ୍ଠାନ ପକ୍ଷରୁ "ସାମୁହିକ ଜନ୍ମ ଉତ୍ସବ" ପାଳନ କରାଯାଇଅଛି । ଏହି
Read More...

ଝାଡଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସମ୍ମିଳନୀ ଚାଇବସା ଶାଖା ଓ ଝାଡ଼ଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଚାଇବସାଠାରେ ମଧୁବାବୁଙ୍କ ୧୭୪ତମ ଜୟନ୍ତୀ ପାଳିତ ହୋଇଯାଇଅଛି । ଏଥିରେ ଉଭୟ ସଂସ୍ଥାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ଉତ୍କଳ ଗୌରବ
Read More...

ରାଉରକେଲା ବିକାଶ ମଞ୍ଚ ତରଫରୁ ବିମାନବନ୍ଦର ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଏୟାରପୋର୍ଟ ଅଥରିଟିର ଆଞ୍ଚଳିକ ନିର୍ଦ୍ଦେଶକ ମନୋଜ କୁମାର ଗଙ୍ଗଲ ଓ ତାଙ୍କ ସହ ଟେକ୍ନିକାଲ ଟିମ୍‌ ରାଉରକେଲା ଏୟାରପୋର୍ଟ ଅଂଚଳରେ ଭିତ୍ତିଭୂମିର ତଦାରଖ ପାଇଁ ଆସିଥିବା ଅବସରରେ ରାଉରକେଲା ବିକାଶ ମଞ୍ଚର ଉପଦେଷ୍ଟା ଅଭୟ କୁମାର ଦାସଙ୍କ ନେତୃତ୍ୱରେ,
Read More...