Browsing Tag

rourakela news

ଆନ୍ତଃ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଦ୍ୱାରା ଆୟୋଜିତ ଆନ୍ତଃ ବିଦ୍ୟାଳୟ (ବାଳକ ଓ ବାଳିକା) କବାଡି ପ୍ରତିଯୋଗିତା ଗତ ଦୁଇଦିନ ଧରି ସଂଘ ପରିସରରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ୧୪ଟି ବାଳକ ଦଳ ଓ ୬ଟି ବାଳିକା ଦଳ ଭାଗ ନେଇଥିଲେ । ପ୍ରଥମ
Read More...

ସର୍ବଭାରତୀୟ ଅଖଣ୍ଡ ଭୂୟାଁ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବଭାରତୀୟ ଅଖଣ୍ଡ ଭୂୟାଁ ସମାଜ ରାଉରକେଲା ଶାଖା ଆନୁକୂଲ୍ୟରେ ଛେଣ୍ଡ ବସ୍ତି ସ୍ଥିତ ମାଦ୍ରିକାଲୋ ଭବନ ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶରତ ସାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ
Read More...

କାଶ୍ମୀରୀ ହିନ୍ଦୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଚିନ୍ତାଶୀଳ ହେବା ଉଚିତ – କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ କିଛିଦିନ ଭିତରେ କାଶ୍ମୀରରେ ବସବାସ କରୁଥିବା ହିନ୍ଦୁମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯିବା ଘଟଣା ବୃଦ୍ଧି ପାଇଥିବା ବେଳେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତା ଶାନ୍ତନୁ କୁସୁମ । ତା'ଛଡା ଏଥିପାଇଁ କେନ୍ଦ୍ର ସରକାରଙ୍କ
Read More...

ଓଡିଆ ସିନେମା ‘ତୃଷ୍ଣା’ର ପ୍ରିମିୟର ସୋ

ରାଉରକେଲା, (ସସ୍ମିତା ପ୍ରଧାନ) : ଅମର ଷ୍ଟୁଡିଓ ଏବଂ ନବୀନ ଭଣ୍ଡାରୀଙ୍କ ନିର୍ମିତ ସୁରେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂତନ ସ୍ୱାଦର ଓଡିଆ ସିନେମା 'ତୃଷ୍ଣା'ର ପ୍ରିମିୟର ସୋ ଓଡିଶାର ବିଭିନ୍ନ ସିନେମା ହଲ୍‌ରେ ହୋଇଥିବା ବେଳେ ରାଉରକେଲାର ସିନେପ୍ଲେକ୍ସ(ରଜାକ ଟକିଜ) ଠାରେ ଅନୁଷ୍ଠିତ
Read More...

ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷାଙ୍କ ରାଉରକେଲା ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ରାଉରକେଲା ଗସ୍ତ କରି ଅନୁଷ୍ଠାନର ସଭ୍ୟାଙ୍କ ସହ ଭାବ ଓ ମତ ବିନିମୟ କରିଥିଲେ । ରିଭରସାଇଡର ସଭାପତି ଡଃ ମୀନତି ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଧିକା ରିଜେନ୍ସିରେ ଆୟୋଜିତ ଏହି
Read More...

କ୍ଲିନ ଆଣ୍ଡ ଗ୍ରୀନ୍ ତରଫରୁ ଏନ୍‌ଆଇଟିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ରାଉରକେଲାର କ୍ଲିନ ଆଣ୍ଡ ଗ୍ରୀନ ଅନୁଷ୍ଠାନ ତରଫରୁ ସ୍ୱଛତା କାର୍ଯ୍ୟକ୍ରମରେ ଏନ୍‌ଆଇଟିର ଅନ୍ତେବାସୀଙ୍କ ସହ ମିଶି ପରିସରକୁ ସଫା କରିଥିଲେ । ଶିକ୍ଷାନୁଷ୍ଠାନର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆମନ୍ତ୍ରଣ ତଥା ଅନୁଷ୍ଠାନର ବରିଷ୍ଠ
Read More...

ଗୋପବନ୍ଧୁ ପାଠାଗାରରେ କର୍କଟ ରୋଗ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : 'ଓଡିଶା ମୋ ପରିବାର'ର ରାଜ୍ୟ ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ମିହିର ରାୟଙ୍କ ଆବାହକତ୍ୱ, ଗୋପବନ୍ଧୁ ପାଠାଗାର, ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉତ୍କଳ ସ୍ନେହୀ ମହିଳା ସମିତି ଓ ରୋଟାରୀ କ୍ଲବ ରିଭରସାଇଡ୍‌ର ମିଳିତ ସହଯୋଗରେ ପାଠାଗାରର ସତ୍ୟବାଦୀ କକ୍ଷରେ
Read More...

ଜ୍ଞାନଲୋକର ସମାଜସେବା

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବା ପାଇଁ ପ୍ରତିବଦ୍ଧତା ଥିବା ଜ୍ଞାନଲୋକ ଅନୁଷ୍ଠାନ ତରଫରୁ ସେକ୍ଟର ୨ ସ୍ଥିତ ଖରିଆବାହାଲ ବସ୍ତିଠାରେ ସଫେଇ ଅଭିଯାନ ସହ ଡେଙ୍ଗୁ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଅନୁଷ୍ଠାନର ସଭାପତି ଅଜିତ କୁମାର ଦାସଙ୍କ ସଭାପତିତ୍ୱ ଓ ସଂପାଦକ
Read More...

ଗୋପବନ୍ଧୁ ପାଠାଗାରରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ଛେଣ୍ଡ୍ କଲୋନୀର ଗୋପବନ୍ଧୁନଗର ସ୍ଥିତ ଗୋପବନ୍ଧୁ ପାଠାଗାର ଏବଂ ସ୍ୱସ୍ତି ସାହିତ୍ୟ ସଂସଦର ମିଳିତ ସହଯୋଗରେ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳେ ପାଠାଗାର ସମ୍ମୁଖସ୍ଥ ଏବଂ ନଗର ଆରମ୍ଭରେ ଥିବା
Read More...

କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣୀ ଆମ ପରିଚୟ

ରାଉରକେଲା, (ସସ୍ମିତା ପ୍ରଧାନ) : କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣୀ ଆମ ପରିଚୟ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ ରଖିଛନ୍ତି । ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାରର ମିଳିତ ଆନୁକୂଲ୍ୟରେ
Read More...