Browsing Tag

rourakela news

ରିଂ ରୋଡ ବିଏସ୍‌ଏନ୍‌ଏଲ୍‌ ଛକ – ଡିଏଭି ପଲିଟେକନିକ ଛକ ସଂଯୋଗ କେବେ ?

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ ହକି ମ୍ୟାଚ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାଉରକେଲା ସ୍ମାର୍ଟ ସିଟିକୁ ଚକାଚକ୍ କରାଯାଉଛି । ରାସ୍ତା ନିର୍ମାଣ, ପାର୍କ ଗୁଡିକର ବିକାଶ କରାଯାଉଛି । କିନ୍ତୁ ବିଏସ୍‌ଏନ୍‌ଏଲ୍‌ ଛକରୁ ସ୍ମାର୍ଟ ସିଟି ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ ରେଳବାଇ
Read More...

ମ୍ୟୁଜିକ ସର୍କଲର ୨୪ତମ ବିଜୟା ଉତ୍ସବ

ସଂସ୍କୃତି ମଧ୍ୟରେ ସମନ୍ୱୟ ରହିଲେ ସୁସ୍ଥ ସମାଜ ଗଠନ ସମ୍ଭବ ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସର୍କଲ ଠାରେ ୨୪ତମ ବିଜୟା ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ
Read More...

ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଉରକେଲାର ବ୍ରାହ୍ମଣୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲା ଓ ରାଉରକେଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସଭାପତି ବିଭୁତି ଭୂଷଣ
Read More...

ଆଦର୍ଶ ପାଠାଗାରର ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଭଞ୍ଜଭବନ ଠାରେ ହେଉଥିବା ରାଉରକେଲା ପୁସ୍ତକ ମେଳା ଆସନ୍ତା ୨୦୨୩ ମସିହା ପୂର୍ବ ନିର୍ଦ୍ଧାରିତ ଫେବୃଆରୀ ମାସ ୧ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ୨୭ତମ ପୁସ୍ତକ ମେଳା ଆୟୋଜିତ
Read More...

ହିନ୍ଦୁ ସଂଗଠିତ ନହେଲେ ସମ୍ବିଧାନ ମଧ୍ୟ ରକ୍ଷା କରିପାରିବ ନାହିଁ : ସ୍ୱାମୀ ଜୀବନ ମୁକ୍ତାନନ୍ଦ

ରାଉରକେଲା, (ସସ୍ମିତା ପ୍ରଧାନ) : କାଶ୍ମୀର ଠାରୁ କୈରାନା ଯାଏ ଦିନକୁଦିନ ହିନ୍ଦୁମାନଙ୍କ ପଳାୟନ ଜାରି ରହିଥିବା ବେଳେ ଏ ଦେଶର ବିଭିନ୍ନ ଭାଗରେ ହିନ୍ଦୁମାନଙ୍କ ଜୀବନଧାରା ଦୁର୍ବିସହ ହେଉଛି । ଯେଉଁଠି ହିନ୍ଦୁମାନଙ୍କ ସଂଖ୍ୟା ହ୍ରାସ ପାଉଛି, ସେଠି ହିନ୍ଦୁ ହତ୍ୟା, ବଳାତ୍କାର ତଥା ଅମାନୁଷିକ
Read More...

କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚ୍‌ର ବନ୍ଧୁ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଛେଣ୍ଡ ସ୍ଥିତ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚ୍‌ର ବନ୍ଧୁ ମିଳନ ଆଲମୁନି ମିଟ୍‌ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡ଼. ବିଶ୍ୱ ରଞ୍ଜନ
Read More...

ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ଜଗନ ମୋହନ ଲାଲାଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀର ନାଟ୍ୟାନୁଷ୍ଠାନ ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ପ୍ରଥମ ଓଡିଆ ନାଟକର ସ୍ରଷ୍ଟା ନାଟ୍ୟକାର ଜଗନ ମୋହନ ଲାଲା ଜୟନ୍ତୀ ସେକ୍ଟର ୫ ସ୍ଥିତ କଲଚରାଲ ଏକାଡ଼େମୀ ଠାରେ ପାଳିତ ହୋଇଯାଇଛି । ପଞ୍ଚାନନ ମହାପାତ୍ରଙ୍କ ସଭାପତିତ୍ୱ ତଥା
Read More...

ଡାକ୍ତର ମହେଶ୍ଵର ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ଡାକ୍ତର ମହେଶ୍ଵର ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ବାସନ୍ତୀ କଲୋନୀ ସ୍ଥିତ କନ୍ୟକା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇର ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀଙ୍କ ସଭାପତିତ୍ୱ ଓ ଅନିଲ କୁମାର ଦାଶଙ୍କ
Read More...

ସନରାଇଜର୍ସ କପ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୫ ସ୍ଥିତ ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ରାଉରକେଲା ସନରାଇଜର୍ସ କ୍ଲବ ଓ ଉମିଦ୍ ଫାଉଣ୍ଡେସନ ଆନୁକୂଲ୍ୟରେ ପ୍ରଥମ ସନରାଇଜର୍ସ କପ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେକ୍ଟର ୧୭ ସ୍ଥିତ ଟାଟା ପଡିଆ ଠାରେ ଉଦ୍‌ଘାଟନ ହୋଇଯାଇଛି ।
Read More...

ରାଉରକେଲାରେ ରେଳ ଡିଭିଜନ ଓ ଜିଲ୍ଲା ଘୋଷଣା କରିବାକୁ ସଚେତନ ନାଗରିକ ମଞ୍ଚର ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ରେଳ ଡିଭିଜନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ସଚେତନ ନାଗରିକ ମଞ୍ଚ ତରଫରୁ ସ୍ୱଗତ କରାଯାଇଛି । ଏଠାରେ ରେଳ ଡିଭିଜନ ହେଲେ କେବଳ ପଶ୍ଚିମାଞ୍ଚଳ କାହିଁକି, ରାଜ୍ୟର ସାମଗ୍ରୀକ ବିକାଶ ହୋଇପାରିବ ।
Read More...