Browsing Tag

rourakela news

ଏସ୍‌ସିବିର ନୂତନ ଅଧୀକ୍ଷକ ଭାବେ ଦାୟିତ୍ୱ ନେବେ ବରିଷ୍ଠ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର

କଟକ : ସ୍ନାୟୁଶଲ୍ୟ(ନ୍ୟୁରୋସର୍ଜରୀ) ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର ଏସ୍‌ସିବିର ନୂଆ ଅଧୀକ୍ଷକ ନିଯୁକ୍ତ ହୋଇଛନ୍ତି । ଗୁରୁବାର ସେ ବିଦାୟୀ ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ଡାକ୍ତର
Read More...

ଆଜି ରାଉରକେଲା ଆସୁଛି ହକି ବିଶ୍ୱକପ୍‌ ଟ୍ରଫି

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱକପ୍‌ ହକିକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଏକ ପ୍ରକାର ପ୍ରସ୍ତୁତ ହୋଇ ରହିଛି । ଗୁରୁବାର ବିଶ୍ୱକପ୍‌ ଟ୍ରଫି ରାଉରକେଲାରେ ପହଞ୍ଚିବ । ଟ୍ରଫିକୁ ସ୍ୱାଗତ କରିବା ଲାଗି ଇସ୍ପାତ ସହରବାସୀ ପ୍ରସ୍ତୁତ
Read More...

ଚକ୍ରଧରପୁର ରେଳ ମଣ୍ଡଳର ଉପଭୋକ୍ତା ଉପଦେଷ୍ଟା କମିଟି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଚକ୍ରଧରପୁର ରେଳବାଇ ମଣ୍ଡଳ ତରଫରୁ ରେଳବାଇ ମଣ୍ଡଳ ପ୍ରବନ୍ଧକ ଅରୁଣ ଯାତବ ରାଠୋଡ଼ଙ୍କ ଅଧକ୍ଷତାରେ "ମଣ୍ଡଳସ୍ତରୀୟ ରେଳବାଇ ଉପଭୋକ୍ତା ଉପଦେଷ୍ଟା କମିଟି"ର ବୈଠକ ଅନୁଷ୍ଠିତ ହୋଇଯାିଛି । ସେଥିରେ ରାଉରକେଲା ଚାମ୍ବର ଅଫ କମର୍ସର ସଭାପତି ସୁବ୍ରତ
Read More...

ଝାଡ଼ଖଣ୍ଡ ଏକାଡେମୀକ କାଉନସିଲ୍ ଦ୍ୱାରା ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପାଇଁ ପ୍ରେସ୍ ବିଜ୍ଞପ୍ତି ଜାରି

ରାଉରକେଲା, (ସସ୍ମିତା ପ୍ରଧାନ) : ଝାଡ଼ଖଣ୍ଡ ଏକାଡେମୀକ କାଉନସିଲ୍ (ଜ୍ୟାକ) ଦ୍ୱାରା ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପାଇଁ ଆହୁତ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ସଂସ୍କୃତ ସହିତ ବଙ୍ଗଳା ଓ ବିଭିନ୍ନ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ଓଡ଼ିଆ ଭାଷାକୁ ରଖାଯାଇ
Read More...

୧୯୯୩ ବ୍ୟାଚ୍‌ ଆପ୍ରେଣ୍ଟିସ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମାର୍ଚ୍ଚ ମାସ ୧୯୯୩ ମସିହାରେ ଟ୍ରେଡ ଆପ୍ରେଣ୍ଟିସ ଭାବେ ରାଉରକେଲା ଇସ୍ପାତ କାରଖାନା (ସେଲ)ରେ ଯୋଗ କରିଥିବା ସାଙ୍ଗସାଥିମାନେ ଦୀର୍ଘ ପ୍ରାୟ ୨୯ ବର୍ଷ ପରେ ପୁଣି ଏକାଠି ହୋଇ ସେକ୍ଟର ୧୮ ସୋସିଆଲ ହୋମ (ରାଉରକେଲା)ରେ ସପରିବାର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ
Read More...

ଆଲୁମନି ମିଟ୍‌ର ସାଧାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ତରଫରୁ ମହାବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦର ସଭାପତି ଡଃ ସମର ମୁଦାଲିଙ୍କ ସଭାପତିତ୍ୱ ଓ ଆବାହକ ତଥା ବରିଷ୍ଠ ଆଇନଜୀବୀ
Read More...

ଇସ୍ପାତନଗରୀରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ପ୍ରାକ୍ତନ ବିଧାୟକ ଦିଲ୍ଲୀପ ରାୟଙ୍କ ୭୦ତମ ଜନ୍ମ ଜୟନ୍ତୀ ଇସ୍ପାତନଗରୀ ରାଉରକେଲାରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସହରର ବିଭିନ୍ନ ଅନୁଷ୍ଠାନ ତଥା ରାଉରକେଲା ଡେଭଲପମେଣ୍ଟ୍ ଫ୍ରଣ୍ଟର ମୁଖ୍ୟ ଆବାହକ ହରିହର
Read More...

ରେଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତକୁ ରେଳ ଓ ସଡକ ଉପଯୋଗକାରୀ ସଂଘ ସ୍ୱାଗତ ଜଣାଇବା ସହିତ ତାଙ୍କ ଉଦ୍ୟମରେ ରାଜ୍ୟର ଦୁଇଟି ସ୍ମାଟସିଟି ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱ କପ୍ ଅନୁଷ୍ଠିତ ହେଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି ।
Read More...

ଏକଦା ଗୃପ ତରଫରୁ ବନ୍ଧୁ ମିଳନ ଓ ନବବର୍ଷ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଂଗଠନ ଏକତା ଗୃପ ତରଫରୁ ବନ୍ଧୁମିଳନ ଓ ନବବର୍ଷ ପାଳନ ସେକ୍ଟର ୨ ସ୍ଥିତ ସାହାନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଗୃପର ସଭାପତି ବସୁମତି ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା
Read More...

ରାଉରକେଲା ବିମାନ ବନ୍ଦରରେ ଯାତ୍ରୀଙ୍କ ଠାରୁ ଗୁଳି ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ସୁରକ୍ଷା କର୍ମୀ ଜବତ କରିଛନ୍ତି ଗୁଳି । ଯାତ୍ରୀ ଜଣକ ବ୍ୟାଗ୍‌ରେ ଏହି ଗୁଳି ରଖିଥିବା ବେଳେ ସ୍କାନରରେ ତାହା ଧରାପଡ଼ିଥିଲା । ଛେଣ୍ଡ ଥାନା ପୁଲିସ ଗୁଳିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି
Read More...