Browsing Tag

rourakela news

ବନ୍ଦେ ମାତରଂ ଓ ସ୍ୱାଧୀନତା ସଂଗ୍ରାମରେ ସାହିତ୍ୟିକଙ୍କ ଭୂମିକା ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ତରଫରୁ ଫର୍ଟିଲାଇଜର ସ୍ଥିତ ଚିନ୍ମୟ ଏକାଡେମୀ ଠାରେ ବନ୍ଦେ ମାତରଂ ଓ ସ୍ୱାଧୀନତା ସଂଗ୍ରାମରେ ସାହିତ୍ୟିକଙ୍କ ଭୂମିକା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି
Read More...

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ମହୋତ୍ସବ ଓ ସତସଙ୍ଗ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ସୁନ୍ଦରଗଡ ସମ୍ମୁଖସ୍ଥ ପଡିଆରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଶୁଭ ଜନ୍ମ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ସତସଙ୍ଗ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସତସଙ୍ଗର ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ
Read More...

ବାଣାୟତ ଓଡ଼ିଆ ସମାଜର ୪୭ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ଉଦିତନଗର ନିକଟରେ ଅବସ୍ଥିତ ମା' ସିଂହାସିନୀ ମନ୍ଦିର ପ୍ରାଙ୍ଗଣରେ ରାଉରକେଲା ତାଲୁକା ବାଣାୟତ ଓଡ଼ିଆ ସମାଜର ୪୬ତମ ବାର୍ଷିକ ସମ୍ମିଳନୀ ସମାଜର ସଭାପତି ଅଭିରାମ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ରଘୁନାଥପାଲ୍ଲୀ ବିଧାୟକ
Read More...

ଆମ ପୁଲିସ ସମିତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ପକ୍ଷରୁ ଆମ ପୁଲିସ ସମିତି ବୈଠକ ଆମ୍ବାଗାନ ସ୍ଥିତ ଗଜପତି ମାର୍କେଟ ଦୁର୍ଗା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ବୈଦ୍ୟନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାର୍କେଟ ସଭାପତି ଚିତ୍ତରଞ୍ଜନ
Read More...

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର କଣ୍ଟ୍ରାକ୍ଟର କଲୋନୀ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରର ତୃତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂଜକ ଭାବେ ଚିତ୍ତରଞ୍ଜନ ରଥ ଓ କର୍ତ୍ତା ଭାବେ ମନ୍ଦିରର ସମ୍ପାଦକ ନିରଞ୍ଜନ ସାମନ୍ତରାୟ ଦାୟିତ୍ଵ ନିର୍ବାହ
Read More...

ଜଙ୍ଗଲ ଜମିରେ ବେଆଇନ ଭାରୀଯାନ ଚଳାଚଳ କରୁଥିବା ସଂସ୍ଥା ଉପରେ ଏତଲା ଦେଲେ ଶ୍ରୀପୁରା ସରପଞ୍ଚ

ରାଉରକେଲା/ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଶ୍ରୀପୁରା ଗ୍ରାମରେ ଥିବା ଜଙ୍ଗଲ ଜମିକୁ କିଛି ପ୍ରାଇଭେଟ ସଂସ୍ଥା ବେଆଇନ ରାସ୍ତା ରୂପେ ବ୍ୟବହାର କରି ଏହା ଉପରେ ଭାରୀଯାନ ଚଳାଚଳ କରୁଥିବା ଦ୍ୱାରା ସୃଷ୍ଟି କରାଯାଇଥିବା ନୂତନ ଜଙ୍ଗଲର କ୍ଷତି ହୋଇଥିବାରୁ ସମ୍ପୃକ୍ତ ପ୍ରାଇଭେଟ ସଂସ୍ଥା ଗୁଡିକ
Read More...

ହସ୍ପିଟାଲରୁ ଡିସଚାର୍ଜ ହେଲେ ରାଉରକେଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ପାଇଲଟ୍

ରାଉରକେଲା, (କେପିଏନ୍‌ଏସ୍‌) : ଭୁବନେଶ୍ୱର ବିମାନ ବନ୍ଦରରୁ ୪ ଜଣ ଯାତ୍ରୀ ଏବଂ ୨ ଜଣ ବିମାନ ପାଇଲଟଙ୍କୁ ନେଇ ରାଉରକେଲା ଆସୁଥିବା ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ୱାନ୍ ଚାର୍ଟର ବିମାନ, ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଜଲଦା ନିକଟବର୍ତ୍ତୀ କଂସର ଠାରେ ଚାଷ ଜମିରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ
Read More...

ଉତ୍କଳ ଗୌରବର ଉନବିଂଶ ସଂସ୍କରଣ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ କଲ୍‌ଚରାଲ ଆଣ୍ଡ ୱଲଫେୟାର ଆସୋସିଏସନର ବାର୍ଷିକ ପତ୍ରିକା, ‘ଉତ୍କଳ ଗୌରବ’ର ଊନବିଂଶ ସଂସ୍କରଣ, ନୂଆଦିଲ୍ଲୀ ସ୍ଥିତ, ତ୍ୟାଗରାଜ ନଗର ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ପ୍ରବାସୀ ଓଡ଼ିଆମାନେ ବହୁ ସଂଖ୍ୟାରେ ଯୋଗଦେଇ ଉତ୍ସବଟିକୁ ଉପଭୋଗ
Read More...

ସ୍ଥାନୀୟ ପ୍ରତିନିଧି ଓ ଗ୍ରାମବାସୀଙ୍କ ବିନା ଅନୁପସ୍ଥିତିରେ ତଦନ୍ତ କରୁଥିଲେ ରେଞ୍ଜର ଏବଂ ଆର୍‌ଆଇ : ଘେରିଲେ…

କମ୍ପାନୀ ବେଆଇନ ଭାବେ ଜଙ୍ଗଲ ଜମିକୁ ବ୍ୟବହାର କରୁଛି : ରେଞ୍ଜର, ଆର.ଆଇ ରାଉରକେଲା/ ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ସଦର ବ୍ଲକ ଶ୍ରୀପୁରା ଗ୍ରାମ ଫଚାୟତ ଠାରେ ଥିବା ଏପସିଲନ କାର୍ବନ କମ୍ପାନୀ ବେଆଇନ ଭାବେ ଜଙ୍ଗଲ ଜମିକୁ ଦଖଲ ରଖି ବ୍ୟବହାର କରୁଥିବା ଘଟଣାରେ ଶ୍ରୀପୁରା
Read More...

ରାଉରକେଲାରେ ଯୁବ ପ୍ରତିଭାଙ୍କୁ ନେଇ ସଙ୍ଗୀତ ମହୋତ୍ସବ : ମୁଁ ଖାଣ୍ଟି ଓଡ଼ିଆ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଯୁବ ପ୍ରତିଭାମାନଙ୍କୁ ନେଇ ଏକ ସଙ୍ଗୀତ ମହୋତ୍ସବ "ମୁଁ ଖାଣ୍ଟି ଓଡ଼ିଆ" ସିଭିକ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଜସ୍କର ସାଂସ୍କୃତିକ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା
Read More...