Browsing Tag

rourakela news

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ଦ୍ଵାରା ପୋଲିଓ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପୋଲିଓକୁ ଶେଷ କରିବା ପାଇଁ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ତରଫରୁ ଜନ ସଚେତନତା ପାଇଁ ଏକ କାର୍ଯ୍ୟକ୍ରମ କୋଏଲନଗର ବ୍ଲକ ସ୍ଥିତ ପୂଜା ପେଣ୍ଡାଲରେ ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ପୋଲିଓ ବିରୁଦ୍ଧରେ ଲଢେଇରେ ରୋଟାରୀ ଅଗ୍ରଣୀ ଭୂମିକା ନେଇ ୧୯୭୮
Read More...

ଅନ୍ୱେଷାର ମାଗଣା ହାଟ ଓ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ତରଫରୁ ହିଲଟପ ବସ୍ତିରେ ମାସିକିଆ ମାଗଣା ହାଟ ଆୟୋଜନ କରାଯାଇଥିଲା । ଯେଉଁଥିରେ କି ସ୍ଥାନୀୟ ବାସିନ୍ଦାମାନେ ନିଜ ଇଛା ମୁତାବକ ତାଙ୍କ ପସନ୍ଦର ଜିନିଷ ନିଶୁକ୍ଳ ରେ ନେଇଥିଲେ ଏବଂ ପରେ ଜଗଦା ସ୍ଥିତ ମାନବ
Read More...

ନୀଲମ ଫାଉଣ୍ଡେସନର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଗଜଲକ୍ଷ୍ମୀ ପୂଜା ଅବସରରେ ଭଞ୍ଜଭବନ ନିକଟ ଥିବା ବସ୍ତିରେ କିଛି ଅସହାୟ ଲୋକମାନଙ୍କୁ ବସ୍ତ୍ର ପ୍ରଦାନ କରିଥିଲେ । ନୀଲମ ଫାଉଣ୍ଡେସନର ସଭାପତି ପ୍ରତିମା ସାହୁ, ଉପସଭାପତି ସୁଶ୍ରୀ ଗ୍ରେସି
Read More...

କୁମାର ଉତ୍ସବ ୨୦୨୩ ଆସନ୍ତା ୨୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୂରାତନ ସାହିତ୍ୟ ତଥା ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କୁମାର ଉତ୍ସବ ୨୦୨୩ ଚଳିତ ଅକ୍ଟୋବର ମାସ ୨୮ ତାରିଖ ଦିନ ସନ୍ଧ୍ୟା ୬ ଘଟିକା ସମୟରେ ଭଞ୍ଜ ଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳୟଠାରେ
Read More...

ଗୋଦାମରେ ଭୁଶୁଡିଲା ସିମେଣ୍ଟ ବସ୍ତା, ୪ ଶ୍ରମିକ ଗୁରୁତର

ରାଉରକେଲା : ସିମେଣ୍ଟ ଗୋଦାମରେ ଅଘଟଣ । ଭୁଶୁଡିଗଲା ସିମେଣ୍ଟ ବସ୍ତା । ଯାହାଫଳରେ ଗୋଦାମରେ କାମ କରୁଥିବା ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ରାଉରରକେଲା ଆଇଡିସି ସିମେଣ୍ଟ ଗୋଦାମରେ ସୋମବାର
Read More...

ରୋଟାରୀ କ୍ଳବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଆରଏଲଆଇ ସ୍ନାତକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ରୋଟାରୀଆନ ମାନଙ୍କ ପାଇଁ ଏକ ନେତୃତ୍ୱ ପ୍ରଶିକ୍ଷଣ ସ୍ନାତକ କାର୍ଯ୍ୟକ୍ରମ ଆରଏଲଆଇ ଅଂଶ ୧ ଓ ଅଂଶ ୩ ବ୍ରାହ୍ମଣୀ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ଗଣେଶ୍ୱର
Read More...

ସହିଦ୍‌ ମନୋଜ କୁମାର ସ୍ୱାଇଁଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଏସଏପି ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୪ ମାଟ୍ରିକ ବ୍ୟାଚର ପୂର୍ବତନ ବିଦ୍ୟାର୍ଥୀ ତଥା ଭାରତୀୟ ନୈାସେନାର ପଦସ୍ଥ ଅଧିକାରୀ ସହିଦ୍ ମନୋଜ କୁମାର ସ୍ୱାଇଁଙ୍କୁ ବିଦ୍ୟାଳୟ ପରିସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସହିଦ୍‌ ଶ୍ରୀ ସ୍ୱାଇଁଙ୍କ
Read More...

ହମିରପୁର ଉନ୍ନୟନ ପରିଷଦର ସ୍ୱାସ୍ଥ୍ୟ ଓ ସାଇବର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁରସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱାସ୍ଥ୍ୟ ଓ ସାଇବର ସଚେତନତା ଶିବିର ହମିରପୁର ଉନ୍ନୟନ ପରିଷଦ ତରଫରୁ ଆୟୋଜନ ହୋଇଯାଇଛି । ସମସ୍ତଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇବା ସହ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଯୋଜନାରୁ ବଞ୍ଚିତ ଅଂଚଳବାସୀଙ୍କୁ ସହାୟତା କରୁ ଆରଏମସି,
ଅଧିକାରୀଙ୍କୁ ଭେଟି ଆଲୋଚନା କଲେ ସମାଜସେବୀ ପ୍ରଶାନ୍ତ ସେଠୀ

ରାଉରକେଲା, (ସସ୍ମିତାପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ରରେ ବସବାସ କରୁଥିବା ସାଧାରଣ ଜନତା ସରକାର ୫ଟି ସଚିବଙ୍କ ଲୋକାଭିମୁଖୀ ଯୋଜନାରୁ କୌଣସି ସୁଫଳ ପାଉନାହାନ୍ତି । ରାଉରକେଲା ମହାନଗର ନିଗମ ଦ୍ୱାରା ବିଭିନ୍ନ ବସ୍ତି ଅଂଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଏମାନଙ୍କ ନିକଟରେ
Read More...

ରକ୍ତଦାନ ଠାରୁ ମହାପୂଣ୍ୟ କାର୍ଯ୍ୟ ଆଉ କିଛି ନାହିଁ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏନ୍‌ଏସ୍‌ଏସ୍‌,
Read More...