Browsing Tag

rourakela news

ବିକଶିତ ଓଡ଼ିଶା ୨୦୩୬ର ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୩ ସ୍ଥିତ ମେଳଣ ପଡିଆଠାରେ ଚାଲିଥିବା ସ୍ୱଦେଶୀ ଜାଗରଣ ମଞ୍ଚ ଆୟୋଜିତ ସ୍ୱଦେଶୀ ମେଳାରେ ବିକଶିତ ଓଡ଼ିଶା ୨୦୩୬ ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆବାହକ ବିମଳ କୁମାର ବିଶିଙ୍କ ଆବାହକତ୍ଵ ଓ ଭୀମସେନ ନାଏକଙ୍କ ମଞ୍ଚ ସଂଯୋଜନାରେ
Read More...

୧୯୮୮ ବ୍ୟାଚ୍‌ର ପୁରୁଣାସ୍ମୃତିକୁ ରୋମନ୍ଥନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆରଇସି କ୍ୟାମ୍ପସ ହାଇସ୍କୁଲର ୧୯୮୮ ମସିହା ବ୍ୟାଚ୍‌ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଉତ୍ସବରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପୁରୁଣା ସ୍ମୃତିକୁ ମନେପକାଇବା ସହ ଭାବ ବିନିମୟ କରିଥିଲେ । କଟକ, କେଉଁଝର, ଭୁବନେଶ୍ୱର,
Read More...

ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଓ ଏସ୍‌ଓଏସ୍‌ ଭିଲେଜର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ମୂଳକ ସାମାଜିକ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ ଜାମସେରା ପଞ୍ଚାୟତର ଜବାଘାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ
Read More...

ଡିଏଭି ପବ୍ଲିକ ସ୍କୁଲରେ ୩୨ତମ ବାର୍ଷିକ କ୍ରୀଡା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଗତ ୨୬ ଏବଂ ୨୭ ତାରିଖରେ ଦୀର୍ଘ ଦୁଇଦିନ ଧରି ୩୨ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି । ସ୍କୁଲର ଖେଳପଡିଆରେ ସମସ୍ତ ପ୍ରକାରର ଖେଳ ଆୟୋଜିତ ହୋଇଥିଲା । ପ୍ରଥମ ଦିବସରେ ମୁଖ୍ୟ
Read More...

ପ୍ରାକ୍ତନୀ ସମାବେଶ ୨୦୨୪

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ପ୍ରାକ୍ତନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୫୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ
Read More...

ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ରାଉରକେଲା, (ସସ୍ମିତା ପ୍ରଧାନ) :୨୦୨୪ ବର୍ଷର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ, "ମନ୍ କି ବାତ୍" କାର୍ଯ୍ୟକ୍ରମକୁ ଏଲ୍‌ଇଡି ମାଧ୍ୟମରେ ଶୁଣିବା ପାଇଁ ଆଜି ସେକ୍ଟର-୩ ସ୍ଥିତ କାର୍ଯ୍ୟାଳୟରେ ବିଜେପିର ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଆକାଶବାଣୀ
Read More...

ଓଡ଼ିଆ ଅଧ୍ୟାପକ ଡଃ. ଅରବିନ୍ଦ ଦାସଙ୍କ ପତ୍ନୀଙ୍କ ଅକାଳ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଭୋର ୩ଟା ସମୟରେ କଟକର ଏକ ଘରୋଇ ମେଡ଼ିକାଲ ପାର୍ବତୀ ସେବା ସଦନରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଯୁବ ଅଧ୍ୟାପକ ଡଃ. ଅରବିନ୍ଦ ଦାସଙ୍କ ପତ୍ନୀ ମମତା ମଲ୍ଲିକଙ୍କର ୩୭ ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି । ଶ୍ରୀମତୀ ମଲ୍ଲିକ ସୁନ୍ଦରଗଡ଼ର ନୂଆଁଗାଁ
Read More...

ଲେଡି ଲାୟନର ୨ ଦିନିଆ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଲେଡି ଲାୟନର ୨ ଦିନିଆ ଶିଶୁ ମହୋତ୍ସବ ଝିରପାଣିର ବିଜୟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନରର ମୁଖ୍ୟ ବନ୍ଦିତା ମହନ୍ତଙ୍କ ସଭାପତିତ୍ୱ, ସମ୍ପାଦକ ସ୍ନେହଲତା ଗନ୍ତାଘରିଆଙ୍କ ଆବାହକତ୍ତ୍ୱ ଏବଂ କବିତା ମହନ୍ତ ଓ ପ୍ରିୟା
Read More...

ମ୍ୟୁଜିକ ସେଲିବ୍ରେସନର ଓଲ୍ଡ୍‌ ଇଜ୍‌ ଗୋଲ୍ଡ୍‌ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମ୍ୟୁଜିକ ସେଲିବ୍ରେସନ ତରଫରୁ ଓଲ୍ଡ୍‌ ଇଜ୍‌ ଗୋଲ୍ଡ୍‌ କାର୍ଯ୍ୟକ୍ରମ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ନନ୍ଦନ ମୁଖାର୍ଜୀଙ୍କ
Read More...

ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ସମେତ ତିନୋଟି ସଙ୍ଗଠନର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୭ରେ ଥିବା ଇସ୍ପାତ ସାହିତ୍ୟ ସଂସଦ ପରିସରରେ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ, ରଶ୍ମିପ୍ରଭା ସାହିତ୍ୟ ଅନୁଷ୍ଠାନ ଏବଂ ଶିକ୍ଷାଜ୍ୟୋତିର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଆସନ୍ତା
Read More...