ବାସୁଦେବପୁର ଜନ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜାତୀୟ ଆନ୍ଦୋଳନ ଓ ମୁକ୍ତି ସଂଗ୍ରାମ ପାଇଁ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଅବଦାନ ଅତୁଳନୀୟ । ତାଙ୍କର ଭାବ-ଉଦ୍ଦୀପକ କବିତାବଳୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଜାତୀୟତାର ଝଂକାର ସୃଷ୍ଟି କରିଥିଲା । ବାସ୍ତବରେ ଜାତି ଓ ଦେଶ ପାଇଁ!-->…
Read More...
Read More...