କେବିବିଏ ପକ୍ଷରୁ ବଡି ବିଲଡିଂ ପ୍ରତିଯୋଗିତା
ରାୟଗଡ଼ା : କଳିଙ୍ଗ ବଡି ବିଲଡିଂ ଆସୋସିଏସନ ପକ୍ଷରୁ ରାୟଗଡ଼ା ସହରର ବିଜୁକଲ୍ୟାଣ ମଣ୍ଡପଠାରେ ବଡି ବିଲଡିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ୧୮ ଜିଲାରୁ ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ!-->…
Read More...
Read More...