Browsing Tag

rairangpur news

ଜବର ଦଖଲ ହଟିଲା : ମାଟିରେ ମିଶିଲା ମଦ ଦୋକାନ

ରାଇରଙ୍ଗପୁର : ବଢିଚାଲିଛି ଜବର ଦଖଲ। ଏହି ସମସ୍ୟା କେବଳ ଗୋଟିଏ ‌ସ୍ଥାନରେ ନୁହେଁ, ସାରା ଓଡ଼ିଶାରେ ଏଭଳି ସ୍ଥିତି । ତେବେ ରାଇରଙ୍ଗପୁରରେ ଜବର‌ ଦଖଲ୍‌ ଉେ‌ଚ୍ଛଦ ହୋଇଛି । ସରକାରୀ ଜାଗାକୁ ଦଖଲ କରି ସାଧାରଣ ପାନ ଗୁଟକା ଦୋକାନଠୁ ଆରମ୍ଭ କରି ହୋଟେଲ, ଏପରିକି ମଦ ଦୋକାନ ମଧ୍ୟ ଚାଲୁଥିଲା ।
Read More...

ମାର୍କେଟ କଂପ୍ଲେକ୍ସରେ ନିଆଁ : କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ରାଇରଙ୍ଗପୁର : ନିଆଁ ଲାଗିଲା ରାଇରଙ୍ଗପୁର ସହରର ଗୋଲାଇ ଛକ ପାଖରେ ଥିବା ଫ୍ରେଣ୍ଡସ୍‌ କର୍ଣ୍ଣର ଦୋକାନ ଗୁଡିକରେ ଏବଂ ଗୋଦାମ ଘରରେ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପିତ୍ତି ଜଳି ଯାଇ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ନିଆଁ ଲିଭାଇବା ପାଇଁ ସାତୋଟି ଗାଡି ପହଂଚି ଥିବା ବେଳେ ଘଟଣା
Read More...