Browsing Tag

puri news

ସମାଜସେବୀଙ୍କ ହସ୍ତକ୍ଷେପ ପରେ ସନ୍ନାଉଲ୍ଲାଙ୍କୁ ମିଳିଲା ଭତ୍ତା ଓ ହୁଇଲ୍‌ଚେୟାର୍‌

ପୁରୀ, (କେପିଏନଏସ) : ନିମାପଡା ବ୍ଲକ ଚାରିଛକ ନିକଟ କଲାପାଞ୍ଚନ ପଞ୍ଚାୟତ ମାଧିବରହୁପୁର ଗ୍ରାମର ସନ୍ନାଉଲ୍ଲାଖା ଚାରି ଝିଅ ଓ ବିଧବା ବୁଢ଼ୀ ମା'କୁ ନେଇ ରୁହନ୍ତି । ସୂଚନା ଅନୁସାରେ ଗତ ଚାରି ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ସନ୍ନାଉଲ୍ଲାଙ୍କର ଦୁଇଟିଯାକ ଗୋଡ ଅକର୍ମନ୍ୟ ହୋଇ ବସିଥିବା ବେଳେ
Read More...

ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ କଟକଣା ପ୍ରତ୍ୟାହାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି । ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲା ଓ ରାଜ୍ୟର ବ୍ୟକ୍ତି ଅଣକୋଭିଡରେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ଶବ ସତ୍କାର ନିମନ୍ତେ ଅନୁମତି ମିଳିବ ।
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଚିକିତ୍ସା ପାଇଁ ପ୍ରତିମାଙ୍କୁ ମିଳିଲା ଆର୍ଥିକ ସହାୟତା

ପୁରୀ : ପୁରୀ ଜିଲ୍ଳା ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ଗ୍ରାମର ବିରଜା ପଟ୍ଟନାୟକଙ୍କ ସ୍ତ୍ରୀ ପ୍ରତିମା ପଟ୍ଟନାୟକ ଜଣ୍ଡିସ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏକ ହସ୍ପିଟାଲ ଭର୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଲିଭର ନଷ୍ଟ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ମାନେ
Read More...

୩ ଫୁଟ୍ ଗୋଲେଇର ଘାଇ ସୃଷ୍ଟି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପଟ୍ଟନାକିଆରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାରେ ପାଇକସାହି ଛକରୁ ପୋଷୋଲ ଛକ ମଝିରେ ଥିବା ଘୋଷୋଡା ଶଙ୍ଖ ଠାରେ ୩ ଫୁଟ୍ ଗୋଲେଇର ଏକ ଘାଇ ସୃଷ୍ଟି ହୋଇଛି । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଗାଡ଼ି ମୋଟର ଯିବା ଆସିବା କରନ୍ତି,
Read More...

ତିନି ରଥରେ ବିରାଜମାନ କରିଛନ୍ତି ତିନି ଠାକୁର : ଗଜପତି ମହାରାଜ କଲେ ଛେରା ପହଁରା କଲେ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ହେଉଛି ପବିତ୍ର ରଥଯାତ୍ରା । ତିନି ଠାକୁର ଶ୍ରୀମନ୍ଦିରରୁ ବାହାରି ସିଂହଦ୍ୱାର ଆଗରେ ତିନି ରଥରେ ବିରାଜମାନ କରିଥିବା ବେଳେ ରଥ ଉପରେ ଅନୁଷ୍ଠିତ ହୋଇଯାଛି ମହାପ୍ରଭୁଙ୍କ ଛେରା ପହଁରା ନୀତି । ଗଜପତି ମହାରାଜ ଦିଂବ୍ୟସିଂହ ଦେବ ତିନି ରଥରେ ଛେରା
Read More...

ଦୟାନଦୀ ପଠାରୁ ୬୦କେଜି ଓଜନର ବାଲିକଇଁଛ ଉଦ୍ଧାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତ ବିନ୍ଧା-ରଘୁନାଥପୁର ସନ୍ନିକଟ ଦୟାନଦୀ ପଠାରୁ ସୋମବାର ଏକ ୬୦କେଜି ଓଜନର ବାଲିକଇଁଛକୁ ଗ୍ରାମବାସୀଙ୍କ ସହଯୋଗରେ ବନବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏହି କଇଁଛଟିର ଲମ୍ବ ୪ଫୁଟ୍‍ ୩ଇଞ୍ଚ
Read More...

ଏଥର ରଥ ଟାଣିବେ ସେବାୟତ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କେବଳ ପୁରୀରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ରାଜ୍ୟ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ଏଥର କେବଳ ସେବାୟତମାନେ ହିଁ ରଥ ଟାଣିପାରିବେ
Read More...

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତବର୍ଷ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରଥଯାତ୍ରା ସହ ସଂପୃକ୍ତ ସମସ୍ତଙ୍କ କରୋନା ପରୀକ୍ଷା ଆସନ୍ତା ୮ ରୁ
Read More...

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ତିନି ଦିନଆ ପୁରୀ ଗସ୍ତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନି ଦିନିଆ ଗସ୍ତରେ ପୁରୀରେ ପହଞ୍ଚିଛନ୍ତି । ତେବେ ଏହି ଅବସରରରେ ରାଜଭବନର ନବୀକରଣ ଭବନକୁ ସେ ଉଦଘାଟନ କରିଥିବା ବେଳେ ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଭଵନ ପରିସରରେ ଥିବା ଶୀଲା
Read More...

ଗରିବ ପରିବାରକୁ ସହାୟତା ପ୍ରଦାନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକ ଅଧିନସ୍ଥ ବିଶ୍ୱନାଥ ପୁର ପଂଚାୟତ ବ୍ରାହ୍ମଣପଡା ଗ୍ରାମର ଗରିବ ପରିବାର ପିତାମ୍ବର ମହାପାତ୍ରଙ୍କ ପରିବାରକୁ ସହାୟ ହେଲେ ଦୁଇ ଯୁବ ସମାଜସେବୀ ବିଭୁ ପ୍ରସାଦ ନନ୍ଦ ଓ ଅମ୍ଲାନ ଅଭିଜିତ୍ ଶତପଥୀ ।
Read More...