Browsing Tag

puri news

ରଥଖଳାରେ କାମ କରୁଥିବା ବେଳେ ସେବାୟତଙ୍କ କଟିଗଲା ଆଙ୍ଗୁଠି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ରଥଖଳାରେ କାମ କରୁଥିବା ସମୟରେ ସେବାୟତ ବିଷ୍ଣୁପ୍ରସାଦ ଭୋଇଙ୍କର ଡାହାଣ ହାତ ଆଙ୍ଗୁଠି କଟି ଯାଇଥିବା ଜଣାପଡିଛି । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Read More...

ସ୍ନାନ ପରେ ଅଣସର ଘରେ ଶ୍ରୀଜିଉ

ପୁରୀ : ସ୍ନାନ ପରେ ଅଣସର ଘରେ ଏବେ ଶ୍ରୀଜିଉ । ସ୍ନାନଯାତ୍ରାରେ ଶହେ ଆଠ ଗରା ସୁବାସିତ ଜଳରେ ଠାକୁର ସ୍ନାନ କଲେ । ସ୍ନାନପରେ କାଲିଠାରୁ ଚତୁର୍ଦ୍ଧା ମୂର୍ତ୍ତି ଅସୁସ୍ଥ ହୋଇପଡିଥିବା ବେଳେ ରାତି ୨ଟାରେ ଅଣସର ପିଣ୍ଡିକୁ ଠାକୁରମାନଙ୍କୁ ନିଆଯାଇଛି । ଅଣସର ଘରକୁ ନେବା ପରେ ଶ୍ରୀଜିଉଙ୍କ ସୁନା
Read More...

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଚତୁର୍ଦ୍ଧାମୁରତିଙ୍କ ପ୍ରତ୍ୟକ୍ଷ ସ୍ନାନକୁ ଦର୍ଶନ କରିବେ ଭକ୍ତ । ବଡ଼ଦେଉଳ ରତ୍ନ ସିଂହାସନରେ ବର୍ଷତମାମ ମହାପ୍ରଭୁଙ୍କ ସ୍ନାନବିଧି ପାଳନ ହୋଇ ଆସୁଛି । ଦେବସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ
Read More...

ସ୍ନାନଯାତ୍ରା ପାଇଁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ବିଭିନ୍ନ ସ୍ଥାନରେ ଲାଗିବ ୪୦ରୁ ଅଧିକ ସିସିଟିଭି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ନାନଯାତ୍ରା ପାଇଁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ବିଭିନ୍ନ ସ୍ଥାନରେ ଲାଗିବ ୪୦ରୁ ଅଧିକ ସିସିଟିଭି । ମୁତୟନ ହେବେ ୫୨ ପ୍ଲାଟୁନ ପୋଲିସ ଫୋର୍ସ । ଏହା ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍‌ପି, ୨୧ ଡିଏସ୍‌ପି, ୫୦ ଇନ୍ସପେକ୍ଟର, ୨୭୦
Read More...

ରଥଖଳାରେ ସରିଲା ଗୟଳ ମୋଡ଼ା, ଆଜି ଯୋକା ବୁଲିବ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥ ନିର୍ମାଣ କାମ ଏବେ ଜୋର ଧରିଛି । ରବିିବାର ରଥରେ ଗୟଳ ମୋଡ଼ା କାର୍ଯ୍ୟ ସରିଛି । ରଥଖଳାରେ ଦୁଆରଘଡ଼ା କାମ ଆରମ୍ଭ ହୋଇଛି । ଅଂଳା କାମ ଆରମ୍ଭ କରିଛନ୍ତି ବିଶ୍ୱକର୍ମା । ଚନ୍ଦ୍ରଶାଳିରେ ଲାଗିଥାଏ ଅଂଳା । ଦୁଆରଘଡ଼ାର ଉପରଅଂଶ ଚନ୍ଦ୍ରଶାଳି । ତିନି ରଥର
Read More...

ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସମୁଦ୍ରରେ ସ୍ନାନ କରିବା ବେଳେ ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ । ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ଵଳ ଦାସ । ସମୁଦ୍ର କୂଳରେ ମୁତୟନ ଥିବା ଲାଇଫ ଗାର୍ଡମାନେ ଜେଟ୍ ସ୍କି ମାଧ୍ୟମରେ ଗଭୀର ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି
Read More...

ସମୁଦ୍ରରେ ଗାଧୋଉଥିବା ବେଳେ ୫ ପର୍ଯ୍ୟଟକ ଆହତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚୈତନ ଛକ ବେଳାଭୂମିଠାରୁ ଲାଇଟ୍ ହାଉସ ବେଳାଭୂମି ସମୁଦ୍ରରେ ପର୍ଯ୍ୟଟକ ଗାଧୋଉଥିବା ସମୟରେ ଜେଲିଫିସ ଲାଗି ୫ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏହି ସମୟରେ କିଛି ପର୍ଯ୍ୟଟକ ଜେଲିଫିସ ଆକ୍ରମଣର ଶିକାର ହୋଇଛନ୍ତି । ଜେଲିଫିସର ଲାଳ ଲାଗି ସେମାନେ ଆହତ
Read More...

ଆଜି ମହାପ୍ରଭୁଙ୍କ ଗୁଆଲି ଯାତ୍ରା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ମହାପ୍ରଭୁଙ୍କ ଗୁଆଲି ଯାତ୍ରା ଅବସରରେ ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପଟୁଆରରେ ଦେବଦମ୍ପତି ନଗର ପରିକ୍ରମା କରିବେ । ଶନିବାର ରୁକ୍ମିଣୀରୂପୀ ମା' ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ବିବାହ
Read More...

ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତାକାଲି ଜ୍ୟେଷ୍ଠ ଶୁକ୍ଲ ଅଷ୍ଟମୀ ତିଥିରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିବ । ଅପରାହ୍ନ ଘ.୪ଟା ରୁ ସନ୍ଧ୍ୟା ଘ.୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
Read More...

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍‌ଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍‌ପିଙ୍କ ସମେତ ବିଭିନ୍ନ ସେବାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଦସ୍ୟ
Read More...