Browsing Tag

puri news

ଅଧିକାରୀମାନେ ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବାକୁ ଆର୍‌ଡିସିଙ୍କ ପରାମର୍ଶ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଅଧିକାରୀମାନେ ବିଭିନ୍ନ ଗସ୍ତରେ ଗଲା ବେଳେ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ସୁବିଧା ଅସୁବିଧାକୁ ଅନୁଧ୍ୟାନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ପରାମର୍ଶ ଦେଇଛନ୍ତି । ଆଜି
Read More...

୮ ଫୁଟ୍‌ର ଅଜଗର ଉଦ୍ଧାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପେଣ୍ଠକଟା ମେରାଇନ୍‌ ଥାନା ଅଧୀନ ସମଙ୍ଗରା ଗ୍ରାମ ନିକଟରୁ ଏକ ଅଜଗର ଉଦ୍ଧାର ହୋଇଥିବା ଜଣାପଡିଛି । ମଙ୍ଗଳବାର ମାଳତୀପାଟପୁର ବାଇପାସ୍‌ ରାସ୍ତା ପାଖରୁ ୮ ଫୁଟ୍‌ର ଅଜଗରକୁ ଉଦ୍ଧାର କରିଛି ବନବିଭାଗ । ଅପରାହ୍ଣରେ ଅଜଗରଟି ଗହୀର ଦେଇ ଗାଁ ଆଡ଼କୁ ଯାଉଥିଲା
Read More...

ମହୋଦଧି ଆରତୀ ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ୨୦୨୩ ମସିହା ଜାନୁଆରୀ ମାସ ୬ ତାରିଖରେ ବାର୍ଷିକ ମହୋଦଧି ଆରତୀ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର
Read More...

ବ୍ରାଉନସୁଗାର ଜବତ, ୧ ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଅବକାରୀ ଥାନା ଉପନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ପିପିଲି ଥାନା ଅଧୀନ ଜଗନ୍ନାଥପୁର ଛକରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଚଢ଼ାଉ କରି ୯୬ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏଥିସହ ପ୍ରଦୀପ୍ତ
Read More...

ପୁରୀରୁ ଶୁଭାରମ୍ଭ ହେଲା ଟୁର ଡି କଳିଙ୍ଗର ସାଇକେଲ ଯାତ୍ରା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ବ୍ଲୁ ଫ୍ଲାଗ ବିଚରୁ ଆରମ୍ଭ ହୋଇଛି ଟୁର ଡି କଳିଙ୍ଗ ସାଇକେଲ ଟିମ୍‌ର ଚତୁର୍ଥ ସଂସ୍କରଣର ଯାତ୍ରା । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହାର ଶୁଭାରମ୍ଭ କରିଛନ୍ତି । ଚଳିତ ମାସ ୧୧ ତାରିଖରୁ ଟୁର ଡି କଳିଙ୍ଗ ଟିମ୍‌ ଭୁବନେଶ୍ୱରରୁ ପୁରୀ
Read More...

ଜିଲ୍ଲାସ୍ତରୀୟ କ୍ରୀଡା ମହୋତ୍ସବ ‘ଉତ୍ସାହ-୨୦୨୨’ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ତାଳବଣିଆ ସ୍ଥିତ କ୍ରୀଡା ବିଭାଗ ଅଧୀନ ଖେଳପଡିଆରେ ପୁରୀ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ୯୮ ଜଣ ପ୍ରତିଯୋଗୀଙ୍କୁ ନେଇ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ଉତ୍ସାହ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ବ୍ରାଉନସୁଗାର ଜବତ, ୨ ଯୁବକ ଗିରଫ

ପୁରୀ : ପୁରୀରୁ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ଅବକାରୀ ବିଭାଗର ସ୍କ୍ୱାର୍ଡ ପୁରୀର ଗଙ୍ଗାରାମ ନୂଆସାହିରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ମାମଲାରେ ନୂଆସାହିର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ୨ ଯୁବକଙ୍କ ବୟସ ୧୮ ବର୍ଷ ହେବ ।
Read More...

ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାହିତ୍ୟକାର ଲୋକନାଥ ମିଶ୍ର ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ
Read More...

ପୁରୀରେ ଖୋ ଖୋ ଦଳର ପ୍ରଶିକ୍ଷଣ କ୍ୟାମ୍ପ

ପୁରୀ : ଆସନ୍ତା ଜାନୁଆରୀ ୩୧ରୁ ଫେବୃଆରୀ ୧୧ ଯାଏ ମଧ୍ୟପ୍ରଦେଶ ଠାରେ ଖେଲୋ ଇଣ୍ଡିଆ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ସରକାର ଓ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ପୁରୀରେ ପ୍ରଥମଥର ପାଇଁ ରାଜ୍ୟ ଖୋ ଖୋ ଦଳର କ୍ୟାମ୍ପ ଆୟୋଜନ କରାଯାଇଛି । ଏହି କ୍ୟାମ୍ପ ପୁରୀ ଜିଲ୍ଲା ସ୍କୁଲ ପଡିଆ ଠାରେ
Read More...

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶରଧାବାଲିର ମୁକ୍ତାକାଶ ରଂଗ ମଞ୍ଚରେ ଶିଶୁ ମହୋତ୍ସବ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉନବିଂଶତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର । ଶିଶୁ ମନରେ ଓଡ଼ିଶା, ଓଡ଼ିଆ ଭାଷା ଓ ସଂସ୍କୃତିକୁ ଭଲପାଇବାର
Read More...