Browsing Tag

pib news

୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା

ଭାରତ ପ୍ରମୁଖ ମାଇଲ୍ ଖୁଂଟ ଅତିକ୍ରମ କରିଛି, ଏବେ ସୁଦ୍ଧା ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତାଏହି ସଂଖ୍ୟା ନବସୃଜନ ଏବଂ ବିକାଶ ଗତିଶୀଳତାର ପରିକଳ୍ପିତ ଶକ୍ତିର ପ୍ରମାଣ ଦେଇଥାଏ : ଶ୍ରୀ ପୀୟୁଷ ଗୋୟଲପ୍ରାରମ୍ଭିକ ପର୍ଯ୍ୟାୟରେ ୮୦୮ ଦିନରେ ୧୦ହଜାର ଷ୍ଟାର୍ଟଅପ୍‌ସକୁ ମାନ୍ୟତା
Read More...

ଏମଏସଏମଇର ଉଦ୍ୟମ ପୋର୍ଟାଲ୍ ଏକ କୋଟି ପଞ୍ଜିକରଣର ସଫଳତା ହାସଲ କରିଛି

ନୂଆଦିଲ୍ଲୀ, (ପିଆଇବି) : ଏମଏସଏମଇ ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ ୧ କୋଟି ପଞ୍ଜିକରଣ ମାଇଲଖୁଣ୍ଟକୁ ହାସଲ କରିଛି । ଉଦ୍ୟମ ପଞ୍ଜିକରଣ ପୋର୍ଟାଲକୁ ୧ ଜୁଲାଇ ୨୦୨୦ ରେ ଶୁଭାରମ୍ଭ କରାଯାଇଛି । ସଂଶୋଧିତ ସଂଜ୍ଞା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି ।
Read More...

ମାଳଦୀପ ରାଷ୍ଟ୍ରପତିଙ୍କ ଭାରତକୁ ସରକାରୀ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବାର୍ତ୍ତା

ନୂଆଦିଲ୍ଲୀ, (ପିଆଇବି) :ମହାମହିମ ମୋର ବନ୍ଧୁ ରାଷ୍ଟ୍ରପତି ସୋଲିହଉଭୟ ପ୍ରତିନିଧିଦଳର ସଦସ୍ୟ ବୃନ୍ଦଗଣମାଧ୍ୟମ ପ୍ରତିନିଧିଗଣନମସ୍କାର :ପ୍ରଥମେ ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ସୋଲିହ ଓ ତାଙ୍କ ପ୍ରତିନିଧି ମାନଙ୍କୁ ଭାରତକୁ ସ୍ୱାଗତ ଜଣାଉଛି । ଗତ କିଛିବର୍ଷ ମଧ୍ୟରେ ଭାରତ ମାଳଦୀପ ମଧ୍ୟରେ
Read More...

ଓଏନ୍ଓଆର୍ସିରେ ୭୭ କୋଟିରୁ ଅଧିକ ପୋର୍ଟେବଲ୍ କାରବାର ରେକର୍ଡ

ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ ଯୋଜନା (ଓଏନ୍ଓଆର୍ସି)ରେ ୭୭ କୋଟିରୁ ଅଧିକ ପୋର୍ଟେବଲ୍ କାରବାର ରେକର୍ଡ କରାଯାଇଛି୮୦ କୋଟି ହିତାଧିକାରୀ ପ୍ରତି ମାସରେ ପ୍ରାୟ ୩ କୋଟି ପୋର୍ଟେବିଲିଟ୍ ରେକର୍ଡ କରୁଥିବା ଓଏନ୍ଓଆର୍ସିର ଲାଭ ପାଇଥାନ୍ତିଏହି ଯୋଜନା ଆସନ୍ତା ସପ୍ତାହରେ ସଫଳ ଶୁଭାରମ୍ଭର ୩
Read More...

୨୦୨୨ ଜୁଲାଇ ମାସରେ ସକଳ ଜିଏସଟି ରାଜସ୍ୱ ସଂଗ୍ରହ ୧,୪୮,୯୯୫ କୋଟି ଟଙ୍କାରେ ପହଞ୍ଚିଲା

● ଜୁଲାଇ ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ଦ୍ବିତୀୟ ସର୍ବାଧିକ, ଗତ ବର୍ଷ ସମାନ ମାସ ତୁଳନାରେ ୨୮% ଅଧିକ● ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ (ବସ୍ତୁ ଆମଦାନୀ ଉପରେ ଲାଗୁଥିବା ଜିଏସଟିକୁ ଛାଡ଼ି) ନୂଆଦିଲ୍ଲୀ, (ପିଆଇବି) : ୨୦୨୨ ଜୁଲାଇ ମାସରେ ୧
Read More...

ଅଭିଯୋଗ ସମାଧାନ ସମୟସୀମା ୪୫ ଦିନରୁ ୩୦ ଦିନକୁ ହ୍ରାସ

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନାଗରିକଙ୍କ ଅଭିଯୋଗର ଉପଯୁକ୍ତ କାର୍ଯ୍ୟାନ୍ୱୟନ ପାଇଁ ସାଧାରଣ ଅଭିଯୋଗ ସମାଧାନର ସମୟସୀମା ୪୫ ଦିନରୁ ୩୦ ଦିନକୁ ହ୍ରାସ କରାଯାଇଛି ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଡିଏଆରପିଜିଙ୍କ ଓଏମ ଦ୍ୱାରା ଜାରି ଆଦେଶ ଅନୁଯାୟୀ
Read More...

କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ୩୯ତମ ବୈଠକ ଅନୁଷ୍ଠିତ

ଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ୩୯ତମ ବୈଠକ ଗତକାଲି ଜାତୀୟ ପ୍ରାଣୀ ଉଦ୍ୟାନ, ନୂଆ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଶ୍ରୀ ଲୀଲା ନନ୍ଦନ,
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ବିଦ୍ୟୁତ୍ ବିତରଣ ଯୋଜନାର ଶୁଭାରମ୍ଭ

● “ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟ-ପାୱାରଅ୨୦୪୭” କାର୍ଯ୍ୟକ୍ରମର ଉଦ୍ୟାପନ ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ● ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏନ୍ଟିପିସିର ୫୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ସବୁଜ ଊର୍ଜା ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ● “ଜାତୀୟ ସୋଲାର ରୁଫଟପ୍
Read More...

ପ୍ରଥମ ସର୍ବଭାରତୀୟ ଆଇନ ସେବା କର୍ତ୍ତୃପକ୍ଷ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନୀ ଅଭିଭାଷଣ

“ବ୍ୟବସାୟିକ ସୁଲଭତା, ସହଜ ଜୀବନଧାରଣ ଭଳି ନ୍ୟାୟ ପ୍ରାପ୍ତିରେ ସୁଲଭତା ମଧ୍ୟ ସମାନ ଭାବେ ଦେଶର ଅମୃତ ଯାତ୍ରା କାଳରେ ଗୁରୁତ୍ୱପୂର୍ଣ୍ଣ ”“ଦେଶରେ ନ୍ୟାୟିକ ଭିତ୍ତିଭୂମି ମଜବୁତ କରିବା ପାଇଁ ଗତ ଆଠ ବର୍ଷ ମଧ୍ୟରେ ଦୃତ ଗତିରେ କାର୍ଯ୍ୟ ହୋଇଛି ”“ଆମ ନ୍ୟାୟିକ ପଦ୍ଧତି ପ୍ରାଚୀନ ଭାରତୀୟ
Read More...

ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନର ୨ବର୍ଷ ପୂର୍ତ୍ତି

ରାଷ୍ଟ୍ରୀୟ ଶିକ୍ଷା ନୀତି ଏକ ସଶକ୍ତ ଏବଂ ଆତ୍ମନିର୍ଭର ଭବିଷ୍ୟତ ପାଇଁ ମୂଳଦୁଆ ପକାଉଛି -ଅମିତ ଶାହମାକାଉଲେଙ୍କ ପରାଧୀନ ମାନସିକତାକୁ ବଦଳାଇ ଭାରତର ସ୍ୱାଧୀନମାନସିକତାକୁ ବିକଶିତ କରିବା ଶିକ୍ଷା ନୀତିର ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• ଶିକ୍ଷା ଓ ଦକ୍ଷତା ବିକାଶ ସହ ସମ୍ବନ୍ଧିତ ୧୦ଟି
Read More...