Browsing Tag

pib news

ମତଦାନ ଆରମ୍ଭରୁ ମତଦାତାଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ : ମିଳିଲା ଉତ୍ସାହଜନକ ରିପୋର୍ଟ ଓ ଭିଡିଓ

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅପରାହ୍ଣ ଗୋଟାଏ ସୁଦ୍ଧା ଉଲ୍ଲେଖନୀୟ ହାରରେ ହେଲା ମତଦାନସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତରେ ଭୋଟରମାନେ ଉତ୍ସବର ଭାବନା ନେଇ କଲେ ମତଦାନ ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ସାଧାରଣ ନିର୍ବାଚନର ପ୍ରଥମ…
Read More...

ଦ୍ୱିତୀୟ ପର୍ଯ୍ୟାୟର ୨୫୦ରୁ ଅଧିକ ପର୍ଯ୍ୟବେକ୍ଷକଙ୍କ ସହ ଭିଡିଓ କନଫରେନ୍ସିଂ କରି ନିର୍ବାଚନ କମିଶନ ସୁରୁଖୁରୁରେ, ଅବାଧ…

୨୬ ଏପ୍ରିଲ ୨୦୨୪ରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବବିଶେଷ କରି ଗରମର ମୁକାବିଲା କରିବା ପାଇଁ ମତଦାନ କେନ୍ଦ୍ରରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରିବା ନିମନ୍ତେ ନିର୍ଦ୍ଦେଶ ନୂଆଦିଲ୍ଲୀ, (ପିଆଇବି)…
Read More...

ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଏକମାସ ପରେ ସ୍ଥିତି ଜଣାଇଲେ ନିର୍ବାଚନ ଆୟୋଗ

● ସମସ୍ତ ଦଳ/ପ୍ରାର୍ଥୀଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉଛି; ସମସ୍ତଙ୍କୁ ସମାନ ସୁଯୋଗ ଯୋଗାଇ ଦେବା ଏକମାତ୍ର ମାର୍ଗଦର୍ଶିକା● ଆଇନଗତ - ନ୍ୟାୟିକ ପ୍ରକ୍ରିୟାକୁ ଅତିକ୍ରମ କରିବା କିମ୍ବା ଏଥିପାଇଁ ଚେଷ୍ଟା କରିବେ ନାହିଁ ଆୟୋଗ● ସତର୍କତାକୁ ଆହୁରି କଡ଼ାକଡ଼ି କରାଯିବ ଏବଂ…
Read More...

୭୫ ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କଲେ ନିର୍ବାଚନ ଆୟୁକ୍ତ

● ୨୦୨୪ ସାଧାରଣ ନିର୍ବାଚନ ସମୟରେ ମତଦାତାଙ୍କୁ ପ୍ରଲୋଭନ ବିରୋଧରେ ନିର୍ବାଚନ ଆୟୁକ୍ତଙ୍କ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଜାରି● ଅର୍ଥବଳ ଉପରେ ନିର୍ବାଚନ ଆୟୁକ୍ତଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ମାର୍ଚ୍ଚ ପହିଲାରୁ ଦୈନିକ ୧୦୦ କୋଟି ଟଙ୍କା ଲେଖାଏଁ ଜବତ● ମତଦାନ ଆରମ୍ଭ ହେବା ପୂର୍ବରୁ ଜବତ…
Read More...

୧୯ ଏପ୍ରିଲରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ମତଦାନ

୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଅରୁଣାଚଳ ଓ ସିକ୍କିମର ୯୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ଭୋଟ୍ ଗ୍ରହଣଏପ୍ରିଲ ୧୯, ୨୦୨୪ରେ ସୁରୁଖୁରୁରେ, ଅବାଧ ଏବଂ ନିରପେକ୍ଷ ମତଦାନ ସୁନିଶ୍ଚିତ କରିବାକୁ ୩୫୦ରୁ ଅଧିକ ପର୍ଯ୍ୟବେକ୍ଷକଙ୍କୁ ନିର୍ବାଚନ…
Read More...

ଲୋକସଭା ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି

● ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ ଆସନ ଏବଂ ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯ ବେତୁଲ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ୭ ମେ ୨୦୨୪ରେ ହେବ ମତଦାନ● ସମସ୍ତ ୧୨ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର…
Read More...

ଡାଲିର ସାପ୍ତାହିକ ଷ୍ଟକ୍ ଘୋଷଣା ଲାଗୁ କରିବାକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରର ନିର୍ଦ୍ଦେଶ

ପ୍ରମୁଖ ବନ୍ଦର ଓ ଡାଲି ଶିଳ୍ପ କେନ୍ଦ୍ର ଗୋଦାମରେ ମହଜୁଦ ଥିବା ଡାଲି ଯାଞ୍ଚ କରାଯାଉ : ଖାଉଟି ବ୍ୟାପାର ବିଭାଗଷ୍ଟକ୍ ସୂଚନା ପୋର୍ଟାଲରେ ମିଥ୍ୟା ତଥ୍ୟ ଦେଉଥିବା ଷ୍ଟକ ହୋଲ୍ଡିଂ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ : ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନୂଆଦିଲ୍ଲୀ,…
Read More...

ଶାନ୍ତିପୂର୍ଣ୍ଣ ଏବଂ ପ୍ରଲୋଭନମୁକ୍ତ ସାଧାରଣ ନିର୍ବାଚନ ୨୦୨୪ ସୁନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

● ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟମାନଙ୍କୁ ଦିଆଗଲା ଆଦେଶ● ଚୋରା ମଦ, ନଗଦ ଟଙ୍କା, ନିଶା ଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଓ ମାଗଣା ସାମଗ୍ରୀ ପରିବହନକୁ ରୋକିବା ପାଇଁ…
Read More...

ମିଥ୍ୟା ବନାମ ତଥ୍ୟ : ଔଷଧ ଦରରେ ଉଲ୍ଲେଖନୀୟ ବୃଦ୍ଧି ଦାବି କରୁଥିବା ଗଣମାଧ୍ୟମ ରିପୋର୍ଟ ମିଥ୍ୟା ଓ ବିଭ୍ରାନ୍ତିକର

• ହୋଲ୍‌ସେଲ୍‌ ମୂଲ୍ୟ ସୂଚକାଙ୍କ ଆଧାରରେ ଏନ୍‌ପିପିଏ ବାର୍ଷିକ ଅନୁସୂଚିତ ଔଷଧର ସର୍ବୋଚ୍ଚ ମୂଲ୍ୟ ସଂଶୋଧନ କରିଥାଏ• ଡବ୍ଲ୍ୟୁପିଆଇ ୦.୦୦୫୫୧% ବୃଦ୍ଧି ଆଧାରରେ ୭୮୨ଟି ଔଷଧର ପ୍ରଚଳିତ ସର୍ବୋଚ୍ଚ ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ୫୪ଟି ଔଷଧର ମୂଲ୍ୟରେ ୦.୦୧ ଟଙ୍କା(ଏକ…
Read More...

ଆର୍‌ବିଆଇ @୯୦ର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକୀ ମୁଦ୍ରା ଉନ୍ମୋଚନଦେଶର ଅଭିବୃଦ୍ଧି ଧାରାକୁ ଆଗେଇ ନେବାରେ ରିଜର୍ଭ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।ଆର୍‌ବିଆଇ ଉଭୟ ସ୍ୱାଧୀନତା ପୂର୍ବରୁ ଓ ପରବର୍ତ୍ତୀ ଯୁଗର ସାକ୍ଷୀ ହୋଇଛି ଏବଂ ନିଜର ବୃତ୍ତିଗତ ଆଭିମୁଖ୍ୟ ଏବଂ…
Read More...