Browsing Tag

phulbani news

ତହସିଲଦାରଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ

ଫୁଲବାଣୀ : କନ୍ଧମାଳ ଜିଲା କ.ନୂଆଗାଁ ଥାନା ରାଇକିଆ ଓ ନୂଆଗାଁ ଛକ ଠାରେ ତହସିଲଦାରଙ୍କ ସରକାରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଗତକାଲି ସକାଳୁ କୌଣସି ଏକ ସରକାରୀ କାମରେ ତହସିଲଦାର ଫୁଲବାଣୀ ଆସି ପୁଣି ନିଜ କାର୍ଯ୍ୟାଳୟକୁ ଫେରୁଥିବା ବେଳେ କ.ନୂଆଗାଁର ଡିମିରିକିଆ ନିକଟରେ
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର କ. ନୂଆଁଗା ବ୍ଲକ୍ ଅନ୍ତର୍ଗତ ସାରଙ୍ଗଗଡ ଠାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ କଅଁରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବୁଥ୍ ସ୍ତରରେ କିଭଳି ଭାବରେ ଯୁବକମାନଙ୍କୁ ଅଧିକରୁ ଅଧିକ ଭାରତୀୟ ଜନତା ପାର୍ଟି ସହ
Read More...

କନ୍ଧମାଳରେ ଛତିଶଗଡ ହାର୍ଡକୋର୍‌ ମାଓବାଦୀର ଆତ୍ମସମର୍ପଣ

ଫୁଲବାଣୀ : ଛତିଶଗଡ ହାର୍ଡକୋର୍‌ ମାଓବାଦୀ ଅଶୋକ ପୁନେ (୨୯) କନ୍ଧମାଳ ଏସ୍‌.ପି.ବିନୀତ ଅଗ୍ରୱଲାଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ କରିବାପରେ ଏସ୍‌.ପି.ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି । ଅଶୋକର ନିଜ ଘର ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ବସାଗୁଡା ଥାନା
Read More...

ପୁଣି ନିଜର ସ୍ଥିତି ଜାହିର କଲା ଲାଲବାହିନୀ

ଫୁଲବାଣୀ : ପୁଣି କନ୍ଧମାଳରେ ନିଜର ସ୍ଥିତି ଜାହିର କଲା ଲାଲବାହିନୀ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ମାଶ୍ରୀପଡା ଠାରୁ କରାଣ୍ଡିବାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେ ଲାଗିଥିବା ଟ୍ରାକ୍ଟର ଓ ଜେସିବିକୁ
Read More...

ସାଂବାଦିକ ଆଶୁତୋଷ ବେହେରାଙ୍କ କୋଭିଡ୍ ସଂକ୍ରମଣରେ ପରଲୋକ

ଫୁଲବାଣୀ : ଫୁଲବାଣୀ ସହର ସାଂବାଦିକ ଆଶୁତୋଷ ବେହେରା(୪୫)ଙ୍କ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ପରଲୋକ ହୋଇ ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କରୋନା ଆକ୍ରାନ୍ତ ଯୋଗୁଁ ଗତ ୨୦ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର
Read More...

ଜଳିଗଲା ଚଳନ୍ତା ବସ୍‌ ରୁଦ୍ରକାଳୀ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଫୁଲବାଣୀ : ଜଳିଗଲା ଚଳନ୍ତା ବସ୍‌ ବୋଲି ଖବର ମିଲିଛି ସୂଚନା ଯୋଗ୍ୟ ଯେ, ଆଜି ସକାଳେ 'ରୁଦ୍ରକାଳୀ' ନାମକ ଏକ ଘରୋଇ ବସ୍‌ଟି ଏମ୍‌ ରାମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗିବାଡି ଛକରେ ନିଆଁ
Read More...

ଜାଡ଼ ପ୍ରବଳ : ଥରୁଛି କନ୍ଧମାଳ

ଫୁଲବାଣୀ : ପ୍ରବଳ ଜାଡ଼, ଥରୁଛି କନ୍ଧମାଳ । ପ୍ରବଳ ଶୀତ ଯୋଗୁଁ ଫୁଲବାଣୀରେ ତୁଷାରପାତ ହୋଇଥିବା ସୂଚନା ରହିଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ମାତ୍ରାରେ ତୁଷାରପାତ ହୋଇଥିଲା । ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ଏହି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି।
Read More...

ଏବିଭିପି ପକ୍ଷରୁ ବିକ୍ଷୋଭ : ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନିନ୍ଦା

ଫୁଲବାଣୀ : ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନିନ୍ଦା କରି କନ୍ଧମାଳ ଏବିଭିପି ବିକ୍ଷୋଭ ପ୍ରଦର୍ଶନ କରିଛି । ଅର୍ଣ୍ଣବଙ୍କୁ ଅଗଣତାନ୍ତ୍ରିକ ଗିରଫ ଓ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି ଜିଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ ଆଜି ଜିଲାପାଳଙ୍କ
Read More...

ମୁହାଁମୁହିଁ ୨ କାର୍‌‌ ଧକ୍କା : ୨ ମୃତ, ୬ ଗୁରୁତର

ଫୁଲବାଣୀ : ଦୁଇଟି କାର୍‌ ମୁହାଁମୁହିିଁ ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା କଳିଙ୍ଗିଆ - ଉଦୟଗିରି ରାସ୍ତାର ରାଇପଦା ଗାଁ ନିକଟ ବୁଲାଣି ରାସ୍ତାରେ ଦୁଇ କାର୍‌‌ ମଧ୍ୟରେ
Read More...