ସାପ କାମୁଡାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ଫୁଲବାଣୀ : କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ରାଣୀପଥର ଗ୍ରାମରେ ଏକ ଦୁଃଖ ଦାୟକ ଘଟଣା ଘଟିଯାଇଛି । ସୂଚନା ଅନୁସାରେ ସୋମବାର ରାତିରେ ଗ୍ରାମର ଦମ୍ପତି ଦ୍ୱୟ ସାଗର ମଳିକ ଓ ପତ୍ନୀ ଅନୁସୟା ମଳିକ ନିଜ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ!-->…
Read More...
Read More...