Browsing Tag

patnagrh news

ଜନମ ମାଏଟ ବଚାଓ ସଂଘର୍ଷ ସମିତିର ନୁଆଁଖାଇ ଭେଟଘାଟ

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ବଥର୍ଲା ପଞ୍ଚାୟତ ବଞ୍ଜାରୀ ଅଲେଖ ମହିମା ବାବା ମଠ ଠାରେ ଜନମ ମାଏଟ ବଚାଓ ସଂଘର୍ଷ ସମିତିର ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସଭା ପୂର୍ବରୁ ଦେବାଦେବୀ ପୂଜନ ପରେ ସମିତିର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଣ ତିରିଶ
Read More...

ଚଙ୍ଗରିଆ ଗ୍ରାମ ପଂଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହେଲେ ସୁଶୀଲ କୁମାର ଗୁରୁ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଗ୍ରାମ ପଂଚାୟତରେ ସରପଞ୍ଚ ଅଶାୟୀ ପ୍ରାର୍ଥୀ ଭାବେ ଲଙ୍ଗଳ ଚି଼ହ୍ନରେ ଛିଡା ହୋଇ ପ୍ରତିଦ୍ୱନ୍ଦୀତା କରି ନିର୍ବାଚିତ ହୋଇଛନ୍ତି । ସେ ମୋଟ ୬୪୨ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କ
Read More...

ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଝୁଲେନବର ଗାଁର ଅନତି ଦୂରରେ ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଟ୍ରକ୍ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି କରିଛି । ସୂଚନା ଅନୁସାରେ ଗତ ଗୁରୁବାର ବିଳମ୍ବିତ
Read More...

ଜିଲ୍ଲା ପରିଷଦ ପାଇଁ ଫର୍ମ କିଣିଲେ ୧୭ ଆଶାୟୀ

ପାଟଣାଗଡ଼ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିିୟା ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ପାଟଣାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ୧୭ଟି ନାମାଙ୍କନ ପତ୍ର ବିକ୍ରି ହୋଇଛି । ହେଲେ କୌଣସି ଆଶାୟୀ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା
Read More...

ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ବିଧାୟକ ସରୋଜ

ପାଟଣାଗଡ : ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦେଉଳଗାଁ ଓ ସୁନାମୁଦୀ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ଏବଂ ସମସ୍ତ ଗ୍ରାମକୁ ଯାଇ ଲୋକଙ୍କ ଅସୁବିଧା ବୁଝିଥିଲେ । ଆଗାମୀ ଦିନରେ ଅଂଚଳ ମାନଙ୍କରେ ଥିବା ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ କରିବା
Read More...

ମିଳିତ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରାକୁ ସମର୍ଥନ : ପାଟଣାଗଡ଼ରେ ମିଳିତ ଚାଷୀ ସଂଗଠନ, କଂଗ୍ରେସ ପକ୍ଷରୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରେରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ ମିଳିତ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଡାକରା ପ୍ରଭାବରେ ବଲାଙ୍ଗିର ପାଟଣାଗଡ଼ ଉପଖଣ୍ଡ ବେଲପଡା ଖପ୍ରାଖୋଲ ଆଦି ବ୍ଳକ ଗୁଡିକରେ
Read More...

ପ୍ରାପ୍ୟ ଟଙ୍କା ମାଗିଲେ ମାର୍ଫତଦାରଙ୍କ ଠାରୁ ମିଳୁଛି ଧମକ : ଦେଢ଼ ବର୍ଷ ବିତିଯାଇଥିଲେ ସୁଦ୍ଧା ମିଳୁନି କପା ଚାଷୀଙ୍କ…

ପାଟଣାଗଡ଼, (ଗୋରେଖନାଥ ବରିହା) : କଲାହାଣ୍ଡି ଜିଲ୍ଲା କେଗାଁ ଅଞ୍ଚଳର କିଛି କପା ଚାଷୀ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣ ଧାରଣାରେ ବସି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ରାଧାରମଣ ଜିନିଙ୍ଗ ମିଲରକୁ ତିନି
Read More...

ବେନକେରା ଗାଁରେ ନୂଆଖାଇ ଭେଟଘାଟ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନକେରା ଗାଁ ଠାରେ ମାଁ ସମଲେଶ୍ୱରୀ କ୍ଲବ ପକ୍ଷରୁ ପଞ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ନୃତ୍ୟ ଶିଳ୍ପୀ ଏବଂ ଆଖ ପାଖ ଗାଁର ନୃତ୍ୟ ଶିଳ୍ପୀ ମାନଙ୍କୁ ନେଇ
Read More...

ରେଙ୍ଗାଲଜୁରୀରେ ଖୁଦୁରୁକୁଣୀ ଓଷା ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମରେ ପ୍ରହରୀ ମଣ୍ଡପ ଠାରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଯାଇଛି । ଓଷା ବିଧି ଅନୁସାରେ ଭାଦ୍ରବ ମାସର ପ୍ରତ୍ୟେକ ରବିବାର ସନ୍ଧ୍ୟାରେ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଓଷା ବ୍ରତ ପାଳନ
Read More...

ଲରମ୍ଭା ପଞ୍ଚାୟତର ୧୧୧ ଜଣ ଯୁବ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଲରମ୍ଭା ପଞ୍ଚାୟତର ୧୧୧ ଜଣ ଯୁବ ବିଜେପି ଓ କଂଗ୍ରେସ କର୍ମୀଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ୧୧୧ ଜଣ ଯୁବକଙ୍କ ନିଜ ଟିମ୍ ସହ ମିଶି
Read More...