Browsing Tag

patanagrh news

ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀ ତେଲ ଟାଙ୍କିରୁ ନଳକୂପ ଲଗାଇ ପେଟ୍ରୋଲ ଚୋରି କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଉଷା ଫିଲିଙ୍ଗ ଷ୍ଟେସନ ଇଣ୍ଡିଏନ୍‌ ଅଏଲ୍‌ ପେଟ୍ରୋଲ ପମ୍ପରେ କାମ କରୁଥିବା ଦୁଇ ଜଣ କର୍ମଚାରୀ ତେଲ ଟାଙ୍କିରେ ନଳ କୂପ ଲଗାଇ ପେଟ୍ରୋଲ ଚୋରି କରୁଥିବା ବେଳେ ମାଲିକଙ୍କ ହାତରେ ଧରାପଡ଼ି ଜେଲ ଯାଇଥିବା
Read More...

ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ର ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ବହୁ ଦିନରୁ ଏହି ଅନୁଷ୍ଠାନରେ ଖାଲି ପଡ଼ିଥିବା ଲାଇବ୍ରେରୀଏନ୍‌ ପଦବୀ ପାଇଁ ଆଜି ନୂତନ
Read More...

ଯୋଗିମୁଣ୍ଡାରେ ଧନ୍ୱନ୍ତରୀ ପୂଜା ଓ ବୈଦ୍ୟ ସମ୍ମିଳନୀ

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସ ଲକ୍ଷ୍ମୀମୁଣ୍ଡା ଓ କଲ୍ୟାଣ ରେଙ୍ଗାଲଜୁରୀଙ୍କ ମିଳିତ ଆନୁକୁଲ୍ୟରେ ୮ମ ବର୍ଷ ଧନ୍ୱନ୍ତରୀ ପୂଜା ଓ ବୈଦ୍ୟ ସମ୍ମିଳନୀ ଯୋଗିମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୂଖ୍ୟ ଅତିଥି ଭାବେ
Read More...

କୁତମୁଣ୍ଡା ଗ୍ରାମର ଶତାଧିକ କର୍ମୀ ବିଜେଡିରେ ଯୋଗଦାନ କଲେ

ପାଟଣାଗଡ, (ଗୋରେଖନାଥ ବରିହା) : ବିଜୁ ଜନତା ଦଳର ସୁପ୍ରିମୋ ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହେବା ସହ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ଦିନକୁ ଦିନ ବିଜେଡି ଦଳରେ କର୍ମୀ ସଂଖ୍ୟା
Read More...

ଚଙ୍ଗରିଆ ଓ ଖପ୍ରାଖୋଲ ପଞ୍ଚାୟତର ବିଜେଡି କର୍ମୀଙ୍କୁ ନେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତାହାକୁ ଆଖି ଆଗରେ ରଖି ଗତକାଲି ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଓ ଖପ୍ରାଖୋଲ ପଞ୍ଚାୟତର ଦଳୀୟ କର୍ମୀ ମାନଙ୍କୁ ନେଇ ଏକ ସାଂଗଠନିକ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଠାରେ
Read More...

ପାଟଣାଗଡ ବଡପଡା ଠାରେ ୪ର୍ଥ ତମ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବଡପଡା ଠାରେ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଏହି ବଡପଡାରେ ୪ର୍ଥତମ ବର୍ଷରେ ପଦାର୍ପଣ କରିଥିବା ଗଜଲକ୍ଷ୍ମୀ ପୂଜା ୧୯.୧୦.୨୦୨୧ରୁ କଳସ ସ୍ଥାପନ ସହ ଷୋଡ଼ଶ ଉପଚାରର ପୂଜାର୍ଚ୍ଚନା ପୁରାଣ ଆରମ୍ଭ ହୋଇଥିଲା
Read More...

ବେଲପଡା ପୁଲିସ ଦ୍ୱାରା ୧୫ ଜଣଦାଦନ ଶ୍ରମିକ ଉଦ୍ଧାର

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ପୁଲିସ ଦ୍ୱାରା ୧୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଶ୍ରମିକ ମାନେ ହେଲେ ଲୋଇସିଂହା ଥାନ ଅଞ୍ଚଳର । ଏହି ଶ୍ରମିକ ମାନଙ୍କୁ ବେଲପଡା ବେହେରମୁଣ୍ଡା ଗାଁର ଦାଦନ ଦଲାଲ ଧର୍ମେନ୍ଦ୍ର ରାଉତ ବାହାର ରାଜ୍ୟକୁ ଚାଲାଣ
Read More...

ସୁନାମୁଦି ପଞ୍ଚାୟତର ୮୭ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ଦଳରେ ଯୋଗଦାନ କଲେ

ପାଟଣାଗଡ, (ଗୋରେଖନାଥ ବରିହା) : ବିଜୁ ଜନତା ଦଳର ସଭାପତି ତଥା ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଠାରେ ସୁନାମୁଦି ପଞ୍ଚାୟତର ୮୭ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ଦଳରେ ଯୋଗଦାନ କରିଥିବା
Read More...

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ଜିଲ୍ଲା ଭୁଲିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର…

ପାଟଣାଗଡ, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା କାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଓ ମମିତାଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ବଲାଙ୍ଗିର ଜିଲ୍ଲା ଭୁଲିଆ ସମାଜ ପକ୍ଷରୁ ୩ ଦଫା ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ
Read More...

କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସଭା : ସଂଘ ନୂତନ କର୍ମକର୍ତ୍ତା ଗଠନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧିନରେ କାର୍ଯ୍ୟରତ‌ ସିଜିନାଲ କର୍ମଚାରୀ ମାନଙ୍କ ଆହ୍ୱାନ କ୍ରମେ କେନ୍ଦୁମୁଣ୍ଡି ଠାରେ କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଗୁଣ ବନଛୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...