Browsing Tag

patanagarh news

ପାଟିମାଲ ଗାଁରେ ଅଭାବନୀୟ ଘଟଣା : ବିଷ ପିଇ ଗୋଟିଏ ପରିବାରର ୨ ମୃତ, ୧ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଷ ପାନ କରି ଗୋଟିଏ ପରିବାରର ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଶିଶୁ ଗୁରୁତର ହୋଇ ଡ଼ାକ୍ତରଖାନାରେ
Read More...

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଉପରେ ସଚେତନତା ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ଯୋଗାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ
Read More...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୭୩ ଲିଟର ଦେଶୀ ରନ୍ଧା ମଦ ଜବତ : ୩ ଗିରଫ ସହ କୋର୍ଟ ଚାଲାଣ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଡଙ୍ଗିଆବାହାଲ ଓ ଇଲାପାଲି ଗାଁରୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇବା ପରେ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ
Read More...

ସରକାରୀ ଯୋଜନା ସଫଳ ରୂପାୟନ ପାଇଁ ଉପଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ସମୀକ୍ଷା ବୈଠକ

ପାଟଣାଗଡ, (ଗୋରେଖନାଥବରିହା) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଲୟ ସଭାଗୃହଠାରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପାଟଣାଗଡ ଉପଜିଲ୍ଲାପାଳ ଡ଼ା. ବିଜୟାନନ୍ଦ ସେଠି ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀମସେନ କହଁର, ତହସିଲଦାର ଆଦିତ୍ୟ ପ୍ରସାଦ
Read More...

ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ

ଶିକ୍ଷା ସାଙ୍ଗକୁ ସଂସ୍କାରିତ ଆଚରଣ ହିଁ ଶିକ୍ଷାର ମୂଳ : ବିଇଓ ଶଙ୍କର ମାଝୀ ପାଟଣାଗଡ, (ଗୋରେଖନାଥ ବରିହା) : ଶିକ୍ଷା କ୍ଷେତ୍ରରେ ଶିକ୍ଷାର ଅଗ୍ରଗତି ପାଇଁ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅଧୀନରେ ବଳାଙ୍ଗିରରେ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଉଦ୍‌ଘାଟନି ଉତ୍ସବ
Read More...

ବେଲପଡା ଥାନା ପରିସରରେ ସଫେଇ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ପରିସରରେ ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କ ତତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଫେଇ କାର୍ଯ୍ୟକ୍ରମରେ ଥାନା ହୋମ ଗାର୍ଡ, କନେଷ୍ଟବଳ ଏବଂ ସମସ୍ତ ଷ୍ଟାଫ୍ ସାମିଲ ହୋଇ ସାଗୁଆନ ବଣ ସମେତ ଥାନାର
Read More...

ବଡଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା ଉଦ୍ୟମ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହରାଇଲେ ସାନଭାଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା କୁମାରଖୁନ ଗାଁରେ ଘଟିଛି ଅଭାବନୀୟ ଘଟଣା । ବଡଭାଇର ମୃତ୍ୟୁ ଖବର ପାଇ ବିଷ ପିଇଲେ ସାନଭାଇ । ଗୁରୁତ୍ତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୦ ଘଣ୍ଟା ସମୟରେ
Read More...

ବଡ଼ଭାଇର ମୃତ୍ୟୁ ଖବର ପାଇ ସାନଭାଇର ଆତ୍ମହତ୍ୟା କରିବାକୁ ଉଦ୍ୟମ : ଏକ ଘଣ୍ଟା ପରେ ମଧ୍ୟ ପହଞ୍ଚିଲା ନାହିଁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଳପଡା ଥାନା ବାଗଦୋର ପଞ୍ଚାୟତ କୁମ୍ଭାରଖୁନ ଗାଁରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗୋଟିଏ ପରିବାରର ଜଣେ ଭାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ବେଳେ ବଡ ଭାଇର ମୃତ୍ୟୁ ହୋଇଥିବା ଜାଣି ସାନଭାଇ ବିଷ ପାନ କରି
Read More...

ବଡଭାଇର ମୃତ୍ୟୁ ଖବର ପାଇ ଆତ୍ମହତ୍ୟା ଉଦ୍ୟମ କଲା ସାନଭାଇ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କୁମାରଖୁନ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ବଡଭାଇର ମୃତ୍ୟୁ ଖବର ପାଇ ସାନଭାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତର ଖାନରେ ଭର୍ତ୍ତି
Read More...

ବାହାର ରାଜ୍ୟର ଏକ ଘରୋଇ କମ୍ପାନୀରେ ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁ : ସହାୟତା ଦାବୀରେ ଶବକୁ ରଖି ରାସ୍ତା ଅବରୋଧ,…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବରପଦର ଗାଁର ମୁରଲୀ କୁମ୍ଭାର(୫୫) ତାଙ୍କ ସ୍ତ୍ରୀ ମେନକା କୁମ୍ଭାରଙ୍କ ସହ ଗତ ଦୁଇ ମାସ ତଳେ ପେଟ ପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା କୁନୁକୁପାଡୁ ଅଞ୍ଚଳରେ ଥିବା କାଳାମ ଟେକ୍ସଟାଇଲ(ସୂତା) ନାମକ ଏକ ଘରୋଇ
Read More...