Browsing Tag

patanagarh news

ଘସିଏନ୍‌ ପଞ୍ଚାୟତ ସମିତି କଲେଜ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟସଭା ସାଂସଦ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କର ଘସିଏନ ପଞ୍ଚାୟତ ସମିତି କଲେଜ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ । ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ନିଜ ଭଳିଆ ସଂଘର୍ଷ କରି, ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ
Read More...

ବେନକେରାଠାରେ ସେବା ଚାରିଟେବୁଲ ଟ୍ରଷ୍ଟର ବୈଠକ

ପାଟଣାଗାଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଧନ୍ଦାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଗ୍ରାମରେ ସେବା ଚାରିଟେବୁଲ ଟ୍ରଷ୍ଟର ସଭାପତି ସୁନୀଲ କୁମାର ସିଂହଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଖପାଖର ୧୫ଟି ଗ୍ରାମର ଯୁବଗୋଷ୍ଠୀ ଯୋଗ
Read More...

ନାଗେନମାଲ ଗାଁରେ ଅବକାରୀ ବିଭାଗର ଚଢାଉ : ମହୁଲ ଫୁଲ ବୋଝେଇ ପିକ୍‌ଅପ୍‌ ଜବତ ସହ ଦୁଇ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ମହୁଲ ବୋଝଇ ବୋଲେରୋ ପିକ୍‌ଅପ୍‌ ସହ ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଥିବା ଜଣାପଇଛି । ସୂଚନା ଅନୁସାରେ ବେଆଇନ ମହୁଲ ଫୁଲ ଚାଲାଣ
Read More...

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ୩ ଦିନ ଛୁଟି ପାଇଁ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରମୁଖ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ୩ ଦିନ ଛୁଟି ପାଇଁ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁଙ୍କୁ ପ୍ରଦାନ କରାଯାଇଛି । ବିଶେଷ କରି
Read More...

ପାଟଣାଗଡରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ବ୍ଲକସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କମଳକାନ୍ତ ବାରିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ପାଟଣାଗଡ଼ ବିଧାୟକ ତଥା
Read More...

ଖପ୍ରାଖୋଲରେ ବ୍ଲକସ୍ତରୀୟ ଗାଁ ସାଥି ସଂଘର ବୈଠକ

ବେଆଇନ ଭାବେ ଗାଁ ସାଥୀ ଛଟେଇକୁ ବିରୋଧ, ବିଡ଼ିଓଙ୍କୁ ଦେଲେ ଦାବୀପତ୍ର ପାଟଣାଗଡ଼, (ଗୋରେଖନାଥ ବରି‌ହା) : ସ୍ଥାନୀୟ ବ୍ଲକ ସଭା ଗୃହଠାରେ ବ୍ଲକସ୍ତରୀୟ ଗାଁ ସାଥି ସଂଘର ବୈଠକ ସଂଘ ସଭାପତି ତପିନ୍ଦ୍ର ସୁନାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗାଁ ସାଥିଙ୍କ
Read More...

ପାଟଣାଗଡ ଲିଓ ଓ ଲାୟନ୍ସ କ୍ଲବ୍ ପକ୍ଷରୁ ମହିଳା ସଶକ୍ତିକରଣ ସଭା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସ୍ଥାନୀୟ ଲିଓ ଏବଂ ଲାୟନ୍ସ କ୍ଲବ୍‌ର ମିଳିତ ଉଦ୍ୟମରେ ୱମ୍ୟାନ ଇମ୍ପପାୱାର ମେଣ୍ଟ ବା (ମହିଳା ସଶକ୍ତିକରଣ) ଉପରେ ଏକ ସଭା ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ପାଟଣାଗଡ଼ ତହସିଲଦାର ଡ଼. ପୁଷ୍ପାଞ୍ଜଳି
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ କର୍ଲାମାଲ ଗାଁର ଅନତି ଦୂରରେ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପାଟଣାଗଡ଼ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ କର୍ଲାମାଲ ଗାଁର ଗଜାନନ ମଲିକ । ସୂଚନା ଅନୁସାରେ, ଆଜି ସକାଳେ କର୍ଲାମାଲ ଗାଁର ଅନତି ଦୂରରେ
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥଣ୍ଡା ଓ ଗରମ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ପାଟଣା : ବିଧାୟକ ପାଣ୍ଠି ଅନୁଦାନରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ମିତ ଥଣ୍ଡା ଓ ଗରମ ପାନୀୟ ଜଳ ପ୍ରକଳ୍ପକୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉଦ୍‌ଘାଟନ କରିଛନ୍ତି । ଏହି ପ୍ରକଳ୍ପରେ ସ୍ୱଚ୍ଛ ପାନୀୟ ଓ ଥଣ୍ଡା ପାନୀୟ ଜଳ ପାଇଁ ସ୍ୱତନ୍ତ୍ର ଭାବେ
Read More...

ଗାଁରୁ ମହାମାରୀ ରୋଗ ଦୂର ପାଇଁ ଛେନା ପନା ପର୍ବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଲୁହାସିହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଛେନା ପନା ସହ ଗ୍ରାମ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପରମ୍ପରା ଅନୁଯାୟୀ ପଶ୍ଚିମାଞ୍ଚଳର ପ୍ରତ୍ୟେକ ଗାଁଗୁଡିକରେ କୋଦୋ ଯାତ୍ରା, ମାଡେନ ଯାତ୍ରା, ବିଶେଷ କରି
Read More...