Browsing Tag

patanagarh news

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ହେଲେ କେନ୍ଦ୍ରୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ : ଶୁଭେଚ୍ଛା ଜଣାଇଲେ ଆଦିବାସୀ…

ପାଟଣାଗଡ, (ଗୋରେଖନାଥ ବରିହା) : କେନ୍ଦ୍ରୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସମସ୍ତଙ୍କର ପ୍ରିୟ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି, ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସରକାରଙ୍କୁ
Read More...

ଧୁମାଭଟାରେ କ୍ଷତ୍ରୀୟ ସମାଜର ବିଶାଳ ଖଣ୍ଡା ଓ ମଶାଲ ଯାତ୍ରା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପବିତ୍ର ବିଜୟା ଦଶମୀ ଦିନ କ୍ଷତ୍ରୀୟ ସମାଜର ଏକ ବିଶାଳ ଖଣ୍ଡା ଓ ମଶାଲ ଶୋଭାଯାତ୍ରା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୁମାଭଟାଠାରେ ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରାରେ ଇଷ୍ଟ ଦେବୀ ମା' ବସ୍ତ୍ରେନ୍ ମନ୍ଦିରରୁ ମଶାଲ ବାହାର କରି ଗାଁ ପରିକ୍ରମା କରି
Read More...

ପାଟଣାଗଡର ଗ୍ରାମାଞ୍ଚଳଗୁଡିକ ଉତ୍ସବ ମୁଖର, ଭାଇ ଜିଉନ୍ତିଆ ଓଷା ପାଳିତ, ହେଲେ ହଜି ଯାଉଛି ଡାଲଖାଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଖପ୍ରାଖୋଲ ବ୍ଲକ ଅଞ୍ଚଳର ଭାଇ ଜିଉନ୍ତିଆ ଓଷା ଉତ୍ସବ ମୁଖର ହୋଇଉଠିଛି । ହେଲେ ହଜି ଯାଉଛି ଡାଲଖାଇ ନାଚ ଗୀତ ପରମ୍ପରା । ଦୁର୍ଗା ଅଷ୍ଟମୀ ଦିନ ଭଉଣୀ ମାନେ ଭାଇର ମଙ୍ଗଳ ମନାସି ମା' ଦୂର୍ଗାଙ୍କ ପୂଜା କରିବା ସହ ଉପବାସ ରହି
Read More...

ଚଙ୍ଗରିଆ ପଞ୍ଚାୟତ କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତି ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସରପଞ୍ଚ ସୁଶୀଳ କୁମାର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ଫୋଟୋଚିତ୍ରରେ ଦୀପ ପ୍ରଜ୍ଜଳନ ସହ ପୁଷ୍ପାଞ୍ଜଳୀ ଅର୍ପଣ
Read More...

ମରୁଆଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପାଟଣାଗଡ଼ ପଟରୁ ପଦ୍ମପୁରକୁ ଯାଉଥିବା ସମୟରେ ଏକ ନୀଳ ରଙ୍ଗର ଏଚ୍‌ଏଫ୍‌ ଡିଲକ୍ସ ଗାଡ଼ି ନଂ ଓଡି୦୩ଭି୦୨୬୧ ପାଟଣାଗଡ଼
Read More...

କୁତମୁଣ୍ଡା ଗ୍ରାମରେ ସଫେଇ କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 'ଭାଇ ଜିଉଁତିଆ'କୁ ଆଖି ଆଗରେ ରଖି ଗ୍ରାମର ରାସ୍ତାକଡରେ ଲୋକେ ଫିଙ୍ଗିଥିବା ଅଳିଆ ଆବର୍ଜନା ଜମା ହେଉଥିବାରୁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ
Read More...

ଖପ୍ରାଖୋଲରେ କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଥାନୀୟ ଖପ୍ରାଖୋଲ ବ୍ଲକ କୃଷକ ଉତ୍ପାଦକ କମ୍ପାନୀ କାର୍ଯ୍ୟାଳୟ ପରିସରରେ କମ୍ପାନୀର ବାର୍ଷିକ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସିଇଓ ଗଣେଶ ବାନଛୋର୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବ୍ଲକ କୃଷି ଅଧିକାରୀ ଡ଼ମୁରୁଧର ମେହେର,
Read More...

ସାନକଲଙ୍ଗାପାଲିରେ କୋସଲି ସଂସ୍କୃତି ଦିନ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : କୋସଲି ରାମାୟଣର ରଚୟିତା କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କର ଜନ୍ମ ଦିନ କୋସଲି ସଂସ୍କୃତି ଦିନ ତାଙ୍କ ଜନ୍ମ ପୀଠ ବାଲିପଟା ପଞ୍ଚାୟତ ଅନ୍ତର୍ଗତ ସାନକଲଙ୍ଗାପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ହଳଦିଆ ତେଲି ଜୁଆନ କୁଟୁମ୍‌ର ସଭାପତି କ୍ଷୀରୋଦ୍ର କୁମାର
Read More...

ଇନ୍ଦ୍ରମଣି ସାହୁ ଜୟନ୍ତୀ ପାଳନ ଓ କୋଶଲି ରାମାୟଣ ଦ୍ୱିତୀୟ ଖଣ୍ଡ ଉନ୍ମୋଚନ

ପାଟଣାଗଡ, (କେପିଏନ୍‌ଏସ୍‌) : କୋଶଲି ବାଲ୍ମୀକି ଭାବେ ପରିଚିତ କବି, ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ କୋଶଲି ସଂସ୍କୃତି ଦିନ ଭାବେ ପାଳନ କରାଯାଇଛି । କୋଶଲି ଡେରା ତରଫରୁ ବନକା ବିଅର ଠାରେ ଏକ ସାହିତ୍ୟ ସଭାରେ କବିଙ୍କର ଜନ୍ମଦିନ ଉତ୍ସବରେ ଅନେକ
Read More...

ଭିଜିଲାନ୍ସ ପଞ୍ଝାରେ ପାଟଣାଗଡ଼ ଓ ପରୁଆଭାଡି ବିଟ୍ ଫରେଷ୍ଟ ଗାର୍ଡ ଲକ୍ଷ୍ମୀନାରାୟଣ ସ୍ଵାଇଁ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନ ବିଭାଗ ରେଞ୍ଜ ପାଟଣାଗଡ ସେକସନ ଅନ୍ତର୍ଗତ ପାଟଣାଗଡ଼ ଓ ପରୁଆଭାଡି ବିଟ୍ ଫରେଷ୍ଟଗାର୍ଡ ଲକ୍ଷ୍ମୀନାରାୟଣ ସ୍ଵାଇଁ ବନସୁରକ୍ଷା ସମିତିର ଜଣେ ସଭାପତିଙ୍କଠାରୁ ସନ୍ଧ୍ୟା ୫ଟା ସମୟରେ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ
Read More...