Browsing Tag

patanagarh news

ପାଟଣାଗଡ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାବିଷୁବ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପାଟଣାଗଡ ଗଂଗାଧର ପାର୍କଠାରେ ଗତ ୧୪ ତାରିଖ ଦିନ ମହାବିଷୁବ ମିଳନ ମହାସମାରୋହରେ ପାଳତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅରୁଣ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସାହିତ୍ୟ ସଭା ଓ ମୁଖପତ୍ର "ତ୍ରିଶକ୍ତି "ସାହିତ୍ୟ
Read More...

ପାଟଣାଗଡ ଉପକାରାଗାରରେ ଆଇନ ସଚେତନତା ଶିବିର

ପାଟଣାଗଡ, (ସଦାଶିବ ସରାଫ) : ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ଶ୍ରୀମତୀ ଶ୍ୱେତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ପାଟଣାଗଡ ଉପକାରାଗାର ମଧ୍ୟରେ ପ୍ରୋଭିଜନ ଅଫ ସିଆରପିସି ଏଫଆଇଆର, ସମନ ଓ ୱାରେଣ୍ଟ ରାଇଟ ଲିଗାଲ ରିପ୍ରେଜେନ୍ସର ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ଗୁରୁ-ଶିଷ୍ୟର ପବିତ୍ର ସଂପର୍କରେ ପୁଣି ଥରେ ଲାଗିଛି କଳଙ୍କର ଦାଗ : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ…

ପାଟଣାଗଡ଼, (ସଦାଶିବ ସରାଫ) : ଗୁରୁ-ଶିଷ୍ୟର ପବିତ୍ର ସଂପର୍କରେ ପୁଣି ଥରେ ଲାଗିଛି କଳଙ୍କର ଦାଗ । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ସହ ଦୁଷ୍କର୍ମ କରିବା ଉଦ୍ୟମ ଏବଂ ଘଟଣାକୁ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ୍‌ ଦେଇଥିବା ଭଳି ଏକ ଗୁରୁତର ଘଟଣା
Read More...

ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ରାମ ନବମୀ ଏବଂ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ମନ୍ଦିର ପରିସରରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା, ଫୁଲକିମୁଣ୍ଡା ୫ଟି ସ୍କୁଲର ସମୀକ୍ଷା ଏବଂ ବିଭିନ୍ନ ଉନ୍ନତିମୂଳକ
Read More...

ଅବସରପ୍ରାପ୍ତ ଶିକ୍ଷକ ଭଗବାନ ନାଏକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ ଶିକ୍ଷକ ଭବନଠାରେ ଅବସରପ୍ରାପ୍ତ ଶିକ୍ଷକ ଭଗବାନ ନାଏକଙ୍କୁ ୨୦୦୧ ମସିହାରେ ନିଯୁକ୍ତ ଶିକ୍ଷକମାନଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ୨୦୦୧ ମସିହାରେ ନିଯୁକ୍ତ ଭଗବାନ ନାଏକ ଜଣେ ଆଦର୍ଶ ଓ ଛାତ୍ର ବତ୍ସଳ ଶିକ୍ଷକ ଅଟନ୍ତି । ଉଲବା
Read More...

ପାଟଣାଗଡ ବିଦ୍ୟା ବିକାଶ ଏକାଡେମୀର ବାର୍ଷିକ ଉତ୍ସବ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବିଦ୍ୟା ବିକାଶ ଏକାଡେମୀର ବାର୍ଷିକ ଉତ୍ସବ ସ୍ଥାନୀୟ ମହେଶ୍ୱର ମିଳନ ମଣ୍ଡପରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାଉରକେଲା
Read More...

ପାଟଣାଗଡରେ କୋଶଲି ବିଚାର ମଞ୍ଚର ବିକ୍ଷୋଭ ଓ କଳା ଦିବସ ପାଳନ

ପାଟଣାଗଡ, (ସଦାଶିବ ସରାଫ) : ସାରା ଓଡିଶାରେ ଏପ୍ରିଲ ୧ ତାରିଖକୁ ଓଡିଶାର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ଭାବେ ପାଳନ କରାଯାଉଥିବା ବେଳେ ପାଟଣାଗଡରେ କୋଶଲି ବିଚାର ମଞ୍ଚ ତରଫରୁ କଳା ଦିବସ ପାଳନ କରାଯାଇଛି । ଆବାହକ ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଶଲ
Read More...

ପାଟଣାଗଡ଼ରେ ଉତ୍କଳ ଦିବସ ପାଳିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ରମାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜେଲ ଅଧିକାରୀ, ଖପ୍ରାଖୋଲ ତହସିଲଦାର
Read More...

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ଉପଖଣ୍ଡର ଲରମ୍ଭା ଥାନା ଅନ୍ତର୍ଗତ ଇନ୍ଦୁପୁର ଗାଁରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପା । ସୂଚନା ଅନୁସାରେ ଖପ୍ରାଖୋଲ ଥାନା ଅନ୍ତର୍ଗତ କଟାପାଲି ଗ୍ରାମର ସୁବଳ କଠାରଙ୍କ ଝିଅ ସଂଗୀତାଙ୍କୁ ଲରମ୍ଭା ଥାନା ଅନ୍ତର୍ଗତ
Read More...

ପାଟଣାଗଡରେ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ପାଳିତ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣା ଷ୍ଟେଟର ପୂର୍ବତନ ରାଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ଅବସରରେ ପାଟଣାଗଡ ରାମଜୀ ଛକରେ ଥିବା ପ୍ରତିମୂର୍ତ୍ତିରେ ପାଟଣା ମହାରାଜ କନକବର୍ଦ୍ଧନ ସିଂହଦେଓ ପୁଷ୍ପମାଲ୍ୟ ପ୍ରଦାନ
Read More...