Browsing Tag

patanagarh news

ବିଚାରୀ ତୁଲସୀ କାଲସାଏଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଖୁର୍ସେଲ ପଞ୍ଚାୟତ ଇନ୍ଦୁପୁର ଗ୍ରାମର ବାସି‌ନ୍ଦା ତୁଲସୀ କାଲସାଏ ଓ ତାଙ୍କ ଝିଅ ଗାଁ ମଝିରେ ରହ‌ନ୍ତି । ମାଁ ଝୀଅ ଦୁହେଁ ମାନସିକ ଭାରସାମ୍ୟ ହରାଇ ଥିବା ଲୋକେ ପ୍ରକାଶ କରିଛନ୍ତି । ତୁଲସୀଙ୍କ ପୁଅ ବାହାର ରାଜ୍ୟକୁ କାମ କରି ଯାଇଥିବା
Read More...

ଡ଼ଃ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିିତ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହର ମୁଖ୍ୟ ରାସ୍ତା ଧୂମାଭଟା ଛକ ଠାରେ ଉପଖଣ୍ଡସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ଆନୁକୂଲ୍ୟରେ ବାବା ସାହେବ ଡ଼ଃ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଡ଼. ଭିମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଇଯାଥିଲା । ଏଥିରେ
Read More...

ଆଧୁନିକ ଭାରତ ତଥା ନବନିର୍ମାଣ ଭାରତର ପ୍ରମୁଖ ବିନ୍ଧାଣି ଡ଼ ଭିମରାଓ ଆମ୍ବେଦକର : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ଆଦିବାସୀ ଭବନ ଠାରେ ଭାରତୀୟ ସମ୍ବିଧାନର ଜନକ ଭାରତ ରତ୍ନ ଡ଼ ଭିମରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ପ୍ରଥମେ
Read More...

ସୌର ଚାଳିତ ନଳକୂପ ଅଚଳ ପାଣି ପାଇଁ ହନ୍ତସନ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଥିବା ସୌର ଚାଳିତ ନଳକୂପ ସାତ ଦିନ ହେବ ଅଚଳ ହୋଇପଡିଛି । ଗ୍ରାମରେ ଏକ ମାତ୍ର ନଳକୂପ ଯାହାକି ଗ୍ରାମରେ ଲୋକେ ପାନୀୟ ଜଳ ପାଇ ଉକ୍ତ ନଳକୂପ ଉପରେ ନିର୍ଭର କରିଥାନ୍ତି । ବ‌ର୍ତ୍ତମାନ ଗ୍ରୀଷ୍ମ
Read More...

ଗରିବ ଆଦିବାସୀ ରୋହିତ ବନ୍‌ଗୁଲାଙ୍କ ଗୁଲ୍‌ଗୁଲା ଦୂର ହେବ କେବେ ?

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ମରୁଆ ପଞ୍ଚାୟତ ନିବରସି ନିରୀହ ଅସହାୟ ଗରିବ ଆଦିବାସୀ ରୋହିତ ବନ୍‌ଗୁଲା ଆଠ ଜଣ ସଦସ୍ୟଙ୍କୁ ନେଇ ବସବାସ କରନ୍ତି । ସୂଚନାଯୋଗ୍ୟ ଯେ, ସରକାର ଗରିବ ଲୋକଙ୍କୁ ରହିବା ପାଇଁ ଅନେକ ଯୋଜନାରେ ଘର ଦେଇଥାନ୍ତି, ଯଥା- ଇନ୍ଦିରା ଆବାସ, ବିଜ୍ଜୁ
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାରେ ଜୁନିିିଅର ରେଡକ୍ର୍‌ସ ତରଫରୁ ବିଶ୍ୱ ସ୍ଥାସ୍ଥ୍ୟ ଦିବସ ପାଳିତ ହାଇଯାଇଛି । ମୁଖ୍ୟଅତିଥି ଭାବରେ ପ୍ରଧାନ ଶିିକ୍ଷକ ବସନ୍ତ କୁମାର ହୋତା ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ପାଳନ କରିବା
Read More...

ଇ-ସେବା କେନ୍ଦ୍ର ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ଦେୱାନୀ ଅଦାଲତ ପ୍ରାଙ୍ଗଣରେ ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ରୀମତୀ ଶିଖାରାଣୀ ରଥଙ୍କ ଅଧ୍ୟକ୍ଷତାରେ ଇ-ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ଥାନୀୟ ସିଭିଲ୍‌ ଜଜ୍‌ ସିନିଅର୍‌ ଡିଭିଜନ ବିଦ୍ୟାଧର ପୃଷ୍ଟି, ସବ୍‌ଡିଭିଜନାଲ୍‌
Read More...

ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ୧.୪.୨୦୨୧ ସମୟ ଘ.୯.୧୫ମିରେ ରମାଇ ହାଇସ୍କୁଲ ପାଟଣାଗଡ଼ ଠାରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ ହୋଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ କାର୍ୟ୍ୟ ତୁଲାଇ ଥିଲେ । ମୁଖ୍ୟ ବକ୍ତା ଭାବେ ଅନିତା
Read More...

ଏପ୍ରିଲ ୧ ତାରିଖକୁ କଳା ଦିବସ ଭାବେ ପାଳନ କଲା କୋଶଲ ରାଜ୍ୟ ସମନ୍ଵୟ ସମିତି

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଳପଡା, ବଲାଙ୍ଗୀର ଜିଲ୍ଲା କଚେରୀ ଛକ ସମ୍ମୁଖରେ ଏପ୍ରିଲ ୧କୁ କଳା ଦିବସ ପାଳନ କଲା କୋଶଲ ରାଜ୍ୟ ସମନ୍ଵୟ ସମିତି । ୧୯୩୬ ମସିହାରେ କୋଶଲକୁ ଜବରଦସ୍ତି ଉତ୍କଳରେ ମିଶ୍ରଣ କରାଯାଇଛି ଓ କୋଶଲାଂଚଳକୁ ସବୁ କ୍ଷେତ୍ରରେ ଶୋଷଣ କରାଯାଉଛି । କୋଶଲାଞ୍ଚଳରେ ମାଟି
Read More...

ଅଜଣା ରୋଗରେ ଆକ୍ରାନ୍ତ ରାହାସର ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ /ପଞ୍ଚାୟତର କର୍ଲାଖୁଟୁନା ଗ୍ରାମର ଗରୀବ ଆଦିବାସୀ ରାହାସ ବରିହା(୪୫)ଦୀର୍ଘ ଦିନ ହେବ ଅଜଣା ପେଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ରାହାସ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରୁଥିଲେ ହେଲେ ସେ ଅଜଣା
Read More...