Browsing Tag

patanagarh news

ପାଟଣାଗଡ ଆଦର୍ଶ ବିଦ୍ୟାଳୟ ରାସ୍ତା ଅବସ୍ଥା ଶୋଚନୀୟ : ଜିଲ୍ଲାପାଳ ଦୃଷ୍ଟି ଦିଅନ୍ତୁ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଠାରୁ ୧୫ କିଲୋମିଟର ଦୂର ଭଁଇଷା ଗାଆଁ ବାହାରୁ ପୁଣି ୩ କିଲୋମିଟର ଦୂରରେ ରହିଛି ପାଟଣାଗଡ ବ୍ଳକର ଗୋଟିଏ ମାତ୍ର ଆଦର୍ଶ ବିଦ୍ୟାଳୟ । ତେବେ ଭଁଇଷା ଗାଆଁ ବାହାରୁ ଆଦର୍ଶ ବିଦ୍ୟାଳୟ ଯାଏ ୩ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି ।
Read More...

ଆଜି ପାଟଣାଗଡରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ପାଟଣାଗଡ, (ଗୋରେଖ ନାଥ ବରିହା) : ଆଜି ପାଟଣାଗଡରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ଗ୍ରା.ପ. ଏବଂ ତେଣ୍ଡାପଦର ଗ୍ରା.ପ.ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାଟଣାଗଡ ଏନ୍‌ଏସି ୱାର୍ଡ ନଂ.
Read More...

ଫେସବୁକ୍ ପେଜ୍ ଭଏସ୍ ଅଫ୍ ଆଲୋକ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ଫେସବୁକ ପେଜ୍ ଭଏସ୍ ଅଫ୍ ଆଲୋକ ତମିଆଁ ପକ୍ଷରୁ ସଭାପତି ତ୍ରିଲୋଚନ ସାହୁଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଲୋକ କୁମାର ପଣ୍ଡା, ସମୀର
Read More...

ସାର ବିକ୍ରେତାଙ୍କ ଉପରେ ବିଭାଗୀୟ ଅଧିକାରୀଙ୍କ ଅଙ୍କୁଶ ନାହିଁ : ମନମୁଖୀ ଦର ଧାର୍ଯ୍ୟ କରି ବିକ୍ରି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଚଳିତ ବର୍ଷ ଖରିଫ ଚାଷକୁ ନେଇ ଚାଷୀ ସନ୍ଦୀହୀନ ହେଉଛି । ବର୍ଷା ଆଶାନୁରୂପ ହେଉନଥିବା ଯୋଗୁଁ ପାଟଣାଗଡ଼ ଉପଖଣ୍ଡରେ ଅନେକ ସ୍ଥାନରେ ବେଉଷଣ ଓ ପହ୍ଲା ରୁଆ କାମ ଠପ୍ ହୋଇଯାଇଛି । ପାଣିର ସୁବିଧା ଥିବା ଜମି ଗୁଡ଼ିକରେ କିଛି ମାତ୍ରାରେ ବେଉଷଣ ଓ ରୁଆ କାମ
Read More...

ଓଡ଼ିଶା ମୋ ପରିବାର ଅଭିଯାନ ଅବସରରେ ବାଘଝରଣ ଗ୍ରାମରେ ଚାରା ରୋପଣ କାର୍ୟ୍ୟକ୍ରମ : ପରିବେଶ ସୁରକ୍ଷା ପ୍ରତି ସମସ୍ତେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକର ବିଭିନ୍ନ ଗ୍ରାମକୁ ବିଧାୟକ ସରୋଜ କୁମାର ମେହେର ଗସ୍ତ କରିଛନ୍ତି । ତାଙ୍କର ଏହିଗସ୍ତ ସମୟରେ ଦଳୀୟ କର୍ମୀଙ୍କ ସହ ବାଘଝରଣ ଗ୍ରାମକୁ ଯାଇ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ନବୀନ
Read More...

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ : ବିଜେଡିରେ ଯୋଗଦାନ କର୍ମୀଙ୍କ ସଂଖ୍ୟା ବଢ଼ୁଛି : ପୁରୁଣା ବିଜେପି ଯୁବ କର୍ମୀ ଦଳ…

ପାଟଣାଗଡ, (ଗୋରେଖନାଥ ବରିହା) : ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ଯୁବକଙ୍କ ଭିଡ ଦେଖିବାକୁ ମିଳୁଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଗତକାଲି ରାତ୍ରୀ ୭ ଟା ସମୟରେ ଏନ୍‌ଏସି ୬ ନମ୍ବର ୱାର୍ଡ ସଆଁରାପଡା ଓ
Read More...

ଅପରେସନ୍‌ ପାଇଁ ସହଯୋଗର ହାତ ବଢାଇଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ହରିଶଙ୍କର ଗ୍ରାମର ଚାନ୍ଦିନୀ ପ୍ରଧାନୀ ଯାହାର ବୟସ ୮ ବର୍ଷ ଅଟେ । ମଳ ଦ୍ୱାରରେ ଅସୁବିଧା ଥିବାରୁ ସେ ପେଟ ପଟୁ ତିଆରି କରାହୋଇଥିବା ରାସ୍ତା ଦେଇ ମଳତ୍ୟାଗ କରିଥାଏ । ତାର ଚିକତ୍ସା ପାଇଁ ସମସ୍ତେ ଚେଷ୍ଟା କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ କିଛି ସୁଫଳ
Read More...

ପେଟ୍ରୋଲ ପମ୍ପ ସାମ୍ନାରେ ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ନଗର କଂଗ୍ରେସ ସଭାପତି ଜୟକୃଷ୍ଣ ମେହେରଙ୍କ ନେତୃତ୍ୱରେ ପାଟଣାଗଡ଼ର ତିନି ପେଟ୍ରୋଲ ପମ୍ପ ତଥା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ପେଟ୍ରୋଲ, ଡିଜେଲ ଗ୍ରାହକମାନଙ୍କ ଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ସକାଳ ୯ଟା
Read More...

କୁଶଳେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍‌ର ସଦସ୍ୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ଉଲବା ଗ୍ରାମ ପଞ୍ଚାୟତ ପ୍ରାଂଗଣରେ କୁଶଳେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍‌ର ସଦସ୍ୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀ ନିର୍ଦ୍ଦେଶକ ତଥା ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବଂଧୁ ନାଏକ, ଆଇକାର୍ଡ ସଂସ୍ଥାର
Read More...

ବାହାଲଭଟଲିରେ ଗାଁ ସାଥୀ ଓ ଯୁବକମାନଙ୍କ ପ୍ରଶଂସନୀୟ ସଫେଇ କାର୍ଯ୍ୟ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଗାଁ ସାଥୀ ସରୋଜ ସାହୁଙ୍କ ନେତୃତ୍ୱରେ ଗାଁର ଯୁବକମାନେ ବାହାରି ଗାଁ ରାସ୍ତା, ପୋଖରୀ ଗାଧୁଆ ତୁଠ, ନଳକୂପ ଆଦି ସ୍ଥାନ ଗୁଡିକରେ ବହୁ ଦିନରୁ ପଡ଼ି ରହିଥିବା ଅଳିଆ ଆବର୍ଜନା
Read More...