Browsing Tag

patanagarh news

ସାହିତ୍ୟ ଏକାଡେମୀ ତରଫରୁ ଗ୍ରାମାଲୋକ କାର୍ଯ୍ୟକ୍ରମ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗାଁରେ ସାହିତ୍ୟ ଏକାଡେମୀ ତରଫରୁ ଗ୍ରାମାଲୋକ କାର୍ଯ୍ୟକ୍ରମ ହୋଇଯାଇଛି । ସାହିତ୍ୟ ଏକାଡେମୀ ସଦସ୍ୟ ଗାଳ୍ପିକ କ୍ଷେତ୍ରବାସୀ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି
Read More...

ସ୍ୱାମୀ ନିଜ ସ୍ତ୍ରୀକୁ ଘରେ ନ ରଖିବାରୁ ବାପ ଘରେ ବେକରେ ଶାଢ଼ୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଗଉଡପାଲି ଗାଁରେ ଏକ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି ପବିତ୍ର ନୂଆଁଖାଇ ପର୍ବରେ ଲୋକେ ଖୁସିରେ ଥିବା ବେଳେ ଏଭଳି କାଣ୍ଡ ହୋଇଥିବା ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼
Read More...

ବିବାହିତା ମହିଳାଙ୍କୁ ନ୍ୟାୟ ଦାବୀରେ ସର୍ବଭାରତୀୟ ବିଝାଂଲ ସମାଜ ପକ୍ଷରୁ ପାଟଣାଗଡ ଏସ୍‌ଡିପିଓଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଚଂଳରେ ଜଣେ ବିବାହିତା ମହିଳାଙ୍କୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ୫ ମାସ ଧରି ଏକାଠି ରହିବା ପରେ ପୁଣି ପ୍ରତାରଣା ଦେବା ଅଚଂଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ଆଜି ସର୍ବଭାରତୀୟ ବିଂଝାଲ ସମାଜ ପକ୍ଷରୁ
Read More...

ଭିଭିଜିଲାନ୍ସ ଜାଲରେ ପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ

ପାଟଣାଗଡ, (ଗୋରେଖନାଥ ବରିହା) : ଭିଜିଲାନ୍ସ ଜାଲରେ ପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ
Read More...

କଫ୍‌ ସିରଫ୍‌ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଅଞ୍ଚଳ ସବୁ ସମୟରେ ବେଆଇନ ମଦ, ଗଞ୍ଜେଇ, ଟେବ୍ଳେଟ, କରେକ୍ସ କାରବାରର ପେଣ୍ଠସ୍ଥଳୀ ପାଲଟିଛି । ସୂଚନାଯୋଗ୍ୟ ଯେ, ତା.୬/୦୯/୨୧ରିଖ ସୋମବାର ଦିନ ରାତିରେ କପାଣି ପଞ୍ଚାୟତ ତରା ଗାଁର କମଲ ନାଗ କଫ୍‌ ସିରଫ ପେଟି ଧରି ବେଲପଡା
Read More...

ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ କୃଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଇ ଚାଷୀମାନଙ୍କୁ ମରୁଡି ସହାୟତା ପ୍ରଦାନ କରାଯିବାକୁ ଦାବୀ କରାଯାଇଛି । ସୋମବାର ଖପ୍ରାଖୋଲ ବ୍ଳକ କୃଷକ ସଂଘ ପକ୍ଷରୁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ଆଦିତ୍ୟ
Read More...

ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭାଳୁଜୁରୀ ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ମୃତକଙ୍କ ଚାଷୀ ନାଁ ଯୁଧୁଷ୍ଟିର ଭୋଇ(୪୦) । ସେ ଶନିବାର ସନ୍ଦ୍ୟା ୭ .୩୦ ସମୟରେ ନିଜ କ୍ଷେତ ଆଡୁ ଘରକୁ
Read More...

ପାଟଣାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ

ଗୁରୁଙ୍କୁ ନ ମଣି ବ ନର ଗୁରୁ ହିଁ ସାକ୍ଷାତ ଈଶ୍ଵର : ବିଧାୟକ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସ୍ତରୀୟ ଗୁରୁ ପୂଜନ ଉତ୍ସବ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବରେ ପାଟଣାଗଡ଼ ବିଧାୟକ
Read More...

ନୂଆଁଖାଇ ଦିନ +୩ ନାମ ଲେଖା ବାତିଲ ଦାବୀରେ କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଏକ ପୁରୁଖା ତିହାର ଭାବେ ପ୍ରମୁଖ ପଶ୍ଚିମ ଓଡ଼ିଶାବାସୀ ବହୁ ଉତ୍ସାହରେ ପର୍ବ ପାଳନ କରାଯାଇଥାଏ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ପଞ୍ଚମୀ ତିଥି ନୂଆଁଖାଇ ପଡୁଥିବା ବେଳେ ସରକାରଙ୍କ +୩ ଛାତ୍ରଛାତ୍ରୀ
Read More...

ପାଟଣାଗଡ଼ ବନବିଭାଗ ଦ୍ୱାରା କେନ୍ଦୁଗଣ୍ଡି ଭର୍ତ୍ତି ଥିବା ଏକ ୪୦୭ ମିନି ଟ୍ରକ ଜବତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବନବିଭାଗ ଦ୍ୱାରା ଲରମ୍ଭା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏକ ୪୦୭ ଟ୍ରକକୁ ଜବତ କରାଯାଇଥିବା ଜଣାପଡ଼ିଛି । ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ଦେଇଥିବା ସୂଚନା ମୁତାବକ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇଙ୍କ ପ୍ରତ୍ୟକ୍ଷ
Read More...